Breaking News

ACF ସୌମ୍ୟ ମାମଲାରେ ଡିଏଫଓଙ୍କୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି! ସାମ୍ନାକୁ ଆସିଲା ଆଉ ଚିଠି

ଦର୍ଶକ ବନ୍ଧୁ ପାରଳାଖେମୁଣ୍ଡି ଡ଼ିଏଫଓ ଙ୍କୁ ବଞ୍ଚାଇବା ପାଇଁ ଚାଲିଛି ବଡ ବଡ ଯୋଜନା , ହଁ ବନ୍ଧୁ ଗତ କିଛି ଦିନ ତଳେ ପୂର୍ବତନ ଜଗୁଆଳି ଗଙ୍ଗା ପ୍ରଧାନ ଡ଼ିଏଫଓ ଙ୍କ ନାମ ରେ କିଛି କହିଥିଲେ ବିଦ୍ୟାଭାରତି ଙ୍କ ସମ୍ପର୍କ କୁ ନେଇ , ତେବେ ବର୍ତ୍ତମାନ ସମୟ ରେ ଗଙ୍ଗା ପ୍ରଧାନ ଙ୍କ କଥା କୁ ମିଛ ପ୍ରମାଣିତ କରିବା ପାଇଁ ଚାଲିଛି ଷ-ଡ-ଯ-ନ୍ତ୍ର ।

ତାହେଲେ ବନ୍ଧୁ ଷ-ଡ-ଯ-ନ୍ତ୍ର ନାମ ଧରିବା ର ଉଦ୍ଦେଶ୍ୟ ହଉଛି ଯେ ଗଙ୍ଗା ଙ୍କ ବୟାନ ପରେ ବର୍ତ୍ତମାନ ସମୟ ରେ ବନ ବିଭାଗ ପକ୍ଷ ରୁ ଚିଠି ଆସିଛି ଓ ଏହି ଚିଠି କୁ ନେଇ ବର୍ତ୍ତମାନ ସମୟ ରେ ଅନେକ ପ୍ରଶ୍ନ ଉଠିଛି । ତେବେ ବର୍ତ୍ତମାନ ସମୟ ରେ ସୌମ୍ୟ ଙ୍କ ଙ୍କ ମୃତ୍ୟୁ ରହସ୍ୟ କୁ ନେଇ ଅନେକ ବିବାଦୀୟ ଦେଖା ଦେଇଛି କିନ୍ତୁ ଏପଟେ ଡ଼ିଏଫଓ ଙ୍କୁ ବଞ୍ଚାଇବା ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ! , ହଁ ବନ୍ଧୁ ଯେତେବେଳେ ପୂର୍ବତନ ଜଗୁଆଳି ଗଙ୍ଗା ପ୍ରଧାନ କହିଥିଲେ ଯେ ବିଦ୍ୟାଭାରତି ଙ୍କୁ ଡ଼ିଏଫଓ ବେହେରା ଛତ ଉପରୁ ଠିଆ ହୋଇ ଦେଖୁଥିଲେ ।

ତେବେ ଏହି କଥା ଟି କୁ ମିଛ ବୋଲି ପ୍ରମାଣ କରିବା ପାଇଁ ବନ ବିଭାଗ ପକ୍ଷ ରୁ ଚିଠି ଆସିଛି । ତେବେ ଏହି ଚିଠି ରେ 2020 ଡିସେମ୍ବର 31 ରେ ତାରିଖ ରେ କାର୍ଯ୍ୟ ରୁ ବାହାର କରୁଥିବା ସମୟ ରେ ତାଙ୍କ ବଦଳ ର ଆଉ ଜଣେ ଲୋକ ଙ୍କୁ ନିଯୁକ୍ତି କରା ଯାଇଛି ବୋଲି ଉଲ୍ଲେଖ ହୋଇଛି । ତେବେ ଏହି ଚିଠି କୁ ନେଇ ବଡ ପ୍ରଶ୍ନ ହେଲା ଯେ ଦୁଇ ମାସ ପରେ ଏହି ପତ୍ର ଲେଖିବା ତାହା ପୁଣି ଜଣେ ସଂସ୍ଥା ପାଖ କୁ ଜଣେ ଅଧିକାରୀ । ତେବେ ଏହାକୁ ନେଇ ବର୍ତ୍ତମାନ ସୌମ୍ୟ ଙ୍କ ମୃତ୍ୟୁ ରହସ୍ୟ କୁ ନେଇ ଆହୁରି ରହସ୍ୟ ମୟ କରିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *