ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ତାଙ୍କ ସ୍ଵାମୀ ପ୍ରୀତି ରଞ୍ଜନ ଘଡେଇ ଙ୍କ ସହିତ ରାତି ରେ ବୁଲୁଥିବାର ନଜର ଆସିଛନ୍ତି , ତେବେ ବନ୍ଧୁଗଣ ଏହି କଥା ଟି ଶୁଣିଲା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ , ହଁ ବନ୍ଧୁ ଆଶ୍ଚର୍ଯ୍ୟ ଲାଗିବାର କାରଣ ହଉଛି ଯେ ଗତ କିଛି ଦିନ ତଳେ କାରୋନା ରେ ଆକ୍ରାନ୍ତ ଥିଲେ ଓ ବର୍ତ୍ତମାନ ସମୟ ରେ ସେ ଏକାନ୍ତର ବାସ ତାଙ୍କୁ ନିହାତି ଦରକାର କିନ୍ତୁ ସେ ନିଜ ସ୍ଵାମୀ ଙ୍କ ସହିତ ବାହାର ଜାଗା କୁ ବୁଲି ଯାଇଥିବା ଥିବାର ନଜର ଆସିଛନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ବର୍ଷ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ଓ ବିବାହ ପରେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ଓ ନିଜ ଶାଶୁଘରେ ବହୁତ ଖୁସି ରେ ଅଛନ୍ତି । ତେବେ ଗତ କିଛି ଦିନ ତଳେ ଝିଲ୍ଲିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଥିଲେ ଯେ ସେ କାରୋନା ରେ ଆକ୍ରାନ୍ତ ଥିଲେ ବୋଲି ,
କିନ୍ତୁ ବର୍ତ୍ତମାନ ସମୟ ରେ ସେ କାରୋନା ରୁ ସୁସ୍ଥ ହବା ପରେ ନିଜ ସ୍ଵାମୀ ଙ୍କ ସହିତ ବୁଲି ଯାଇଥିବା ର ନଜର ଆସିଛନ୍ତି , ହଁ ବନ୍ଧୁ ସେମାନେ ତାଙ୍କ କାର ରେ ବୁଲିବାକୁ ଯାଇଛନ୍ତି । ତେବେ ଝିଲ୍ଲିକ ମୋବାଇଲ ଧରି ଭିଡିଓ କରୁଥିବା ସମୟ ରେ ତାଙ୍କ ସ୍ଵାମୀ ଗାଡି ଚଳଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଦୃଶ୍ୟ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଉଭୟ ବିବାହ ପରେ ବେସ ଖୁସି ରେ ଅଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ