Breaking News

ବଡ ଖବର – ଓଡିଆ ଆଲବମ ଅଭିନେତ୍ରୀ ଆମେଲି (Aameli) ଦୀର୍ଘ ୧୦ ବର୍ଷ ପରେ ଫୁଣିଥରେ ଅଭିନୟ ଦୁନିଆକୁ ଫେରିବେ! ସିରିଏଲ ଅଭିନୟ କରିବେ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଓ ଜବରଦସ୍ତ ନାଚ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳିନାହିଁ । ତେବେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ଦେଖିବା ପାଇଁ ବେସ ଇଚ୍ଛୁକ ଅଛନ୍ତି । ତେବେ ସେହିଭଳି ଅଭିନେତ୍ରୀ ହଉଛନ୍ତି ଆମେଲି ପଣ୍ଡା । ତେବେ ଅମେଲି ପଣ୍ଡା ପୁଣି ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବାକୁ ଯାଉଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଅମେଲି ପଣ୍ଡା ଙ୍କ ଜବରଦସ୍ତ ନାଚ ଦେଖିଥିବେ ବହୁ ସାରା ଆଲବମ ରେ ଓ ଏହି ସମସ୍ତ ଆଲବମ ମଧ୍ୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଥିଲା । ତେବେ ସେ ପାଖାପାଖି 400 ରୁ ଅଧିକ ଆଲବମ ରେ ଅଭିନୟ କରିଛନ୍ତି । ତାହେଲେ ଆମେଲି ପଣ୍ଡା ଙ୍କ ପ୍ରକୃତ ନାମ ହଉଛି ଆମେଲି ପଣ୍ଡା ହୋତା । ସେ ୨୦୧୧ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତାଙ୍କ ସ୍ବାମୀ ଙ୍କ ନାମ ହଉଛି ନିଲ ହୋତା ।

ତେବେ ଜବରଦସ୍ତ ନାଚ ଦେଖି ଲୋକ ମାନ ଙ୍କୁ ପସନ୍ଦ ଆସିଥିଲା ଓ ସେ ପରବର୍ତ୍ତୀ ସମୟ ରେ ୨୦୦୫ ମସିହା ରେ ପ୍ରଥମେ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ ଆରମ୍ଭ କରିଥିଲେ ଓ ଏହି ଓଡ଼ିଆ ଫିଲ୍ମ୍ ନାମ ଟି ହଉଛି ଜୀବନ ମୃତ୍ୟୁ ତା ପରେ ଦ୍ଵିତୀୟ ଫିଲ୍ମ୍ ହଉଛି ୨୦୦୭ ମସିହା ରେ ତୁମକୁ ତ ପାରୁନି ଭୁଲି ରେ ଭଉଣୀ ଭୂମିକା ରେ ଅଭିନୟ କରିଛନ୍ତି । ଆମେଲୀ ଭୁବନେଶ୍ୱର ରେ ବିବାହ କରିଛନ୍ତି । ତାଙ୍କ ସ୍ବାମୀ ଜଣେ ବିଜିନେଶ ମ୍ୟାନ ।

ତେବେ ବନ୍ଧୁଗଣ ଅମେଲି ମିଡିଆ ଙ୍କ ସାମ୍ନା ରେ କହିଛନ୍ତି ସେ ଖୁବ ଶୀଘ୍ର ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବାକୁ ଯାଉଛନ୍ତି ଓ ସେ ତାଙ୍କ ସ୍ଵାମୀ ଓ ପରିବାର ଲୋକ ଙ୍କ ଠୁ ଅନୁମତି ଆଣି ସାରିଛନ୍ତି ଓ ଯେବେ ଅଫର ମିଳିବ ସେ ନିଶ୍ଚୟ ଅଭିନୟ କରିବେ ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *