Breaking News

Live ଆସି ନିଜ ବାହାଘରକୁ ନେଇ ଏମିତି କହିଲେ ଅଭିନେତ୍ରୀ Lipsa Mishra ( ଲିପ୍ସା Mishra) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ନିଜ ବିବାହ ବନ୍ଧନ ରେ ବାନ୍ଧି ହବା କୁ ନେଇ କଣ କହିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଲିପ୍ଶା ମିଶ୍ର ଆସନ୍ତୁ ଜାଣିବା , ବନ୍ଧୁଗଣ ଆପଣ ମାନେ ସମତେ ଲିପ୍ଶା ମିଶ୍ର ଙ୍କୁ ନିଶ୍ଚୟ ଜାଣିଥିବେ ସେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିଲେ । ଲିପ୍ଶା ଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବେଶ ଲୋକ ପ୍ରିୟ ହୋଇପାରିଛନ୍ତି ବର୍ତ୍ତମାନ ସମୟ ରେ ସେ ଜୀ ସାର୍ଥକ ଟିଭି ର ହେ ପ୍ରଭୁ ଧାରାବାହିକ ରେ ଅଭିନୟ କରୁଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୂର୍ବ ରୁ ଲିପ୍ସା ମିଶ୍ର ଙ୍କ ବିବାହ କୁ ନେଇ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଥିଲା ଯେ ଲିପ୍ସା ମିଶ୍ର ଦେବାଶିଷ ଙ୍କୁ ବିବାହ କରିଛନ୍ତି କିନ୍ତୁ ପରବର୍ତ୍ତୀ ସମୟ ରେ ଜାଣିବାକୁ ପାଇଲେ ଯେ ଏହା ହେଉଛି ଦେବାଶିଷ ଓ ଲିପ୍ସା ଙ୍କ ଏକ ଚଳଚିତ୍ର ଯେଉଁଥିରେ ଉଭୟ ସ୍ଵାମୀ ସ୍ତ୍ରୀ ଚରିତ୍ର ରେ ନଜର ଆସିବେ ।

ତେବେ ବନ୍ଧୁଗଣ ଏହି ଚଳଚିତ୍ର ଟି ର ନାମ ରହିଛି ରଙ୍ଗିଲା ବୋହୁ 2 , ତେବେ ଏହି ଚଳଚିତ୍ର ଟି ଆପଣ ମାନେ ଜୀ ସାର୍ଥକ ଟିଭି ରେ ଆଗାମୀ 12 ତାରିଖ ଦିନ ସଂନ୍ଧ୍ୟା 6 ତା ରେ ଦେଖିବାକୁ ପାଇବେ । ତେବେ ଏହି ସୂଚନା ଟି ଲିପ୍ସା ତାଙ୍କ ସୋସିଆଲ ମିଡିଆ ରେ ଲାଇଭ ଆସି କହିଥିଲେ ଓ ତାଙ୍କ ପ୍ରଶଂସକ ମାନ ଙ୍କୁ ନିଜ ବିବାହ କୁ ନେଇ କହିଥିଲେ ଯେ ମୁଁ ଯେବେ ବି ବିବାହ କରିବି ତାହେଲେ ସର୍ବ ପ୍ରଥମେ ଆପଣ ମାନ ଙ୍କୁ ଜଣାଇବି ॥

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *