Breaking News

ଭିଡିଓ ଦେଖନ୍ତୁ – ଶେଷରେ ରାନୀ ପଣ୍ଡା (Rani Panda) ଭୁବନେଶ୍ଵର ଛାଡିଗଲେ, ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଦିନେ ଛୋଟ ପରଦା ରେ କାମ କରୁଥିଲେ କିନ୍ତୁ ଲୋକ ପ୍ରିୟ ହୋଇ ପରି ନଥିଲେ । ତେବେ ସେହି ଅଭିନେତ୍ରୀ ଜଣକ ଗତ କିଛି ବର୍ଷ ତଳେ ଏମିତି ଏକ ନାଚ କରିଥିଲେ ଯାହାଫଳ ରେ କି ସେ ବିବାଦ କୁ ଆସିବା ସହିତ ଲୋକ ପରିଚିତ ହୋଇଥିଲେ ଓ ତାଙ୍କୁ ନେଇ ହୋଇଥିବା ସମସ୍ତ ବିବାଦ ର ସମ୍ମୁଖୀନ କରି ସେ ଆଜି ଲୋକ ପ୍ରିୟ ହୋଇ ପାରିଥିଲେ ।

ହଁ ବନ୍ଧୁ ଆମେ କହୁଛୁ ରାନୀ ପଣ୍ଡା ଙ୍କ ବିଷୟ ରେ ଯିଏ କି ବର୍ତ୍ତମାନ ସମୟ ରେ ବିବାଦୀୟ ଅଭିନେତ୍ରୀ ସବୁଠି ପରିଚିତ , ତେବେ ଏହି ଅଭିନେତ୍ରୀ ଜଣକ କେଉଁ ମନ୍ତ୍ରୀ ହୁଅନ୍ତୁ ବା ବରିଷ୍ଠ ବ୍ୟକ୍ତି କାହାକୁ ଛାଡି ନଥାନ୍ତି ଏହି ଅଭିନେତ୍ରୀ ଜଣକ । ତେବେ ତାଙ୍କ ରୋକଠୋକ କଥା ଆଜି ତାଙ୍କୁ ବେସ ଲୋକ ପ୍ରିୟ କରାଇ ପାରିଛି ଓ ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତ୍ରୀ ଜଣକ ତାଙ୍କ ଜିବନ ରେ ବହୁ କଷ୍ଟ ଓ ବିବାଦ ର ସମ୍ମୁଖୀନ ହୋଇଛନ୍ତି । ତଥାପି ସେ ହାରି ନାହାଁନ୍ତି ସେହିଭଳି ନିଜ ମିସନ କୁ ଜାରି ରଖିଛନ୍ତି ।

ତେବେ କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେ ସଦା ସର୍ବଦା ତାଙ୍କ ପ୍ରଶଂସକ ପାଇଁ ଲାଇଭ ଆସିଥାନ୍ତି ଓ ବହୁତ ସାରା କଥା ହୋଇଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ଭୁବନେଶ୍ବର ରେ ରହୁଥିବା ଭଡା ଘରେ ଛାଡି ଅନ୍ୟତ୍ର ଯାଉଛନ୍ତି ଓ ଏହି କଥା ଟି ରାନୀ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇ ଛନ୍ତି । ତେବେ ଭୁବନେଶ୍ବର ଛାଡି ଅନ୍ୟତ୍ର ଯାଉଥିବାରୁ ଭାବ ବିହୋଲ ହୋଇ କାନ୍ଦୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.