ଦର୍ଶକ ବନ୍ଧୁ ଯେତେବେଳେ ଲୋକ ମାନେ ବାଛିଥିବା ସରକାର ଲୋକ ମାନ ଙ୍କୁ ସମର୍ଥନ ନ କରି ସେମାନ ଙ୍କ ବିରୋଧ ରେ ଆଇନ ପ୍ରଣୟନ କରିଥାନ୍ତି , ସେହି ସମୟ ରେ ଲୋକ ମାନ ଙ୍କ ଅଧିକାର ରହିଛି ସରକାର ଙ୍କ ଉପରେ ବିରୋଧ କରିବାର । ତେବେ ଚଳିତ ବର୍ଷ ଚାଷୀ ମାନେ ଅନେକ ଥର ଭାରତ ବନ୍ଦ କରି ନିଜ ଆନ୍ଦୋଳନ ଜାରି ରଖିଛନ୍ତି ଓ ଏହାର କାରଣ ହେଲା ନୂଆ କୃଷି ଆଇନ ବିରୋଧ ପାଇଁ ।
ତେବେ ବନ୍ଧୁଗଣ 2020 ରେ ମୋଦୀ ସରକାର ଚାଷୀ ମାନ ଙ୍କ ପାଇଁ ଥିବା ଆଇନ କୁ ବଦଳାଇ ଏକ ନୂଆ କୃଷି ଆଇନ ଅରମଭ କରିଥିଲେ କିନ୍ତୁ ଏହି ନୂଆ କୃଷି ଆଇନ ଚାଷୀ ଭାଇ ମାନ ଙ୍କୁ ଉପଯୁକ୍ତ ନଥିଲା ଓ ସେଥିପାଇଁ ସେ ବାଧ୍ୟ ହୋଇ ଏହି ନୂଆ ଆଇନ କୁ ବିରୋଧ କରିଥିଲେ । ତେବେ ଏହି ବିରୋଧ ରେ ଅନେକ ଜମିଦାର ଓ ରାଜ ନେତା ମାନେ ସାମିଲ ହୋଇଥିଲେ । ତେବେ ଚାଷୀ ମାନେ ବାରମ୍ବାର ଏହାକୁ ବିରୋଧ କରି ଅନେକ ଥର ଭାରତ ବନ୍ଦ କରିଥିଲେ ମଧ୍ୟ , ଏହି ବନ୍ଦ ଡକରା କୌଣସି ବି ପ୍ରଭାବ ପଡି ନହିଁ ସରକାର ଙ୍କ ଉପରେ ।
ତେବେ ଏଥର ମଧ୍ୟ ସରକାର ଙ୍କୁ କଡା ଜବାବ ଦବା ପାଇଁ ସମସ୍ତ ଚାଷୀ ଓ ରାଜନେତା ମାନେ ସମସ୍ତେ ମିଶି ସେପ୍ଟେମ୍ବର 27 ତାରିଖ ଦିନ 3 ଟି କୃଷି ଆଇନ ବିରୋଧ ରେ ବନ୍ଦ ଡକରା ଦେଇଛନ୍ତି । ହଁ ବନ୍ଧୁ ଏହି ଆନ୍ଦୋଳନ ମୁଖ୍ୟ କାରଣ ହେଲା ଚାଷୀ ମାନ ଙ୍କ ଦାବି ସରକାର ଶୁଣନ୍ତୁ ଓ ଏହାକୁ ସଂଶୋଧନ କରନ୍ତୁ , ଯଦି ଏହା ନ କରିବେ ସେମାନେ ଦୁଇ ଟି ପଦକ୍ଷେପ ନେଇଛନ୍ତି ।
ପ୍ରଥମ ପଦକ୍ଷେପ- ଯଦି ସରକାର ସେମାନ ଙ୍କ କଥା ନୁ ଶୁଣିବେ ବା କୌଣସି ପଦକ୍ଷେପ ନ ନେବେ ତାହେଲେ 2022 ରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ରେ ରେ ହେବ କୁ ଥିବା ବିଧାନସଭା ରେ ନିର୍ବାଚନ ରେ ବିଜେପି ବିରୋଧୀ ରେ ବାର୍ତ୍ତା କରିବେ ।
ଦ୍ଵିତୀୟ ପଦକ୍ଷେପ – 2024 ରେ ହବା କୁ ଯାଉଥିବା ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ତାଙ୍କର ଏହି ପରି ଆନ୍ଦୋଳନ ଜାରି ରହିବ ଓ ଏହା ଆଗକୁ ଆହୁରି ଭୟଙ୍କର ହବ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ