Breaking News

ଭିଡିଓ ଦେଖନ୍ତୁ – ରାତି ଅଧରେ ଆ-କ୍ର-ମ-ଣ ପରେ କୁଆଁରୀ ବୋହୂ ଶୁଟିଙ୍ଗ ସେଟକୁ ଯିବାକୁ ମନା କରିଲେ ଶ୍ରୀଲା (Sreela)

ଦର୍ଶକ ବନ୍ଧୁ ତରଂଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୁ ରେ ମୁଖ୍ୟ ଅଭିନେତା ଙ୍କ ଜେଜେମା ଚରିତ୍ର ରେ ଆସିଥିବା ବେଦିକା ବର୍ତ୍ତମାନ ସମୟ ରେ ବହୁତ ଡରି ଯାଇଛନ୍ତି , ହଁ ବନ୍ଧୁ ତାଙ୍କ ଜିବନ ଯାହା ଘଟି ଯାଇଛି ତାହା କୌଣସି ଶୁଟିଙ୍ଗ ସେଟ ରୁ ବି କମ ହବନି । ତେବେ ବନ୍ଧୁଗଣ ଆପଣ ମାନେ ଧାରାବାହିକ ଓ ଚଳଚିତ୍ର ରେ ଦେଖିଥିବେ କିଛି ଦୁ-ର୍ବୁ-ର୍ତ୍ତ ହିରୋ ହିରୋଇନ ହୁଅନ୍ତୁ ବା ଅନ୍ୟ କୌଣସି କଳାକାର ମାନ ଙ୍କୁ ରାସ୍ତା ମଝି ରେ ଅଟକାଇ ମ-ର-ଣା-ନ୍ତ-କ ଆ-କ୍ର-ମ-ଣ କରିଥିବାର , ତାହେଲେ କଣ ଆପଣ ମାନେ ଏହାକୁ କେବେ ରିଅଲ ଲାଇଫ ରେ ଦେଖିଛନ୍ତି କି କେବେ ବି ଦେଖି ନଥିବେ କିନ୍ତୁ ଏହି ଅଭିନେତ୍ରୀ ଜଣକ ଦେଖିଛନ୍ତି ।

ହଁ ବନ୍ଧୁ ଗତ କିଛି ଦୁଇ ଦିନ ତଳେ ବେଦିକା ତାଙ୍କ ଶୁଟିଙ୍ଗ ସେଟ ଟିକେ ଡେରି ହୋଇଯିବାରୁ ସେ ରାତି 1 ଟା ରେ ଘର କୁ ଫେରୁଥିଲେ ନିଜ ଡ୍ରାଇଭର ସହିତ । ତେବେ ଆସୁଥିବା ସମୟ ରେ କିଛି ଦୁ-ର୍ବୁ-ର୍ତ୍ତ ତାଙ୍କ ଗାଡି ଆଗକୁ ଆସିଥିଲେ ଓ ତାଙ୍କ ଗାଡି କୁ ବା-ଡେ-ଇ-ବା ସହିତ କଟାକ୍ଷ କଥା କହିଥିଲେ , ତେବେ ସେହି ଦୁ-ର୍ବୁ-ର୍ତ୍ତ ମଧ୍ୟ ରୁ ଦୁଇ ଦୁ-ର୍ବୁ-ର୍ତ୍ତ ଡୋର ଖୋଲି ଡ୍ରାଇଭର ଓ ଶ୍ରେଲା ଙ୍କୁ ଆକ୍ରମଣ କରିବା କୁ ଆସୁଥିବା ସମୟ ରେ ଡ୍ରାଇଭର ଗାଡି ଷ୍ଟାର୍ଟ କରି ସେଠାରୁ ଖସି ଆସିଥିଲେ , ତେବେ ଦୁ-ର୍ବୁ-ର୍ତ୍ତ ଙ୍କ ପଥର ମା-ଡ ରେ ତାଙ୍କ ଗାଡି ର ପଛ କାଚ ଭାଙ୍ଗି ଯାଇଥିଲା ।

ତେବେ ସେ ସଙ୍ଗେ କିଛି କଳାକାର ଙ୍କୁ ଜଣାଇବା ସହିତ ଖଣ୍ଡଗିରୀ ଥାନା ରେ ପହଁଚି ଅଭିଯୋଗ କରିଥିଲେ ଓ ତାଙ୍କ ପାଖ ରେ ଅନେକ ଗୁଡିଏ କଳାକାର ମଧ୍ୟ ଉପସ୍ଥିତ ଥିଲେ । ତେବେ ବର୍ତ୍ତମାନ ସମୟ ରେ ଶ୍ରେଲା ସେହି ଘଟଣା ରୁ ବହୁତ ଡରି ଯାଇଛନ୍ତି ଓ ଏହି କଥା ଟି ପ୍ରଶଂସକ ମାନ ଙ୍କୁ ସେ ଲାଇଭ ଆସି ଜଣାଇଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.