ଦର୍ଶକ ବନ୍ଧୁ ତରଂଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୁ ରେ ମୁଖ୍ୟ ଅଭିନେତା ଙ୍କ ଜେଜେମା ଚରିତ୍ର ରେ ଆସିଥିବା ବେଦିକା ବର୍ତ୍ତମାନ ସମୟ ରେ ବହୁତ ଡରି ଯାଇଛନ୍ତି , ହଁ ବନ୍ଧୁ ତାଙ୍କ ଜିବନ ଯାହା ଘଟି ଯାଇଛି ତାହା କୌଣସି ଶୁଟିଙ୍ଗ ସେଟ ରୁ ବି କମ ହବନି । ତେବେ ବନ୍ଧୁଗଣ ଆପଣ ମାନେ ଧାରାବାହିକ ଓ ଚଳଚିତ୍ର ରେ ଦେଖିଥିବେ କିଛି ଦୁ-ର୍ବୁ-ର୍ତ୍ତ ହିରୋ ହିରୋଇନ ହୁଅନ୍ତୁ ବା ଅନ୍ୟ କୌଣସି କଳାକାର ମାନ ଙ୍କୁ ରାସ୍ତା ମଝି ରେ ଅଟକାଇ ମ-ର-ଣା-ନ୍ତ-କ ଆ-କ୍ର-ମ-ଣ କରିଥିବାର , ତାହେଲେ କଣ ଆପଣ ମାନେ ଏହାକୁ କେବେ ରିଅଲ ଲାଇଫ ରେ ଦେଖିଛନ୍ତି କି କେବେ ବି ଦେଖି ନଥିବେ କିନ୍ତୁ ଏହି ଅଭିନେତ୍ରୀ ଜଣକ ଦେଖିଛନ୍ତି ।
ହଁ ବନ୍ଧୁ ଗତ କିଛି ଦୁଇ ଦିନ ତଳେ ବେଦିକା ତାଙ୍କ ଶୁଟିଙ୍ଗ ସେଟ ଟିକେ ଡେରି ହୋଇଯିବାରୁ ସେ ରାତି 1 ଟା ରେ ଘର କୁ ଫେରୁଥିଲେ ନିଜ ଡ୍ରାଇଭର ସହିତ । ତେବେ ଆସୁଥିବା ସମୟ ରେ କିଛି ଦୁ-ର୍ବୁ-ର୍ତ୍ତ ତାଙ୍କ ଗାଡି ଆଗକୁ ଆସିଥିଲେ ଓ ତାଙ୍କ ଗାଡି କୁ ବା-ଡେ-ଇ-ବା ସହିତ କଟାକ୍ଷ କଥା କହିଥିଲେ , ତେବେ ସେହି ଦୁ-ର୍ବୁ-ର୍ତ୍ତ ମଧ୍ୟ ରୁ ଦୁଇ ଦୁ-ର୍ବୁ-ର୍ତ୍ତ ଡୋର ଖୋଲି ଡ୍ରାଇଭର ଓ ଶ୍ରେଲା ଙ୍କୁ ଆକ୍ରମଣ କରିବା କୁ ଆସୁଥିବା ସମୟ ରେ ଡ୍ରାଇଭର ଗାଡି ଷ୍ଟାର୍ଟ କରି ସେଠାରୁ ଖସି ଆସିଥିଲେ , ତେବେ ଦୁ-ର୍ବୁ-ର୍ତ୍ତ ଙ୍କ ପଥର ମା-ଡ ରେ ତାଙ୍କ ଗାଡି ର ପଛ କାଚ ଭାଙ୍ଗି ଯାଇଥିଲା ।
ତେବେ ସେ ସଙ୍ଗେ କିଛି କଳାକାର ଙ୍କୁ ଜଣାଇବା ସହିତ ଖଣ୍ଡଗିରୀ ଥାନା ରେ ପହଁଚି ଅଭିଯୋଗ କରିଥିଲେ ଓ ତାଙ୍କ ପାଖ ରେ ଅନେକ ଗୁଡିଏ କଳାକାର ମଧ୍ୟ ଉପସ୍ଥିତ ଥିଲେ । ତେବେ ବର୍ତ୍ତମାନ ସମୟ ରେ ଶ୍ରେଲା ସେହି ଘଟଣା ରୁ ବହୁତ ଡରି ଯାଇଛନ୍ତି ଓ ଏହି କଥା ଟି ପ୍ରଶଂସକ ମାନ ଙ୍କୁ ସେ ଲାଇଭ ଆସି ଜଣାଇଥିଲେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ