ଦର୍ଶକ ବନ୍ଧୁ ପ୍ରଥମ ଥର ପାଇଁ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ ହ୍ୟୁମାନ ସାଗର ଏକ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରେ ନିର୍ଦ୍ଦେଶନା ଦେଉଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଯେ ଏକ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରେ ନିର୍ଦ୍ଦେଶନା ଦେଇଛନ୍ତି ହ୍ୟୁମାନ ସାଗର ଓ ଏଥିରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି ।
ତେବେ ଏହା ପୂର୍ବ ରୁ ହ୍ୟୁମାନ ସାଗର ଦୁଇ ଟି ମ୍ୟୁଜିକ ଆଲବମ ରେ ନିର୍ଦ୍ଦେଶନା ଦେଇଥିଲେ ଓ ଏହି ଦୁଇ ଟି ଆଲବମ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥିଲେ ସେଥିପାଇଁ ସେ ଆଉ ଏକ ନୂଆ ମ୍ୟୁଜିକ ଭିଡିଓ ଦର୍ଶକ ମାନ ଙ୍କ ପାଇଁ ନେଇ ଆସୁଛନ୍ତି ଓ ଏହି ମ୍ୟୁଜିକ ଭିଡିଓ ରେ ଆପଣ ମାନେ ରୋମାଣ୍ଟିକ ର କିଛି ଦୃଶ୍ୟ ଦେଖିବାକୁ ମିଳିବ । ତେବେ ବନ୍ଧୁଗଣ ଏହି ରୋମାଣ୍ଟିକ ମ୍ୟୁଜିକ ଆଲବମ ରେ ହ୍ୟୁମାନ ସାଗର ନିର୍ଦ୍ଦେଶନା ଦେଉଥିଲେ ଓ ଏଥିରେ ତାଙ୍କୁ ତାଙ୍କ ପତ୍ନୀ ଓ କର୍ମଚାରୀ ମାନେ ସାହାର୍ଯ୍ୟ କରୁଥିଲେ ।
ତେବେ ବନ୍ଧୁଗଣ ଆପଣ ମାନେ ଏହି ଗାୟକ ଙ୍କୁ ବହୁ ସାରା ଚଳଚିତ୍ର ଓ ଆଲବମ ରେ ଜବରଦସ୍ତ ଗୀତ ଗାଇଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ , ତାହେଲେ ବର୍ତ୍ତମାନ ସମୟ ରେ ହ୍ୟୁମାନ ସାଗର ଜଣେ ଲୋକ ପ୍ରିୟ ଗାୟକ ହବା ସହ ଭଲ ଗୀତ ନିର୍ଦ୍ଦେଶକ ବି ମଧ୍ୟ । ତେବେ ବନ୍ଧୁଗଣ ହ୍ୟୁମାନ ସାଗର ଭଏସ ଅଫ ଓଡ଼ିଶା ର ସିଜିନ 2 ରେ ବିଜେତା ହୋଇଥିଲେ । ସେ ଓଡିଆ ଚଳଚିତ୍ର ର ଗପ ହେଲେ ବି ସତ ଓ ଇସ୍କ ତୁ ହି ତୁ ରେ ଜବରଦସ୍ତ ଗୀତ ଗାଈ ଲୋକ ଲୋଚନ କୁ ଆସିଥିଲେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ