Breaking News

ଦେଖନ୍ତୁ ଭିଡିଓ – ଓଡିଆ ଅଭିନେତା ଶ୍ରୀତମ ଦାସ ମହିଳାଙ୍କ ବେଶରେ ନଜରରେ ଆସିଲେ, ତାଙ୍କ ଏଇ ବେଶ ରାଜ କଣ ଜାଣନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅଭିନେତା ମାନେ ସବୁ ଚରିତ୍ର ରେ ଅଭିନୟ କରିବା ପାଇଁ ବେସ ନିପୁଣ ଥାନ୍ତି , ଯେଉଁ ଚରିତ୍ର ରେ ସେ ଅଭିନୟ କରିଥାନ୍ତି ବେସ ଭଲ ଭାବ ରେ ଜବରଦସ୍ତ ଅଭିନୟ ଦେଖାଇ ଦର୍ଶକ ମାନ ଙ୍କ ବେସ ପସନ୍ଦ କରାଇଥାନ୍ତି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଏହି ଅଭିନେତା ମାନେ ମୁଖ୍ୟନେତା,କେତେବେଳେ ଖଳ ନାୟକ ଭଳି ଅନେକ ଚରିତ୍ର ରେ ଅଭିନୟ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମହିଳା ଚରିତ୍ର ରେ ନଜର ଆସିଛନ୍ତି ଓ ଏହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡିଆ ରେ ।

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଶ୍ରିତମ ଦାସ , ହଁ ବନ୍ଧୁ ଲୋକ ପ୍ରିୟ ଅଭିନେତା ବର୍ତ୍ତମାନ ସମୟ ରେ ମହିଳା ବେସ ଧାରଣ କରିଛନ୍ତି ଓ ଏହି ମହିଳା ବେସ ଶ୍ରିତମ ବହୁତ ସୁନ୍ଦର ଓ ହିରୋଇନ ଭଳି ଦେଖା ଯାଉଛନ୍ତି । ତାହେଲେ ଆସନ୍ତୁ କଣ ପାଇଁ ଶ୍ରିତମ ମହିଳା ବେସ ଧାରଣ କରିଛନ୍ତି ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ବହୁସରା ଓଡ଼ିଆ ଚଳଚ୍ଚିତ୍ର ରେ । ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ । ଶ୍ରୀତମ ଫିଲ୍ମ୍ ରେ ନଜର ଆସିବା ସହ ବହୁ ଗୁଡ଼ିଏ ଆଲବମ୍ ମଧ୍ୟ କରିଛନ୍ତି ।

ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସମସ୍ତ ଫିଲ୍ମ୍ ସୁପର ହିଟ୍ ହୋଇଥିଲା ଓ ସମସ୍ତ ଆଲବମ୍ ମଧ୍ୟ ଲୋକ ଙ୍କ ହୃଦୟ କୁ ଛୁଇଁଥିଲା । ଶ୍ରୀତମ ଅନେକ ଅଡିସନ ରେ ମୁଖ୍ୟ ଜଜ ହିସାବ ରେ ଦେଖିବାକୁ ମିଳିଛନ୍ତି । ତେବେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ଭିତରେ ଶ୍ରିତମ ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ଶ୍ରିତମ ମହିଳା ବେସ ରେ ନଜର ଆସିବେ , ତେବେ ଏହି ଚଳଚିତ୍ର ର ଶୁଟିଙ୍ଗ ସେଟ ବର୍ତ୍ତମାନ ସମୟ ରେ ବେସ ଜୋରସୋର ରେ ଚାଲିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.