ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଦିନେ ଛୋଟ ପରଦା ରେ କାମ କରୁଥିଲେ କିନ୍ତୁ ଲୋକ ପ୍ରିୟ ହୋଇ ପରି ନଥିଲେ । ତେବେ ସେହି ଅଭିନେତ୍ରୀ ଜଣକ ଗତ କିଛି ବର୍ଷ ତଳେ ଏମିତି ଏକ ନାଚ କରିଥିଲେ ଯାହାଫଳ ରେ କି ସେ ବିବାଦ କୁ ଆସିବା ସହିତ ଲୋକ ପରିଚିତ ହୋଇଥିଲେ ଓ ତାଙ୍କୁ ନେଇ ହୋଇଥିବା ସମସ୍ତ ବିବାଦ ର ସମ୍ମୁଖୀନ କରି ସେ ଆଜି ଲୋକ ପ୍ରିୟ ହୋଇ ପାରିଥିଲେ ।
ହଁ ବନ୍ଧୁ ଆମେ କହୁଛୁ ରାନୀ ପଣ୍ଡା ଙ୍କ ବିଷୟ ରେ ଯିଏ କି ବର୍ତ୍ତମାନ ସମୟ ରେ ବିବାଦୀୟ ଅଭିନେତ୍ରୀ ସବୁଠି ପରିଚିତ , ତେବେ ଏହି ଅଭିନେତ୍ରୀ ଜଣକ କେଉଁ ମନ୍ତ୍ରୀ ହୁଅନ୍ତୁ ବା ବରିଷ୍ଠ ବ୍ୟକ୍ତି କାହାକୁ ଛାଡି ନଥାନ୍ତି ଏହି ଅଭିନେତ୍ରୀ ଜଣକ । ତେବେ ତାଙ୍କ ରୋକଠୋକ କଥା ଆଜି ତାଙ୍କୁ ବେସ ଲୋକ ପ୍ରିୟ କରାଇ ପାରିଛି ଓ ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତ୍ରୀ ଜଣକ ତାଙ୍କ ଜିବନ ରେ ବହୁ କଷ୍ଟ ଓ ବିବାଦ ର ସମ୍ମୁଖୀନ ହୋଇଛନ୍ତି । ତଥାପି ସେ ହାରି ନାହାଁନ୍ତି ସେହିଭଳି ନିଜ ମିସନ କୁ ଜାରି ରଖିଛନ୍ତି ।
ତେବେ କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେ ସଦା ସର୍ବଦା ତାଙ୍କ ପ୍ରଶଂସକ ପାଇଁ ଲାଇଭ ଆସିଥାନ୍ତି ଓ ବହୁତ ସାରା କଥା ହୋଇଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ଭୁବନେଶ୍ବର ରେ ରହୁଥିବା ଭଡା ଘରେ ଛାଡି ଅନ୍ୟତ୍ର ଯାଉଛନ୍ତି ଓ ଏହି କଥା ଟି ରାନୀ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇ ଛନ୍ତି । ତେବେ ଭୁବନେଶ୍ବର ଛାଡି ଅନ୍ୟତ୍ର ଯାଉଥିବାରୁ ଭାବ ବିହୋଲ ହୋଇ କାନ୍ଦୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ