Breaking News

ଦେଖନ୍ତୁ Viral ଭିଡିଓ – ଭାଇରାଲ ହେଲା DFO ସଂଗ୍ରାମ କେଶରୀ ଙ୍କ ENJOY କରୁଥିବା ସମୟର ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପାରଳାଖେମୁଣ୍ଡି ମୃତ ଏସିଏଫ ସୌମ୍ୟ ମୃତ୍ୟୁ ରହସ୍ୟ ଜଣା ପଡି ନହିଁ , ତେବେ ଏହି ଷଡଯନ୍ତ୍ର ପଛ ରେ ଡ଼ିଏଫଓ ଙ୍କ ହାତ ରହିଛି ବୋଲି ଅଭିଯୋଗ ହୋଇଛି ଓ ଡ଼ିଏଫଓ ଙ୍କ ବ୍ୟବହାର ଓ ତାଙ୍କ କଥା ଆଉ କିଛି ଦୃଶ୍ୟ ବେସ ଧରା ପକାଇ ଦେଉଛି ଯେ ଏହି ଷ-ଡ-ଯ-ନ୍ତ୍ର ପଛ ରେ ତାଙ୍କ ହାତ ରହିଛି , ହଁ ବନ୍ଧୁ ପୂର୍ବ ରୁ ଗଣ ମାଧ୍ୟମ ଙ୍କୁ ଖ-ରା-ପ ବ୍ୟବହାର ଦେଖାଇ ଥିଲେ , ତେବେ ଆଉ ଏକ ଦିନ ରେ ଗଣ ମାଧ୍ୟମ କହିଥିଲେ ଯେ ସୌମ୍ୟ ଙ୍କ ମୃତ୍ୟୁ କାଳୀନ ଜମାନବନ୍ଦି ସମୟ ରେ ସେ ନଥିଲେ ।


କିନ୍ତୁ ପରବର୍ତ୍ତୀ ସମୟ ରେ ସବୁ ସତ କଥା ଧରା ପକାଇଦେଲା ଏକ ଭିଡିଓ ଯେଉଁଥିରେ ଡ଼ିଏଫଓ ଡାକ୍ତର ପାଖ ରେ ବସିଥିଲେ ଓ ଡାକ୍ତର ଙ୍କୁ କିଛି କହୁଥିଲେ ସୌମ୍ୟ ଙ୍କ ମୃତ୍ୟୁ କାଳୀନ ଜମାନବନ୍ଦି ସମୟ ରେ । ତେବେ ସେ ସମୟରେ କଣ ଡ଼ିଏଫଓ ମିଛ କହୁଥିଲେ କି ?  ଗତ ଦୁଇ ଦିନ ତଳେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ଡ଼ିଏଫଓ ଙ୍କ ପାଖ କୁ ଯାଇଥିଲେ ତାଙ୍କ ପ୍ରତିକ୍ରିୟା ନବା ପାଇଁ ଡ଼ିଏଫଓ କହିଥିଲେ ଯେ ମୋର ସରକାରୀ କାର୍ଯ୍ୟ ବହୁ ଗୁଡିଏ ଅଛି ସେଥିପାଇଁ ମୁଁ ବର୍ତ୍ତମାନ ସମୟ ରେ କିଛି କହି ପାରିବି ନହିଁ ।

କିନ୍ତୁ ବର୍ତ୍ତମାନ ଡ଼ିଏଫଓ ସରକାର ଗାଡି ରେ ଡିଜେଲ ପୋଡି ଓ ସୁରକ୍ଷା କର୍ମୀ ଙ୍କୁ ସାଙ୍ଗ ରେ ହାତିଗଣ୍ଡ ୱାଟର ଫଲ କୁ ବୁଲିବା ପାଇଁ ଯାଇଥିଲେ । ହଁ ବନ୍ଧୁ ଡ଼ିଏଫଓ ଙ୍କ ବେକ ରେ ରହିଛି ଡ଼ିଏସଏଲ କ୍ୟାମେରା , ତେବେ ସେ ପକୃତିର ସୁନ୍ଦରତାକୁ ଉପଭୋଗ କରି  ବୁଲୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ତାହେଲେ କଣ ପାଇଁ ଡ଼ିଏଫଓ ନିଜ ପ୍ରତିକ୍ରିୟା ନଦେଇ ବାରମ୍ବାର ନିଜର ସରକାରୀ କାମ ଥିବା କଥା କହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉ ନାହାନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.