Breaking News

ମାତ୍ର ୩ ଦିନ ଖାଲି ପେଟରେ ଖାଆନ୍ତୁ ବେଲ ପତ୍ର ଭଲ ହୋଇଯିବ ଏହି ସବୁ ବଡ ବଡ ରୋଗ – Ayurvedic Tips

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଶିବ ଙ୍କୁ ସବୁଦିନ ହଜାର ହଜାର ବେଳ ପତ୍ର ଭକ୍ତ ମାନେ ଅର୍ପଣ କରିଥାନ୍ତି । ତେବେ ଏହି ବେଳ ପତ୍ର ବହୁ ଗୁଡିଏ ଫାଇଦା ଆମ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟାମ ରେ ଉଲ୍ଲେଖ ରହିଛି । ତାହେଲେ ଆଜି ବେଳ ପତ୍ର ର ଉପକାରିତା ବିଷୟ ରେ ଜାଣିବା ,


ତେବେ ବନ୍ଧୁଗଣ ଆପଣ ଙ୍କୁ ବା ଆପଣ ଏନକେ ପରିବାର କୌଣସି ସଦସ୍ୟ ଙ୍କୁ ଉଚ୍ଚ ରକ୍ତଚାପ ରହିଛି ତାହେଲେ ଆପଣ ମାନେ 4 ରୁ 5 ଟା ବେଳ ପତ୍ର କୁ ନେଇ ହେମଦସ୍ତା ରେ ଛେଚି ତାକୁ ଚଟାଣି କରି ଦିଅନ୍ତୁ ଓ ପରବର୍ତ୍ତୀ ସମୟ ରେ ଏକ ଗ୍ଳାସ ପାଣି ରେ ପକାଇ ଫୁଟାଇ ଦିଅନ୍ତୁ ଓ ଏହାକୁ ଆପଣ ସକାଳେ ଖାଲି ପେଟ ରେ ଦେବାନ କରନ୍ତୁ , ମାତ୍ର ଦୁଇ ମାସ ଭିତରେ ଉକ୍ତ ରକ୍ତଚାପ କମିଯିବ ।

ଖାଲି ସେତିକି ନୁହେଁ ବନ୍ଧୁଗଣ ଏହା କୁ ପିଇବା ଦ୍ଵାରା ଅଳ୍ପ ବୟସ ରୁ ବୁଢା ଭଳି ଦେଖାଯାଉଥିବା ଲୋକ ପିଇଲେ ସେ ଯବାନ ଭଳି ଦେଖାଯାଇଥାଏ ଓ ବୁଢା ହେଲା ପର୍ଯ୍ୟନ୍ତ ମଧ୍ୟ ଥାଏ । ଡାଇବେଟିସ ଲୋକ ମାନେ ମଧ୍ୟ ଏହାକୁ କରି ସକାଳୁ ଖାଲି ପେଟ ରେ ପିଇ ପାରିବେ , ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରାଇ ଥାଏ । ହଁ ବନ୍ଧୁ ଏହା ଖାଲି ପେଟ ରେ ଗରମ ପାଣି ରେ ପିଇବା ଦ୍ଵାରା ଶରୀର ପାଇଁ ଉପକାର ହୋଇଥାଏ ଓ ଆପଣ ମାନେ ଚାହିଁଲେ ମଧ୍ୟ ସକାଳୁ 3 ରୁ 4 ଟି ପତ୍ର ଖାଲି ପେଟ ରେ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦୁଃଖ କଣ ? ଦୁଃଖ କାହିଁକି ଆସିଥାଏ… କଣ କଲେ ଦୁଃଖ ( Dukha ) ଆସିବ ନାହିଁ, ଏହାକୁ ଦେଖିଲା ପରେ ଜାଣି ପାରିବେ !

ଗୌତମ ବୁଦ୍ଧ ଓ ତାଙ୍କ ଶିଷ୍ୟ ଗୋଟେ ଜଙ୍ଗଲ ଦେଇ ଯାଉଥିଲେ ବହୁତ ସମୟ ଧରି ଜଙ୍ଗଲ ଚାଳିବ ପରେ …

Leave a Reply

Your email address will not be published.