ଦର୍ଶକ ବନ୍ଧୁ ଆଜି ଆମର ଏହି ପେଜ ରେ କିଛି ଲୋକ ପ୍ରିୟ ଅଭିନେତ୍ରୀ ଏନକେ ବିଷୟ ରେ ଜାଣିବା ଯିଏ କି ଦିନେ ନିଜ ଅଭିନୟ ମାଧ୍ୟମ ଦର୍ଶକ ମାନ ଙ୍କୁ ମନୋରଞ୍ଜନ କରାଉଥିଲା ଓ ପରବର୍ତ୍ତୀ ସମୟ ରେ ବିବାହ କରିଥିବାରୁ ସଂପୂର୍ଣ୍ଣ ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ବର୍ତ୍ତମାନ ସମୟ ରେ ନିଜ ପରିବାର ଙ୍କ ସାଙ୍ଗ ରେ ବେସ ଖୁସି ରେ ଅଛନ୍ତି , ତାହେଲା ଆସନ୍ତୁ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା –
ରାନୁ କର – ଦର୍ଶକ ବନ୍ଧୁ ଆପଣ ମାନେ ରାନୁ ଙ୍କୁ ବହୁତ ସାରା ଧାରାବାହିକ ରେ ଜବରଦସ୍ତ ଅଭିନୟ କରୁଥିବାର । ତେବେ ବିବାହ ପରେ ତାଙ୍କର ଏକ ପୁଅ ହବା ରୁ ସେ ସବୁଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ।
ଈପ୍ସିତା – ବନ୍ଧୁଗଣ ଈପ୍ସିତା ବହୁ ଗୁଡିଏ ଧାରାବାହିକ,ଚଳଚିତ୍ର,ଆଲବମ ରେ ଅଭିନୟ କରିଛନ୍ତି କିନ୍ତୁ ବିବାହ ପରେ ପରିବାର ସମ୍ଭାଳିବାରୁ ସେ ସବୁଦିନ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଛନ୍ତି ଆଉଫେରିବେ ନହିଁ ବିଲୋ ସେ ନିଜେ କହିଛନ୍ତି ।
ମାହି – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ମାହି ଚନ୍ଦନ କୁ ବିବାହ କରିଛନ୍ତି ଓ ବର୍ତ୍ତମାନ ସମୟ ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ଓ ନିଜ ଝିଅ ସହିତ ମାହି ବେସ ଆକ୍ଟିଭ ରହୁଛନ୍ତି ସୋସିଆଲ ମିଡିଆ ରେ । ତେବେ ସେହିଦିନ ଠାରୁ ନା କୌଣସି ଧାରାବାହିକ ନା ଚଳଚିତ୍ର ନଜର ଆସି ନାହାଁନ୍ତି ।
ଉପାସନା – ବନ୍ଧୁଗଣ ଏହିଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ମାନିନୀ ରେ ମାନିନୀ ଚରିତ୍ର ରେ ଅଭିନୟ କରିଥିବାର , ତେବେ ଏହି ଅଭିନେତ୍ରୀ ଜଣକ ମା ହବ ପରେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲେ ଓ ଆଗାମୀ ଦିନ ମାନ ଙ୍କ ଭିତରେ ପୁଣି ନଜର ଆସିବେ ।
ଆମେଲି ପଣ୍ଡା – ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବହୁ ଗିଡିଏ ଆଲବମ ରେ ଜବରଦସ୍ତ ନାଚ ଦେଖାଇ ବେସ ଲୋକ ପ୍ରିୟ ହୋଇ ପରିଛନ୍ତି । ତେବେ ଆଲବମ ସହିତ କିଛି ଚଳଚିତ୍ର ରେ ମଧ୍ୟ ନଜର ଆସିଛନ୍ତି , ତେବେ ବିବାହ ପରେ ସେ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ