ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ରାନୁ ମଣ୍ଡଲ ଙ୍କୁ ନିଶ୍ଚୟ ଜାଣିଥିବେ , ତାଙ୍କ ଭିଡିଓ ଭାଇରାଲ ହୋଇଥିବା ଏବଂ ବଡ ବଡ କଳକାରଙ୍କ ସିମ୍ପାତି ପରେ ସେ ବଲିଓଡରେ ଏଣ୍ଟ୍ରି କରିଥିଲେ , ତାଙ୍କ ଲୋକ ପ୍ରିୟତା ଏତେ ବଢି ଯାଇଥିଲା ଯେ ସେ ଘରେ ଘରେ ପରିଚିତ ହୋଇଥିଲେ । ତେବେ ରାନୁ ମଣ୍ଡଳ ଲୋକ ପ୍ରିୟ ହବା ଘରେ ପରିଚିତ ହବା ଏହା ପଛ ରେ ସବୁଠାରୁ ବଡ ହାତ ରହିଛି ସେ ହଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ ହିମେଶ ରେଶମିଆ ।
ହଁ ବନ୍ଧୁ ଏହି ଗାୟକ ତାଙ୍କୁ ସୁଯୋଗ ଦବା ରୁ ରାନୁ ମଣ୍ଡଳ ଲୋକ ପ୍ରିୟ ହୋଇପାରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ରାନୁ ଙ୍କ କୁ କାର୍ଯ୍ୟ ଯୋଗୁ ପୁଣି ଥରେ ସେ ରାସ୍ତା କଡ କୁ ଭିକ ମାଗିବାକୁ ଯାଉଛନ୍ତି ରାନୁ ମଣ୍ଡଲ । ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ କାରଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସେ ଗଣ ମାଧ୍ୟମ ପ୍ରତିନିଧି ମାନ ଙ୍କୁ କୁ ବ୍ୟବହାର ଓ ପ୍ରଶଂସକ ମାନ ଙ୍କୁ ଧକ୍କା ମାରୁଥିବାର ଭିଡିଓ ସାମ୍ନା କୁ ଆସିଥିଲା ।
ଏହି କୁ କାର୍ଯ୍ୟ ପାଇଁ ଯେଉଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦଉଥିଲେ ଆଜି ସେହି ଦର୍ଶକ ମାନେ ତାଙ୍କୁ ଘୃ-ଣା କରୁଛନ୍ତି । ତେବେ ରାନୁ ମଣ୍ଡଲ ଙ୍କୁ ଏକ ବଡ ଖବର ଆସିଯାଇଛି ଯେ ରାନୁ ମଣ୍ଡଲ ଙ୍କ ଜୀବନ ଉପରେ ଏକ ଚଳଚିତ୍ର ଆସିବାକୁ ଯାଉଛି । ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଓ ଏହି ଚଳଚିତ୍ର ର ନାମ ରହିବ “ମିସ ରାନୁ ମାରୀଆ” ଏହି ଚଳଚିତ୍ର ରେ ରାନୁ ଙ୍କ ଚରିତ୍ର ରେ ନଜର ଆସିବେ ଇଶୀକା ଦେ ଓ ଏହି ଚଳଚିତ୍ର ରେ ହିମେଶ ମଧ୍ୟ ନଜର ଆସିବେ । ଏହି ଚଳଚିତ୍ର ର ନିର୍ଦ୍ଦେଶକ ହରିକିକେଶ ମୋଣ୍ଡାଳ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ