Breaking News

ଭିଡିଓ ଦେଖନ୍ତୁ -ନୂଆବୋହୁ ସିରିଏଲ ସରିଲା ପରେ ଏକାଠି କଣ କରୁଛନ୍ତି ରାଧିକା ଓ ସାତ୍ଵିକ (Mitali Jagajit)

ଦର୍ଶକ ବନ୍ଧୁ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ନୂଆ ବୋହୁ ଆପଣ ମାନେ ନିଶ୍ଚୟ ଦେଖିଥିବେ , ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ସାତ୍ତ୍ଵିକ ଓ ମୁଖ୍ୟ ଅଭିନେତ୍ରୀ ରାଧିକା ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ , ତେବେ ନୂଆ ବୋହୁ ଧାରାବାହିକ ଟି ସାରିବା ପରେ ବର୍ତ୍ତମାନ ସମୟ ରେ କଣ କରୁଛନ୍ତି ରାଧିକା ଓ ସାତ୍ତ୍ଵିକ ଆସନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ରାଧିକା ଓ ସାତ୍ତ୍ଵିକ ନିଶ୍ଚୟ ଭଲ ଭାବ ରେ ଜାଣିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ତେବେ ଏହି ନୂଆ ବୋହୁ ଧାରାବାହିକ ଟି 18 ବର୍ଷ ଆଗକୁ ଚାଲିଯାଇଛି ଓ ଏହି ଧାରାବାହିକ ରେ ଏହି ଦୁଇ ଯୋଡି ଙ୍କ ଝିଅ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି ଓ ଏହି ଚରିତ୍ର ରେ ତାଙ୍କ ନାମ ରହିଛି ପୂଜା ଓ ତାଙ୍କ ପ୍ରକୃତ ନାମ ହଉଛି ଲାବ୍ରିନ ଖାନ ଓ ଏହି ଧାରାବାହିକ ର ମୁଖ୍ୟ ଅଭିନେତା ଭାବେ ଆପଣ ମାନେ ଅଭିଜିତ ଙ୍କୁ ଦେଖୁଥିବେ ।

ତେବେ ସୋସିଆଲ ମିଡିଆ ରେ ଏକ ଖବର ଭାଇରାଲ ହୋଇଥିଲା ଯେ ଏଜି ଦୁଇ ଯୋଡି ବିବାହ କରିବା ପାଇଁ ଏହି ଧାରାବାହିକ ଟି ଛାଡି ଦେଇଥିଲେ କିନ୍ତୁ ଏହା ପଛ ର କିଛି ସତ୍ୟାସତ୍ୟ ଜଣା ପଡିନଥିଲା । ତେବେ ସାତ୍ତ୍ଵିକ ଙ୍କୁ ନେଇ ଆଗାମୀ ଦିନ ମାନ ଙ୍କ ଭିତରେ ଏକ ଧାରାବାହିକ ଆସିବାକୁ ଯାଉଛି ଓ ଏହି ଧାରାବାହିକ ର ନାମ ରହିଛି ବନ୍ଧନ ଜନ୍ମ ଜନ୍ମ ର । ତେବେ ଏହି ଧାରାବାହିକ ଟି ର ଶୁଟିଙ୍ଗ ସେଟ ବର୍ତ୍ତମାନ ବେସ ଜୋରସୋର ରେ ଚାଲିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *