Breaking News

ରାତି ଅଧରେ ଶୁଟିଙ୍ଗ ସାରି ଫେରୁଥିବା ବେଳେ କୁଆଁରୀ ବୋହୂର ଜେଜେ ମା (Sreela Tripathy) ଙ୍କ ଉପରେ ହେଲା ଆ-କ୍ର-ମ-ଣ

ଦର୍ଶକ ବନ୍ଧୁ ତରଂଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୁ ରେ ମୁଖ୍ୟ ଅଭିନେତା ଙ୍କ ଜେଜେମା ଚରିତ୍ର ରେ ଆସିଥିବା ବେଦିକା ଗତ ଦୁଇ ତଳେ ଶୁଟିଙ୍ଗ ସେଟ ରୁ ଘର କୁ ଫେରୁଥିବା ସମୟ ରେ କିଛି ଦୁ-ବୁ-ର୍ତ୍ତ ତାଙ୍କ ଉପରେ ଆ-କ୍ର-ମ-ଣ କରିଥିଲେ ଓ ସେଠାରୁ ସେ ଅଳ୍ପ କେ ବର୍ତ୍ତିଗଲେ । ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଶ୍ରେଲା ତ୍ରିପାଠୀ , ଶ୍ରେଲା ଶୁଟିଙ୍ଗ ଘର କୁଆସୁଥିବା ସମୟ ରେ କିଛି ଦୁ-ର୍ବୁ-ର୍ତ୍ତ ମ-ଦ ପଈ ତାଙ୍କୁ ଆ-କ୍ର-ମ-ଣ କରିବାକୁ ଯାଉଥିଲେ ଓ ସେଠାରୁ ସେ ଅଳ୍ପ କେ ବଞ୍ଚି କି ପଳାଇ ଆସିଲେ ଓ ଏହା ରିଅଲ ଲାଇଫ ରେ ଘଟିଛି ।


ତାହେଲେ ବନ୍ଧୁଗଣ ଏହି ଘଟଣା ଟି ଘଟିବା ପରେ ସେ ସଙ୍ଗେ ସଙ୍ଗେ ଖଣ୍ଡଗିରୀ ଥା-ନା ରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଅନୁଯାୟୀ ସେ ଧାରାବାହିକ ର ଶୁଟିଙ୍ଗ ସେଟ ରାତି 1 ଟା ରେ ସରିବାରୁ ସେ ଘର କୁ ଫେରୁଥିଲେ , ତେବେ ହଠାତ 5 ଜଣ ଦୁ-ର୍ବୁ-ର୍ତ୍ତ ତାଙ୍କ ଗାଡି ଆଗକୁ ହଠାତ ମାଡି ଆସିଲେ ଓ ଏହି ଘଟଣା ଟି ଘଟିଛି ମଧୁସୂଦନ ନଗର ରୁ ଗଛାମୁଣ୍ଡା ରାସ୍ତା ଥିବା ଏସବିଆଇ ଏଟିଏମ ଠାରେ । ତେବେ ଏହି ଦୁ-ର୍ବୁ-ତ୍ତ ମଧ୍ୟ ରୁ ଦୁଇ ଦୁ-ର୍ବୁ-ତ୍ତ ତାଙ୍କ ବମ୍ପର ଭାଙ୍ଗି ଗାଡି ଆଗରେ ଠିଆ ହୋଇ ଗା-ଳି ଗୁ-ଲ-ଜ କରିଥିଲେ ।


ତେବେ ସେଥି ମଧ୍ୟ ରୁ କିଛି ଦୁ-ର୍ବୁ-ତ୍ତ ଡୋର ଖୋଲି ଶ୍ରେ-ଲା ଓ ତାଙ୍କ ଡ୍ରାଇଭର ପି-ଟି-ବା-କୁ ଆସୁଥିବା ସମୟ ରେ ସେଠାରୁ ଡ୍ରାଇଭର ବୁଦ୍ଧି ଖଟାଇ ସେଠାରୁ ଚାଲି ଆସିଥିଲେ । ତେବେ ଦୁ-ର୍ବୃ-ତ୍ତ ଙ୍କ ପଥର ମା-ଡ଼ ରେ ତାଙ୍କ ଗାଡ଼ି ପଛ କାଚ ଭାଙ୍ଗି ଯାଇଛି । ତେବେ ଅଭିନେତ୍ରୀ ବିଦୂସ୍ମିତା ଓ ରାକେଶ ଧଳ ଙ୍କ ସହଯୋଗ ରେ ଖଣ୍ଡଗିରୀ ଥାନା ରେ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗ ପରେ ସେ ତା ପରବର୍ତ୍ତୀ ଦିନ ରେ ଲାଇଭ ଆସି ତାଙ୍କ ପ୍ରଶଂସକ ମାନ ଙ୍କୁ ଏହି କଥା ଟି କହିଥିଲେ ଓ ଏହି କଥା ଟି କହିବା ସହ ସେ କହିଥିଲେ ଶୁଟିଙ୍ଗ ସେଟ ଜଲ୍ଦି ସରିଯାଏ କିନ୍ତୁ ସେ ଦିନ ଟିକେ ଡେରି ହୋଇ ଯାଇଥିଲା ଓ ଏହି ଘଟଣା ଟି ଘଟିଥିଲା ଓ ଏହି ଘଟଣା ଟି ପରେ ସେ ବହୁତ ଡ-ରି ଯାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *