Breaking News

ଓଲିଉଡର ଷ୍ଟାର ଗାୟକ ହ୍ୟୁମାନ ସାଗର (Humane Sagar) ପ୍ରଥମ ଥର ରୋମାଣ୍ଟିକ ମ୍ୟୁଜିକ ଭିଡ଼ିଓରେ ନିର୍ଦ୍ଦେଶନା ଦେଲ

ଦର୍ଶକ ବନ୍ଧୁ ପ୍ରଥମ ଥର ପାଇଁ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ ହ୍ୟୁମାନ ସାଗର ଏକ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରେ ନିର୍ଦ୍ଦେଶନା ଦେଉଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଯେ ଏକ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରେ ନିର୍ଦ୍ଦେଶନା ଦେଇଛନ୍ତି ହ୍ୟୁମାନ ସାଗର ଓ ଏଥିରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି ।

ତେବେ ଏହା ପୂର୍ବ ରୁ ହ୍ୟୁମାନ ସାଗର ଦୁଇ ଟି ମ୍ୟୁଜିକ ଆଲବମ ରେ ନିର୍ଦ୍ଦେଶନା ଦେଇଥିଲେ ଓ ଏହି ଦୁଇ ଟି ଆଲବମ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥିଲେ ସେଥିପାଇଁ ସେ ଆଉ ଏକ ନୂଆ ମ୍ୟୁଜିକ ଭିଡିଓ ଦର୍ଶକ ମାନ ଙ୍କ ପାଇଁ ନେଇ ଆସୁଛନ୍ତି ଓ ଏହି ମ୍ୟୁଜିକ ଭିଡିଓ ରେ ଆପଣ ମାନେ ରୋମାଣ୍ଟିକ ର କିଛି ଦୃଶ୍ୟ ଦେଖିବାକୁ ମିଳିବ । ତେବେ ବନ୍ଧୁଗଣ ଏହି ରୋମାଣ୍ଟିକ ମ୍ୟୁଜିକ ଆଲବମ ରେ ହ୍ୟୁମାନ ସାଗର ନିର୍ଦ୍ଦେଶନା ଦେଉଥିଲେ ଓ ଏଥିରେ ତାଙ୍କୁ ତାଙ୍କ ପତ୍ନୀ ଓ କର୍ମଚାରୀ ମାନେ ସାହାର୍ଯ୍ୟ କରୁଥିଲେ ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଗାୟକ ଙ୍କୁ ବହୁ ସାରା ଚଳଚିତ୍ର ଓ ଆଲବମ ରେ ଜବରଦସ୍ତ ଗୀତ ଗାଇଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ , ତାହେଲେ ବର୍ତ୍ତମାନ ସମୟ ରେ ହ୍ୟୁମାନ ସାଗର ଜଣେ ଲୋକ ପ୍ରିୟ ଗାୟକ ହବା ସହ ଭଲ ଗୀତ ନିର୍ଦ୍ଦେଶକ ବି ମଧ୍ୟ । ତେବେ ବନ୍ଧୁଗଣ ହ୍ୟୁମାନ ସାଗର ଭଏସ ଅଫ ଓଡ଼ିଶା ର ସିଜିନ 2 ରେ ବିଜେତା ହୋଇଥିଲେ । ସେ ଓଡିଆ ଚଳଚିତ୍ର ର ଗପ ହେଲେ ବି ସତ ଓ ଇସ୍କ ତୁ ହି ତୁ ରେ ଜବରଦସ୍ତ ଗୀତ ଗାଈ ଲୋକ ଲୋଚନ କୁ ଆସିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *