Breaking News

ମା ହେବା ପରେ ଏହି ହିରୋଇନ ମାନେ କାହିଁକି ଛାଡିଲେ ଅଭିନୟ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆଜି ଆମର ଏହି ପେଜ ରେ କିଛି ଲୋକ ପ୍ରିୟ ଅଭିନେତ୍ରୀ ଏନକେ ବିଷୟ ରେ ଜାଣିବା ଯିଏ କି ଦିନେ ନିଜ ଅଭିନୟ ମାଧ୍ୟମ ଦର୍ଶକ ମାନ ଙ୍କୁ ମନୋରଞ୍ଜନ କରାଉଥିଲା ଓ ପରବର୍ତ୍ତୀ ସମୟ ରେ ବିବାହ କରିଥିବାରୁ ସଂପୂର୍ଣ୍ଣ ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ବର୍ତ୍ତମାନ ସମୟ ରେ ନିଜ ପରିବାର ଙ୍କ ସାଙ୍ଗ ରେ ବେସ ଖୁସି ରେ ଅଛନ୍ତି , ତାହେଲା ଆସନ୍ତୁ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା –

ରାନୁ କର – ଦର୍ଶକ ବନ୍ଧୁ ଆପଣ ମାନେ ରାନୁ ଙ୍କୁ ବହୁତ ସାରା ଧାରାବାହିକ ରେ ଜବରଦସ୍ତ ଅଭିନୟ କରୁଥିବାର । ତେବେ ବିବାହ ପରେ ତାଙ୍କର ଏକ ପୁଅ ହବା ରୁ ସେ ସବୁଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ।


ଈପ୍ସିତା – ବନ୍ଧୁଗଣ ଈପ୍ସିତା ବହୁ ଗୁଡିଏ ଧାରାବାହିକ,ଚଳଚିତ୍ର,ଆଲବମ ରେ ଅଭିନୟ କରିଛନ୍ତି କିନ୍ତୁ ବିବାହ ପରେ ପରିବାର ସମ୍ଭାଳିବାରୁ ସେ ସବୁଦିନ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଛନ୍ତି ଆଉଫେରିବେ ନହିଁ ବିଲୋ ସେ ନିଜେ କହିଛନ୍ତି ।


ମାହି – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ମାହି ଚନ୍ଦନ କୁ ବିବାହ କରିଛନ୍ତି ଓ ବର୍ତ୍ତମାନ ସମୟ ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ଓ ନିଜ ଝିଅ ସହିତ ମାହି ବେସ ଆକ୍ଟିଭ ରହୁଛନ୍ତି ସୋସିଆଲ ମିଡିଆ ରେ । ତେବେ ସେହିଦିନ ଠାରୁ ନା କୌଣସି ଧାରାବାହିକ ନା ଚଳଚିତ୍ର ନଜର ଆସି ନାହାଁନ୍ତି ।

ଉପାସନା – ବନ୍ଧୁଗଣ ଏହିଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ମାନିନୀ ରେ ମାନିନୀ ଚରିତ୍ର ରେ ଅଭିନୟ କରିଥିବାର , ତେବେ ଏହି ଅଭିନେତ୍ରୀ ଜଣକ ମା ହବ ପରେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲେ ଓ ଆଗାମୀ ଦିନ ମାନ ଙ୍କ ଭିତରେ ପୁଣି ନଜର ଆସିବେ ।

ଆମେଲି ପଣ୍ଡା – ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବହୁ ଗିଡିଏ ଆଲବମ ରେ ଜବରଦସ୍ତ ନାଚ ଦେଖାଇ ବେସ ଲୋକ ପ୍ରିୟ ହୋଇ ପରିଛନ୍ତି । ତେବେ ଆଲବମ ସହିତ କିଛି ଚଳଚିତ୍ର ରେ ମଧ୍ୟ ନଜର ଆସିଛନ୍ତି , ତେବେ ବିବାହ ପରେ ସେ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *