Breaking News

ଦେଖନ୍ତୁ ଭିଡିଓ – ସମୁଦ୍ରକୂଳରେ ସବ୍ୟ ଅର୍ଚ୍ଚିତା (Sabya Archita) ରୋମାଣ୍ଟିକ ଅନ୍ଦାଜରେ ନଜରର ଆସିଲେ, ଭିଡିଓ ହେଲା ଭାଇରାଲ

ଦର୍ଶକ ବନ୍ଧୁ ଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ଏମିତି ଏକ ଲୋକ ପ୍ରିୟ ଯୋଡି ଙ୍କ ବିଷୟ ରେ ଜାଣିବା , ଯେଉଁ ଯୋଡି ରିଲ ଲାଇଫ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଯେତିକି ଲୋକ ପ୍ରିୟ ହୋଇ ପରିଛନ୍ତି ସେତିକି ରିଅଲ ଲାଇଫ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ରିଲ ଲାଇଫ ରୁ ରିଅଲ ଲାଇଫ ର ହିରୋ ହିରୋଇନ ଭାବେ ବେସ ପରିଚିତ ହୋଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ ଆମେ କେଉଁ ଦୁଇ ଯୋଡି ଙ୍କ ବିଷୟ ରେ କହୁଛୁ ,

ଆମେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିଷୟ ରେ କହୁଛୁ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଭାବେ ବେସ ପରିଚିତ । ଆପଣ ମାନେ ମଧ୍ୟ ଏହି ଦୁଇ ଯୋଡି ଙ୍କୁ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ତାହେଲେ ଏହି ଦୁଇ ଯୋଡି ଅଭିନୟ କରିବା ସମୟ ରେ ପରସ୍ପର କୁ ଭଲପାଇ ଥିଲେ ଓ ପରବର୍ତ୍ତୀ ସମୟ ରେ ମାନେ ଗତ କିଛି ମାସ ତଳେ ଏହି ଦୁଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତେବେ କାରୋନା ସମୟ ରେ ଏହି ଦୁଇ ଯୋଡି ଙ୍କ ସାହାର୍ଯ୍ୟ ଲୋକ ମାନେ କେବେ ବି ଭୁଲିବେ ନହିଁ , ଆମ ଓଡିଶା ର ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ସହିତ ସେ ବାହାର ରାଜ୍ୟ ର ଲୋକ ମାନ ଙ୍କୁ ମଧ୍ୟ ସାହାର୍ଯ୍ୟ କରିଛନ୍ତି । କାରୋନା ସମୟ ରେ ସବ୍ୟସାଚୀ ଦେବଦୂତ ସାଜି ଆସିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା କମିଥିଲେ ମଧ୍ୟ ସାହାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସମୟ ରେ ସବ୍ୟସାଚୀ ଓ ଅର୍ଚ୍ଚିତା ସମୁଦ୍ର କୁଳ ରେ ଏକାଠି ହୋଇ ବୁଲିବା ସହ ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.