ଦର୍ଶକ ବନ୍ଧୁ ପ୍ରାୟ ତିନ ମାସ ଧରି ଇକ୍ମୋ ଚିକିତ୍ସା ହୋଇ ମଧ୍ୟ ମୃତ୍ୟୁ ସହ ଲଢେଇ କରି ହାରିଯାଇଛନ୍ତି ଓ ହାତ କଲି ତାଙ୍କ ଶେଷକୃତ୍ୟ ହୋଇଛି , ନିଜ ଗାଁ ରେ ଅଭିଷେକ ଙ୍କ ଶେଷକାର୍ଯ୍ୟ ସମ୍ପନ ହୋଇଛି । ତେବେ ବନ୍ଧୁଗଣ ଅଭିଷେକ ଚିକିତ୍ସାଧୀନ ଅବସ୍ଥା ରେ ଗତ ଶୁକ୍ରବାର ଦିନ ମୃତ୍ୟୁବରଣ କରିଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିଷେକ କାରୋନା ରେ ପୀଡିତ ଥିଲେ ଓ ପରବର୍ତ୍ତୀ ସମୟ ରେ ସେ ସୁସ୍ଥ ହବା ବଦଳ ରେ ତାଙ୍କର ଦିନ କୁ ଦିନ ଦେହ ଖରାପ ହବା ରେ ଲାଗିଲା , ସେଥିପାଇଁ ଡାକ୍ତର ଓ ପରିବାର କଥା ଇକ୍ମୋ ଚିକିତ୍ସା ପାଇଁ ଜୁନ 9 ତାରିଖ ଦିନ ତାଙ୍କୁ କୋଲକାତା କୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରା ଯାଇଥିଲା । ତେବେ ସେଠାରେ ପହଞ୍ଚି ଇକ୍ମୋ ରେ ପ୍ରାୟ 3 ମାସ ହେଲା ଚିକିତ୍ସା ହବା ପରେ ମଧ୍ୟ ସେ ମୃତ୍ୟୁ କରିଛନ୍ତି ।
ତେବେ ବନ୍ଧୁଗଣ ଭଦ୍ରକ ବସୁଦେବପୁର ମନ୍ଦାରୀ ଗ୍ରାମ ର ଯଦୁନାଥ ମହାପାତ୍ର ଙ୍କ ଏକ ମାତ୍ର ପୁଅ ଅଭିଷେକ ମହାପାତ୍ର । ଅଭିଷେକ ସିଭିଲ ଇଞ୍ଜିନିୟର ଭାବେ ଓମାନ ରେ କାମ କରୁଥିଲେ । ତେବେ ସେ ମାର୍ଚ୍ଚ 25 ରେ ଘର କୁ ଆସିଥିଲେ ଓ ମେ 5 ତାରିଖ ଦିନ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ତେବେ ପରବର୍ତ୍ତୀ ସମୟ ରେ ମାନେ ବାହାଘର 8 ଦିନ ପରେ ସେ କାରୋନା ପୀଡିତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରଯାଇଥିଲା କିନ୍ତୁ ଫଳାଫଳ ମିଳି ନଥିଲା ସେଥିପାଇଁ ତାଙ୍କୁ ଇକ୍ମୋ ଚିକିତ୍ସା ପାଇଁ ପଠା ଯାଇଥିଲା ।
ତେବେ ଏହି ଚିକିତ୍ସା ପାଇଁ ଅନେକ ଟଙ୍କା ସରିଥାଏ କିନ୍ତୁ ଅଭିଷେକ ପରିବାର ଲୋକ ଙ୍କ ପକ୍ଷ ରେ ଏତେ ଟଙ୍କା ଯୋଗାଡ କରିବା ଅସମ୍ଭବ ସେଥିପାଇଁ ସେ ଓଡିଶା ବାସୀ ଙ୍କୁ ସୋସିଆଲ ମିଡିଆ ମାଧ୍ୟମ ରେ ସହାୟ କରିବା କୁ ଅନୁରୋଧ କରିଥିଲେ ଓ ଲୋକ ମାନେ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରିଥିଲେ , କିନ୍ତୁ ଦୁଃଖ ର ଖବର ଯେ 3 ମାସ ଚିକିତ୍ସା ହୋଇଥିଲେ ମଧ୍ୟ ଅଭିଷେକ ଚିକିତ୍ସା ଦିନ ଅବସ୍ଥା ରେ ମୃତ୍ୟୁବରଣ କରିଛନ୍ତି ଓ ଗତକାଲି ତାଙ୍କ ଶେଷକୃତ୍ୟ ନିଜ ଗ୍ରାମ ରେ ସମ୍ପନ୍ନ ହୋଇଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ