Breaking News

ବିଲମ୍ବିତ ରାତିରେ ଏହି ବଡ ଅଭିନେତ୍ରୀ ଶୁଟିଙ୍ଗ ସାରି ଘରକୁ ଫେରୁଥିଲେ, ତାଙ୍କ ସହ ଏମିତି କିଛି ଘଟିଲା ବିଶ୍ଵାସ କରି ପାରିବେନି ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଶୁଟିଙ୍ଗ ସେଟ ରୁ ଘର କୁ ଫେରୁଥିବା ସମୟ ରେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ଉପରେ ଆ-କ୍ର-ମ-ଣ ହୋଇଛି । ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଶୀଳା ତ୍ରିପାଠୀ , ଶୀଳା ଶୁଟିଙ୍ଗ ଘର କୁଆସୁଥିବା ସମୟ ରେ କିଛି ଦୁ-ର୍ବୁ-ର୍ତ୍ତ ମ-ଦ ପଈ ତାଙ୍କୁ ଆକ୍ରମଣ କରିବାକୁ ଯାଉଥିଲେ ଓ ସେଠାରୁ ସେ ଅଳ୍ପ କେ ବଞ୍ଚି କି ପଳାଇ ଆସିଲେ ଓ ସଙ୍ଗେ ସଙ୍ଗେ ଶୀଳା ଖଣ୍ଡଗିରୀ ଥାନା ରେ ଅଭିଯୋଗ କରିଥିଲେ ।

ତେବେ ଅଭିଯୋଗ ଅନୁଯାୟୀ ଅଭିନେତ୍ରୀ ଜଣକ ଏକ ଧାରାବାହିକ ର ଶୁଟିଙ୍ଗ ସେଟ ରାତି 1 ଟା ରେ ସରିବାରୁ ସେ ଘର କୁ ଫେରୁଥିଲେ , ତେବେ ହଠାତ 5 ଜଣ ଦୁ-ର୍ବୁ-ର୍ତ୍ତ ତାଙ୍କ ଗାଡି ଆଗକୁ ହଠାତ ମାଡି ଆସିଲେ ଓ ଏହି ଘଟଣା ଟି ଘଟିଛି ମଧୁସୂଦନ ନଗର ରୁ ଗଛାମୁଣ୍ଡା ରାସ୍ତା ଥିବା ଏସବିଆଇ ଏଟିଏମ ଠାରେ । ତେବେ ଏହି ଦୁ-ର୍ବୁ-ତ୍ତ ମଧ୍ୟ ରୁ ଦୁଇ ଦୁ-ର୍ବୁ-ତ୍ତ ତାଙ୍କ ବମ୍ପର ଭାଙ୍ଗି ଗାଡି ଆଗରେ ଠିଆ ହୋଇ ଗା-ଳି ଗୁ-ଲ-ଜ କରିଥିଲେ ।

ତେବେ ସେଥି ମଧ୍ୟ ରୁ କିଛି ଦୁ-ର୍ବୁ-ତ୍ତ ଡୋର ଖୋଲି ଶ୍ରେଲା ଓ ତାଙ୍କ ଡ୍ରାଇଭର ପି-ଟି-ବା-କୁ ଆସୁଥିବା ସମୟ ରେ ସେଠାରୁ ଡ୍ରାଇଭର ବୁଦ୍ଧି ଖଟାଇ ସେଠାରୁ ଚାଲି ଆସିଥିଲେ । ତେବେ ଦୁ-ର୍ବୃ-ତ୍ତ ଙ୍କ ପଥର ମା-ଡ଼ ରେ ତାଙ୍କ ଗାଡ଼ି ପଛ କାଚ ଭାଙ୍ଗି ଯାଇଛି । ତେବେ ଅଭିନେତ୍ରୀ ବିଦୂସ୍ମିତା ଓ ଅଭିନେତା ରାକେଶ ଧଳ ଙ୍କ ସହଯୋଗ ରେ ଖଣ୍ଡଗିରୀ ଥାନା ରେ ଅ-ଭି-ଯୋ-ଗ କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.