Breaking News

ଭିଡିଓ ଦେଖନ୍ତୁ – କରୋନା ରୁ ସୁସ୍ଥ ହେବା ପରେ ଅଭିନେତ୍ରୀ ଝିଲ୍ଲିକ (Jhilik) ରାତି ଅଧରେ ସ୍ଵାମୀଙ୍କ ସହ ବୁଲିବାକୁ ଗଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ତାଙ୍କ ସ୍ଵାମୀ ପ୍ରୀତି ରଞ୍ଜନ ଘଡେଇ ଙ୍କ ସହିତ ରାତି ରେ ବୁଲୁଥିବାର ନଜର ଆସିଛନ୍ତି , ତେବେ ବନ୍ଧୁଗଣ ଏହି କଥା ଟି ଶୁଣିଲା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ , ହଁ ବନ୍ଧୁ ଆଶ୍ଚର୍ଯ୍ୟ ଲାଗିବାର କାରଣ ହଉଛି ଯେ ଗତ କିଛି ଦିନ ତଳେ କାରୋନା ରେ ଆକ୍ରାନ୍ତ ଥିଲେ ଓ ବର୍ତ୍ତମାନ ସମୟ ରେ ସେ ଏକାନ୍ତର ବାସ ତାଙ୍କୁ ନିହାତି ଦରକାର କିନ୍ତୁ ସେ ନିଜ ସ୍ଵାମୀ ଙ୍କ ସହିତ ବାହାର ଜାଗା କୁ ବୁଲି ଯାଇଥିବା ଥିବାର ନଜର ଆସିଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ବର୍ଷ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ଓ ବିବାହ ପରେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ଓ ନିଜ ଶାଶୁଘରେ ବହୁତ ଖୁସି ରେ ଅଛନ୍ତି । ତେବେ ଗତ କିଛି ଦିନ ତଳେ ଝିଲ୍ଲିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଥିଲେ ଯେ ସେ କାରୋନା ରେ ଆକ୍ରାନ୍ତ ଥିଲେ ବୋଲି ,

କିନ୍ତୁ ବର୍ତ୍ତମାନ ସମୟ ରେ ସେ କାରୋନା ରୁ ସୁସ୍ଥ ହବା ପରେ ନିଜ ସ୍ଵାମୀ ଙ୍କ ସହିତ ବୁଲି ଯାଇଥିବା ର ନଜର ଆସିଛନ୍ତି , ହଁ ବନ୍ଧୁ ସେମାନେ ତାଙ୍କ କାର ରେ ବୁଲିବାକୁ ଯାଇଛନ୍ତି । ତେବେ ଝିଲ୍ଲିକ ମୋବାଇଲ ଧରି ଭିଡିଓ କରୁଥିବା ସମୟ ରେ ତାଙ୍କ ସ୍ଵାମୀ ଗାଡି ଚଳଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଦୃଶ୍ୟ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଉଭୟ ବିବାହ ପରେ ବେସ ଖୁସି ରେ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *