Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ଝିଅ ଆମର ନୂଆ ବୋହୂର ଜ୍ୟୋତିକା (Bidusmita) ଙ୍କ Family o Lifestyle

ଦର୍ଶକ ବନ୍ଧୁ ଆପଣ ମାନେ ତରଂଗ ଟିଭି ରେ ପ୍ରସାରିତ ହେଉଥିବା ନୂଆ ମେଘା ଧାରାବାହିକ ଝିଅ ଆମର ନୂଆ ବୋହୁ ନିଶ୍ଚୟ ଦେଖୁଥିବେ । ତେବେ ଆଜି ଆମେ ଏହି ଲୋକ ପ୍ରିୟ ଧାରାବାହିକ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ତେବେ ବନ୍ଧୁଗଣ ଏହି ଧାରାବାହିକ ରେ ରାଜ ରାଜେନ୍ଦ୍ର ଙ୍କ ତୃତୀୟ ସ୍ତ୍ରୀ ଜ୍ଯୋତି ଙ୍କ ରିଅଲ ଲାଇଫ ବିଷୟ ରେ ଜାଣିବା ଯେ ତାଙ୍କ ପ୍ରକୃତ ନାମ କଣ ସେ କାହାକୁ ବିବାହ କରୁଛନ୍ତି ଭଳି ଅନେକ କିଛି କଥା , ତାହେଲେ ଆସନ୍ତୁ ଜାଣିବା

ତେବେ ବନ୍ଧୁଗଣ ଆପଣ ମାନେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ପୂଜା ଙ୍କୁ ଦେଖୁଥିବେ , ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ଜ୍ଯୋତି ଅପା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ତେବେ ତାଙ୍କ ପ୍ରକୃତ ନାମ ହେଲା ବିଦୂସ୍ମିତା , ତାଙ୍କୁ ମାତ୍ର 40 ବର୍ଷ । ଆପଣ ମାନେ ବିଦୂସ୍ମିତା ଙ୍କୁ ବହୁସାରା ଆଲବମ ରେ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ । ତେବେ ସେ ଆଲବମ ରେ ଅଭିନୟ କରିବା ସହ ବହୁ ଧାରାବାହିକ ରେ ଅଭିନୟ କରୁଛନ୍ତି ।

ତେବେ ବନ୍ଧୁଗଣ ବିଦୂସ୍ମିତା ଙ୍କ ପରିବାର କହିଲେ ତାଙ୍କ ସ୍ଵାମୀ,ଓ କୁନି ଝିଅ । ତେବେ ବିଦୂସ୍ମିତା ଙ୍କ ଙ୍କ ସ୍ଵାମୀ ରାଜନୀତି କରନ୍ତି ଓ ବିଦୂସ୍ମିତା ଫାଙ୍କା ହବ ସମୟ ରେ ସେ ତାଙ୍କ ସ୍ଵାମୀ ଙ୍କୁ ବହୁତ ସାହାର୍ଯ୍ୟ କରିଥାନ୍ତି । ତାହେଲେ ବନ୍ଧୁଗଣ ବିଦୂସ୍ମିତା ଙ୍କ ଜବରଦସ୍ତ ଅଭିନୟ ବର୍ତ୍ତମାନ ସମୟ ରେ ଆପଣ ମାନେ ନିଶ୍ଚୟ ଏହି ନୂଆ ଧାରାବାହିକ ରେ ଦେଖୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *