Breaking News

ହେ ପ୍ରଭୁ! ଗାଡିରେ ଯାଉଥିଲେ ସିଦ୍ଧାନ୍ତ ମହାପାତ୍ର (Sidhant Mohapatra), ହଠାତ ଏମିତି କିଛି ଘଟିଲା ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଡ ଖବର ଯେ ସିଦ୍ଧାନ୍ତ ମହାପାତ୍ର ରାସ୍ତା ରେ ଯାଉଥିବା ସମୟ ରେ ଏଭଳି କଣ ଘଟିଲା ଯେ ଯାହାକି ସିଦ୍ଧାନ୍ତ ମହାପାତ୍ର ଙ୍କୁ ନେଇ ଏକ ଖବର ସୋସିଆଲ ମିଡିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ତାହେଲେ ଆସନ୍ତୁ ଏହି ଖବର ଟି ବିଷୟ ରେ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ସୁପର ଷ୍ଟାର ଅଭିନେତା ବା ମୁନା ଭାଇ ନାମ ରେ ବେଶ ପରିଚିତ ଥିବା ସିଦ୍ଧାନ୍ତ ମହାପାତ୍ର ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛନ୍ତି ।

ତେବେ ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ୧୯୬୬ ମସିହା ମେ ମାସ ୪ ତାରିsଖ ରେ ବ୍ରହ୍ମପୁର ସ୍ଥାନ ବ୍ରାହ୍ମଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହଉଛି ୫୫ ବର୍ଷ , ତାଙ୍କ ଡାକ ନାମ ହଉଛି ସିଧୁ ବା ମୁନା ଭାଇ । ସିଦ୍ଧାନ୍ତ ଜଣେ ଭଲ ଅଭିନେତା ହବା ସହିତ ଜଣେ ଭଲ ଡିରେକ୍ଟର ଓ ପ୍ରୋଡ୍ୟୁସର ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଏଥିସହ ସେ ଜଣେ ବିଜନେଶ ମ୍ୟାନ । ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ତାଙ୍କ ଅଭିନୟ ଜୀବନ ଆରମ୍ଭ ରୁ ବର୍ତ୍ତମାନୁଯାୟୀ ସେ ୧୫୦ ଚଳଚିତ୍ର ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ସିଦ୍ଧାନ୍ତ ମହାପାତ୍ର ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ କେମିତି କହିବି କହ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିଛନ୍ତି ଓ ଏହି ଧାରାବାହିକ ରେ ତାଙ୍କ ସହିତ ମୁଖ୍ୟ ଅଭିନେତ୍ରୀ ଭାବେ ସୁପ୍ରିୟା ନଜର ଆସିଛନ୍ତି । ତେବେ ଏହି ଶୁଟିଙ୍ଗ ସେଟ ର ଏକ ଦୁ-ର୍ଘ-ଟ-ଣା ର ଫଟୋ ବେସ ଭାଇରାଲ ହବା ରେ ଲାଗିଛି ଯାହାକି ରିଲ ଲାଇଫ ର, ରିଅଲ ଲାଇଫ ର ନୁହେଁ , ତେବେ ଏହି ରିଲ ଲାଇଫ ର ଦୁ-ର୍ଘ-ଟ-ଣା ର ଫଟୋ ରେ ଜଣେ ଯୁବତୀ ଦୁ-ର୍ଘ-ଟ-ଣା ଶିକାର ହୋଇଛନ୍ତି ଓ ତାଙ୍କୁ ସିଦ୍ଧାନ୍ତ ଧରିଥିବାର ଦେଖିବାକୁ ମିଳିଛି , ଯାହାକି ଶୁଟିଙ୍ଗ ସେଟ ର ଦୃଶ୍ୟ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *