Breaking News

ପ୍ରଥମ ଥର ପାଇଁ ଶଶୁର ଗଲେ ସ୍ତ୍ରୀ ଙ୍କ ସହ ଶଶୁର ଘର କୁ ଗଲେ ହାସ୍ୟ ଅଭିନେତା ଗୁଡୁ (Gudu) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ କମ ଲୋକ ପ୍ରିୟ ହାସ୍ୟ ଅଭିନେତା ଅଛନ୍ତି , ତେବେ ଏହି ହାସ୍ୟ ଅଭିନେତା ଙ୍କ ହାସ୍ୟ ଅଭିନୟ ଦର୍ଶକ ମାନ ଙ୍କ ମନ କୁ ବେସ ମନୋରଞ୍ଜନ କରାଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନ ଙ୍କ କମିଡି ପାଇଁ ବହୁ ଚଳଚିତ୍ର ସୁପର ହିଟ ହୋଇଥାଏ । ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ଘରେ ଘରେ ପରିଚିତ ।

ତେବେ ବନ୍ଧୁଗଣ ଆମେ କହୁଛୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଓକ ପ୍ରିୟ କମିଡିଆନ ଗୁଡୁ , ତେବେ ଭଲ କମିଡି ସହିତ ତାଙ୍କ ନାଚ ମଧ୍ୟ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥାଏ । ଗୁଡୁ ପ୍ରଥମେ ପପୁ ଙ୍କ ସହ କିଛି ରିଆଲିଟି ସୋ ରେ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇଥିଲେ । ଗୁଡୁ ପରବର୍ତ୍ତୀ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ପାଦ ଦେଇ ଜବରସ୍ତ କମିଡି ଦେଖାଇ ଲୋକ ମାନ ଙ୍କ ର ମନୋରଞ୍ଜନ କରାଇଥିଲେ ଓ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ ଥିଲେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ନିଜ ପତ୍ନୀ ଙ୍କ ସହ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଗୁଡୁ । ତାହେଲେ ବର୍ତ୍ତମାନ ସମୟ ରେ ଗୁଡୁ ତାଙ୍କ ଶଶୁର ଘର କୁ ପ୍ରଥମ ଥର ପାଇଁ ଯାଇଛନ୍ତି ନିଜ ପତ୍ନୀ ଙ୍କ ସାଙ୍ଗ ରେ , ତେବେ ଯିବା ସମୟ ରେ ଉଭୟ ଯାଉଥିବା ଗାଡି ଭିତରେ ରେ ବହୁତ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *