Breaking News

Viral ଭିଡିଓ ଦେଖନ୍ତୁ – Hritik Roshan ଷ୍ଟାଇଲରେ ନାଚିଲେ ବସ୍ତି ପିଲା, ନାଚ ଦେଖି ଡିସିପି ତାଙ୍କ ଫ୍ୟାନ ହୋଇଗଲେ, ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେଉଛି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଯେ ବହୁ ରିଆଲିଟି ସୋ ରେ ଅନେକ ପ୍ରତିଭା ତାଙ୍କ ଜବରଦସ୍ତ ନାଚ ଓ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହବା ସହତ ବିଜେତା ହୋଇଥାନ୍ତି , ତେବେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କି ରିଆଲିଟି ସୋ ରେ ବିଜେତା ହୋଇଥିବା ପ୍ରତିଭା ମାନ ଙ୍କୁ କଟିଲା ଭଳି ଅନେକ ପ୍ରତିଭା ଅଛନ୍ତି କିନ୍ତୁ ସେମାନେ ଅର୍ଥ ଅଭାବ ରୁ ରିଆଲିଟି ସୋ କୁ ଆସି ପରି ନଥାନ୍ତି କିନ୍ତୁ ସେମାନ ଙ୍କୁ ଲୋକ ଲୋଚନ କୁ ଆଣିଥାଏ ଫେସବୁକ ବା ସୋସିଆଲ ମିଡିଆ ।

ତେବେ ବନ୍ଧୁଗଣ ଲୋକ ଲୋଚନ କୁ ଆସି ପାରୁନଥିବା ପ୍ରତିଭା ମାନ ଙ୍କୁ ଲୋକ ପ୍ରିୟ କରାଇବା ପାଇଁ ସୋସିଆଲ ମିଡିଆ ହେଉଛି ବେସ୍ଟ ଜିନିଷ । ତାହେଲେ ବନ୍ଧୁଗଣ ଆପଣ ଙ୍କୁ ଏହି କଥା ଟି କହିବାର କାରଣ ହଉଛି ଯେ ବର୍ତ୍ତମାନ ସମୟ ରେ ଏକ କୁନି ବାଳକ ର ଜବରଦସ୍ତ ନାଚ ବେସ ଭାଇରାଲ ହବା ରେ ଲାଗିଛି ଓ ଏହି ବାଳକ ର ବୟସ ମାତ୍ର 10 ବର୍ଷ କିନ୍ତୁ ତାର ନାଚ ବେସ ପ୍ରଶଂସନୀୟ ।

ତେବେ ବନ୍ଧୁଗଣ ଏହି ଜବରଦସ୍ତ ନାଚ ଦେଖିବାକୁ ମିଳିଛି ବାରିପଦା ସହର ରୁ ଓ ନାଚ ଥିବା ପିଲାଟି ର ବୟସ ମାତ୍ର 10 ବର୍ଷ , ତେବେ ସେ ବାରିପଦା ସହର ର ସ୍ଵାନୀ ବିବେକା ନନ୍ଦ ଶିକ୍ଷା କେନ୍ଦ୍ର ଚତୁର୍ଥ ଶ୍ରେଣୀ ରେ ଅଧ୍ୟୟନ କରୁଛି । ସେ ନିଜ ପାଠପଢା ରେ ମନ ଦବା ସହ ବିନା କୋଚ ରେ ଜବରଦସ୍ତ ନାଚ କରୁଛି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଭୁବନେଶ୍ବର ର ଡ଼ିସିପି ଏହି ଭିଡିଓ ଟି କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିବା ସହ ବେସ ପ୍ରଶଂସା କରିଥିବାର ଦୃଶ୍ୟ ସୋସିଆଲ ମିଡିଆ ଦେଖିବକକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published. Required fields are marked *