Breaking News

ACF ସୌମ୍ୟ କେସରେ ଆଉ ଏକ ଖୁଲସା ହେଲା! – କଟକ ବଡ ମେଡିକାଲ ବିଦ୍ୟାଭାରତୀଙ୍କ ଭିଣୋଇ ପୋ-ଷ୍ଟ-ମ-ର୍ଟ-ମ ରିପୋର୍ଟରେ କରିଛନ୍ତି ଗଡବଡ?

ଦର୍ଶକ ବନ୍ଧୁ ମୃତ ଏସିଏଫ ସୌମ୍ୟ ଙ୍କ ରହସ୍ୟ ଖୋଜୁଥିବା ସମୟ ରେ ବର୍ତ୍ତମାନ ସମୟ ରେ ଆଉ ଏକ ଖବର ଆସି ପହଞ୍ଚିଛି , ହଁ ବନ୍ଧୁ ସୌମ୍ୟ ଙ୍କ ପୋ-ଷ୍ଟ-ମ-ର୍ଟ-ମ ରେ ହୋଇଛି ଷ-ଡ-ଯ-ନ୍ତ୍ର ଓ ଏହି ଅଭିଯୋଗ ଟି ଆଣିଛନ୍ତି ସୌମ୍ୟ ଙ୍କ ବାପା ଙ୍କ ଓକିଲ । ଏହି ଅଭିଯୋଗ ରେ କଟକ ବଡ ମେଡିକାଲ ର ନାମ ରହିଛି , ହଁ ବନ୍ଧୁ କାହା ନିର୍ଦ୍ଦେଶ ରେ ଡାକ୍ତର ଦେଇଥିଲେ ରିପୋର୍ଟ , ତେବେ ଏହି କଥା ରୁ ସ୍ପଷ୍ଟ ଭାବେ ଜଣା ପଡି ଯାଉଛି ସୌମ୍ୟ ଙ୍କ ମୃତ୍ୟୁ ପଛ ରେ ବହୁ ନେତା ମାନ ଙ୍କ ଷ-ଡ-ଯ-ନ୍ତ୍ର ରହିଛି ।


ତେବେ ବନ୍ଧୁଗଣ ଓକିଲ ପାର୍ଥ ସାରଥି କହିଛନ୍ତି ଯେ ମଣିଷ ପୋ-ଡା ଜ-ଳା କେସ ମଣିଷ ର ଚିତ୍ର କରିବା କଥା ଓ କେଉଁ କେଉଁ ଅଂସ ପୋ-ଡି-ଛି ତାହା ଦର୍ଶାଇବା କଥା ଓ ଏହା ଫଳ ରେ ସ୍ପଷ୍ଟ ଭାବେ ଜଣା ପଡିଯିବ ଯେ ପୋ-ଡି ହୋଇକି ମ-ରି-ଛ-ନ୍ତି ନା ଆଉ କିଏ ପୋ-ଡି-ଛି ତାହା ସ୍ପଷ୍ଟ ଭାବେ ଜଣା ପଡିଯିବ । କିନ୍ତୁ ସୌମ୍ୟ ଙ୍କ ପୋ-ଷ୍ଟ-ମ-ର୍ଟ-ମ ରେ ଚିତ୍ର ନହିଁ ଓ ଏହାକୁ ଏକ୍ସପର୍ଟ ମୋହର ମରିଛନ୍ତି । `


ତେବେ ବର୍ତ୍ତମାନ ସମୟ ର ଏହା ପ୍ରଶ୍ନ ଯେ କଣ ପାଇଁ ସୌମ୍ୟ ଙ୍କ ରିପୋର୍ଟ ରେ ଚିତ୍ର ଦର୍ଶାଯାଇ ନହିଁ କାହିଁକି କଣ ଏହି ଷ-ଡ-ଯ-ନ୍ତ୍ର ରେ ବଡ ମେଡିକାଲ ର ଡାକ୍ତର ଙ୍କ ହାତ ରହିଛି କି , ଯଦି ଥାଏ ତାହେଲେ କାହାକୁ ସୁରକ୍ଷା ଦବା ପାଇଁ ଏହିଭଳି ଷ-ଡ-ଯ-ନ୍ତ୍ର ହୋଇଛି । ତେବେ ବହୁ ସାରା ପ୍ରମାଣ ମିଳିଥିଲେ ମଧ୍ୟ ନ୍ୟାୟ ପାଇବା ରେ ଆମ ରାଜ୍ୟ ବହୁ ପଛ ରେ ଅଛି ॥ ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି କଟକ ବଡ ମେଡିକାଲରେ ବିଦ୍ୟାଭାରତୀଙ୍କ ଭିଣୋଇ ଅଛନ୍ତି ସେ ରିପୋର୍ଟରେ କିଛି ଗଡବଡ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *