Breaking News

ଓଡିଆ ହିରୋଇନ ଏଲିନା (Elina Samantray) ତାଙ୍କ ମା ଙ୍କ ଜନ୍ମ ଦିନ ବେଶ ଧୂମ ଧାମରେ ପାଳନ କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ସଦା ସର୍ବଦା ବେସ ଚର୍ଚ୍ଚା ରେ ଥାନ୍ତି । ହଁ ବନ୍ଧୁ କିଏ ଅଭିନୟ ଜୀବନୀ କୁ ନେଇ ଚର୍ଚ୍ଚା ରେ ଥାଏ ତ ଆଉ କେଉଁ ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜିବନ କୁ ନେଇ , ଯେମିତି କି ନିଜ ଜନ୍ମ ଦିନ ପାଳନ କରିବା କିମ୍ବା ଅନ୍ୟ କାହାର ଜନ୍ମ ଦିନ ପାଳନ କରିବା , ପରିବାର ଲୋକ ଙ୍କ ସହ ମଜାମସ୍ତି କରିବା ଭଳି ଅନେକ କାର୍ଯ୍ୟ ।


ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡିଆ ରେ ବେସ ଚର୍ଚା ରେ ଅଛନ୍ତି ନିଜ ବ୍ୟକ୍ତିଗତ ଜିବନ କୁ ନେଇ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ କିଏ ଓ ତାଙ୍କ କେଉଁ ଭିଡିଓ ବେସ ଚର୍ଚ୍ଚା ରେ ଅଛି , ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ , ତେବେ ଏହି ଅଭିନେତ୍ରୀ ଜଣକ ଆମ ଓଡ଼ିଆଇ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ର ବିଜେତା ହବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତେବେ ସେ ପ୍ରଥମେ ଅରିନ୍ଦମ ଙ୍କ ସହ ଇସ୍କ ତୁ ହି ତୁ ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକପ୍ରିୟ ହୋଇପାରିଥିଲେ ଓ ଏହି ଲୋକ ପ୍ରିୟତା ତାଙ୍କୁ ଶୀର୍ଷ ସ୍ଥାନ କୁ ନେଇ ଯାଇଛି । ତେବେ ବନ୍ଧୁଗଣ ଏଲିନା ତାଙ୍କ ମା ଙ୍କ ଜନ୍ମ ଦିନ ଟି ବେସ ଧୁମଧାମ ରେ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ଏଲିନା ଙ୍କ ଭାଇ ମଧ୍ୟ ଏହି ଜନ୍ମ ଦିନ ରେ ଉପସ୍ଥିତ ରହି ବହୁସାରା ମଜାମସ୍ତି କରିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *