ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ କମ ଲୋକ ପ୍ରିୟ ହାସ୍ୟ ଅଭିନେତା ଅଛନ୍ତି , ତେବେ ଏହି ହାସ୍ୟ ଅଭିନେତା ଙ୍କ ହାସ୍ୟ ଅଭିନୟ ଦର୍ଶକ ମାନ ଙ୍କ ମନ କୁ ବେସ ମନୋରଞ୍ଜନ କରାଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନ ଙ୍କ କମିଡି ପାଇଁ ବହୁ ଚଳଚିତ୍ର ସୁପର ହିଟ ହୋଇଥାଏ । ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ଘରେ ଘରେ ପରିଚିତ ।
ତେବେ ବନ୍ଧୁଗଣ ଆମେ କହୁଛୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଓକ ପ୍ରିୟ କମିଡିଆନ ଗୁଡୁ , ତେବେ ଭଲ କମିଡି ସହିତ ତାଙ୍କ ନାଚ ମଧ୍ୟ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥାଏ । ଗୁଡୁ ପ୍ରଥମେ ପପୁ ଙ୍କ ସହ କିଛି ରିଆଲିଟି ସୋ ରେ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇଥିଲେ । ଗୁଡୁ ପରବର୍ତ୍ତୀ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ପାଦ ଦେଇ ଜବରସ୍ତ କମିଡି ଦେଖାଇ ଲୋକ ମାନ ଙ୍କ ର ମନୋରଞ୍ଜନ କରାଇଥିଲେ ଓ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ ଥିଲେ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ନିଜ ପତ୍ନୀ ଙ୍କ ସହ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଗୁଡୁ । ତାହେଲେ ବର୍ତ୍ତମାନ ସମୟ ରେ ଗୁଡୁ ତାଙ୍କ ଶଶୁର ଘର କୁ ପ୍ରଥମ ଥର ପାଇଁ ଯାଇଛନ୍ତି ନିଜ ପତ୍ନୀ ଙ୍କ ସାଙ୍ଗ ରେ , ତେବେ ଯିବା ସମୟ ରେ ଉଭୟ ଯାଉଥିବା ଗାଡି ଭିତରେ ରେ ବହୁତ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ