ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ଏମିତି ଜଣେ ଅଭିନେତା ଯିଏ କି ପ୍ରଥମେ ଆଙ୍କରିଂ କରି ଲୋକ ପ୍ରିୟ ହବା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଓ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସିଥିଲା । ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଅଶ୍ଵିନ ତ୍ରିପାଠୀ , ଯିଏ କି ଚଳଚ୍ଚିତ୍ର ରେ। ଅଭିନୟ କରିବା ସହ ବର୍ତ୍ତମାନ ସମୟ ରେ ବହୁ ଗୁଡ଼ିଏ ଆଲବମ ମଧ୍ଯ କରିଛନ୍ତି । ତେବେ ଆପଣମାନେ ଜାଣିଥିବେ ଗତ କିଛି ଦିନ ତଳେ ସେ ଅସୁସ୍ଥ ହୋଇ ମେଡିକାଲ୍ ରେ ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସୁସ୍ଥ ଅଛନ୍ତି ଓ ଏହି କଥା ଟି ନିଜେ ଅଶ୍ଵିନୀ କହୁଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଅଶ୍ଵିନୀ ଙ୍କ ଛାତି ରେ ଏକ ଅପରେସନ ହୋଇଥିବା ସୂଚନା ସୋସିଆଲ ମିଡିଆ ରୁ ଦେଖିବାକୁ ମିଳିଥିଲା । ତାହେଲେ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ବା ଭଲ ଲୋକ ପ୍ରିୟ ଆଙ୍କର ଭାବେ ବେଶ ପରିଚିତ । ସେ ବହୁ ରିଆଲିଟି ରେ ଆଙ୍କାରିଙ୍ଗ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ।
ତେବେ ବନ୍ଧୁଗଣ ଅଶ୍ଵିନୀ ଙ୍କ ଏହି ଘଟଣା ଟି କୁ ଜଣାଇଥିଲେ ତାଙ୍କ ବାନ୍ଧବୀ ପ୍ରେରଣା , ହଁ ବନ୍ଧୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅଶ୍ଵିନୀ ମେଡିକାଲ ବେଡ ରେ ଥିବା ର ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଟି ଦେଇଥିଲେ ଓ ଏହା ପରେ ଏହି ଖବର ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ସମୟ ରେ ଅଶ୍ଵିନୀ ନିଜ ସୁସ୍ଥ ଥିବାର ଖବର ଟି ଜଣାଇବା ସହିତ ତାଙ୍କ ପ୍ରଶଂସକ ମାନ ଙ୍କୁ କହିଥିଲେ ଆଉ କହିଥିଲେ ୪-୫ ଦିନ ବିଶ୍ରାମ ନେଲା ପରେ ସୁସ୍ଥ ହୋଇ ଯାଇଥିଲେ ଆଉ ଏବେ ପୁଣି ଘୋଡା ଭଳି ଦଉଡିବି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ