Breaking News

ଭିଡିଓ ଦେଖନ୍ତୁ – ହସ୍ପିଟାଲ ରୁ ସୁସ୍ଥ ହୋଇ ଫେରିବା ପରେ ଏମିତି କିଛି କଥା କହିଲେ ଅଶ୍ଵନୀ (Aswin Tripathy)…

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ଏମିତି ଜଣେ ଅଭିନେତା ଯିଏ କି ପ୍ରଥମେ ଆଙ୍କରିଂ କରି ଲୋକ ପ୍ରିୟ ହବା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଓ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସିଥିଲା । ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଅଶ୍ଵିନ ତ୍ରିପାଠୀ , ଯିଏ କି ଚଳଚ୍ଚିତ୍ର ରେ। ଅଭିନୟ କରିବା ସହ ବର୍ତ୍ତମାନ ସମୟ ରେ ବହୁ ଗୁଡ଼ିଏ ଆଲବମ ମଧ୍ଯ କରିଛନ୍ତି । ତେବେ ଆପଣମାନେ ଜାଣିଥିବେ ଗତ କିଛି ଦିନ ତଳେ ସେ ଅସୁସ୍ଥ ହୋଇ ମେଡିକାଲ୍ ରେ ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସୁସ୍ଥ ଅଛନ୍ତି ଓ ଏହି କଥା ଟି ନିଜେ ଅଶ୍ଵିନୀ କହୁଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଅଶ୍ଵିନୀ ଙ୍କ ଛାତି ରେ ଏକ ଅପରେସନ ହୋଇଥିବା ସୂଚନା ସୋସିଆଲ ମିଡିଆ ରୁ ଦେଖିବାକୁ ମିଳିଥିଲା । ତାହେଲେ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ବା ଭଲ ଲୋକ ପ୍ରିୟ ଆଙ୍କର ଭାବେ ବେଶ ପରିଚିତ । ସେ ବହୁ ରିଆଲିଟି ରେ ଆଙ୍କାରିଙ୍ଗ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ତେବେ ବନ୍ଧୁଗଣ ଅଶ୍ଵିନୀ ଙ୍କ ଏହି ଘଟଣା ଟି କୁ ଜଣାଇଥିଲେ ତାଙ୍କ ବାନ୍ଧବୀ ପ୍ରେରଣା , ହଁ ବନ୍ଧୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅଶ୍ଵିନୀ ମେଡିକାଲ ବେଡ ରେ ଥିବା ର ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଟି ଦେଇଥିଲେ ଓ ଏହା ପରେ ଏହି ଖବର ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ସମୟ ରେ ଅଶ୍ଵିନୀ ନିଜ ସୁସ୍ଥ ଥିବାର ଖବର ଟି ଜଣାଇବା ସହିତ ତାଙ୍କ ପ୍ରଶଂସକ ମାନ ଙ୍କୁ କହିଥିଲେ ଆଉ କହିଥିଲେ ୪-୫ ଦିନ ବିଶ୍ରାମ ନେଲା ପରେ  ସୁସ୍ଥ ହୋଇ ଯାଇଥିଲେ ଆଉ ଏବେ ପୁଣି ଘୋଡା ଭଳି ଦଉଡିବି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *