Breaking News

ଆସୁଛି ପାର୍ବଣ ଋତୁ ଫୁଣି ହୋଇ ପାରେ ଲକଡାଉନ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ Naveen Patanaik ନବୀନ ପଟ୍ଟନାୟକ

ଦର୍ଶକ ବନ୍ଧୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ସତର୍କ ସୂଚନା , ହଁ ବନ୍ଧୁ ସେ କହିଛନ୍ତି ଯେ ଆମେରିକା ଠାରୁ କେରଲ ପର୍ଯ୍ୟନ୍ତ କରୋନା ସଂକ୍ରମଣ ବୃଦ୍ଧି ପାଇଛି , ସେଥିପାଇଁ ଏହି ତୃତୀୟ ଲହର ଠାରୁ ବଞ୍ଚିବାକୁ ହେଲେ ଆମେ କୋଭିଡ ର ସମସ୍ତ ନିୟମ କୁ ପାଳନ କରିବା ଉଚିତ , ଯଦି ଆପଣ ମାନେ ଏହି ନିୟମ କୁ ନ ମାନିବେ ତାହେଲେ ତାହା ସମସ୍ତ ଙ୍କ ପାଇଁ ବିପଦ ର କାରଣ ହୋଇପାରେ ।

ତେବେ କରୋନା ପାଇଁ ଟୀକା ଆସିଥିଲେ ମଧ୍ୟ ଛୋଟ ପିଲା ଙ୍କ ପାଇଁ ଏ ପର୍ଯ୍ୟନ୍ତ ଆସିନାହିଁ ସେଥିପାଇଁ ବର୍ତ୍ତମାନ ସମୟ ରେ ଆମେ କୋଭିଡ ନିୟମ କୁ ପାଳନ କରି ଛୋଟ ପିଲା ଙ୍କୁ ସୁରକ୍ଷିତ ରଖିବା , । ସେଥିପାଇଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଟ ବଜାର,ଧର୍ମାନୁଷ୍ଠାନ ,ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ରେ କୋଭିଡ ନିୟମ କୁ ପାଳନ କରୁଛନ୍ତି କି ନହିଁ ଦ୍ରୁଷ୍ଟି ଦବା ପାଇଁ ଓ ଶିକ୍ଷାନୁଷ୍ଠାନ ରେ ମଧ୍ୟ ପ୍ରଶାସନ ଏକ ଟିମ ଗଠନ କରିଛି । ତେବେ ସ୍କୁଲ ଯାଉଥିବା ପିଲା ମାନେ , ପୋଲିସ କର୍ମଚାରୀ ମାନେ , ସରକାରୀ ଓ ବେସରକାରୀ ରେ ସ୍ୱାସ୍ଥ୍ୟ କର୍ମୀ ଟେଷ୍ଟିଙ୍ଗ ଜାରି ରଖିବା ପାଇଁ ।

ତେବେ ଆଗକୁ ପାର୍ବଣ ଋତୁ ଆସିବାକୁ ଯାଉଛି , ତେବେ ପାର୍ବଣ ରେ ଯଦି ଲୋକ ମାନେ କୋଭିଡ ନିୟମ କୁ ପାଳନ କରିବେ ତ ଭଲ କଥା ଯଦି ନିୟମ କୁ ଉଲଂଘନ କରନ୍ତି ତାହେଲେ ରାଜ୍ୟ ସରକାର ପୁଣି ଠାରେ ଲକଡାଉନ କରିବାର ସମ୍ଭାବନା ଅଧିକ ରହିଛି ସ୍ସେଥିପାୟନ ମୁଖ୍ୟ ମନ୍ତ୍ରୀ ଆଗୁଆ ସତର୍କ ସୂଚନା ଦେଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published. Required fields are marked *