Breaking News

ACF ସୌମ୍ୟ କେସରେ ନୂଆ ଟୁଇଷ୍ଟ, ରାତ୍ରି ଜାଗୁଲିଆ କହିଲା ମୁଁ ନିଜେ ଦେଖିଛି DFO ରାତିରେ ସୌମ୍ୟଙ୍କ ଘରକୁ ଯାଆନ୍ତି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୌମ୍ୟ ଙ୍କ ମୃତ୍ୟୁ ପଛ ରହସ୍ୟ ଖୋଲିନଥ୍ଗିବା ସମୟ ରେ ଆଉ ଏକ ଖବର ଆସିଛି , ହଁ ବନ୍ଧୁ ଏହି ଖବର ଜଣେ ବ୍ୟକ୍ତି ଗଣମାଧ୍ୟମ ନିକଟ ରେ କହିଛନ୍ତି ଓ ସେ ଯାହା ବି କିଛି କହିଛନ୍ତି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ଆପଣ ମାନ ଙ୍କ ମନ ରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ କିଏ ସେ ବ୍ୟକ୍ତି ଓ ସେ କଣ ପାଇଁ ଏତେ ଦିନ ପରେ ଗଣ ମାଧ୍ୟମ ନିକଟ କୁ ଆସିଲେ ଓ କଣ କହିଲେ ସବୁ କିଛି ଜାଣିବା ଆଜି ଆମର ଏହି ପେଜ ରେ ।


ତେବେ ବନ୍ଧୁଗଣ ଏହି ବ୍ୟକ୍ତି ଜଣକ ହଉଛନ୍ତି ଗଙ୍ଗା ପ୍ରଧାନ ଓ ସେ ଗଣ ମଧ୍ୟମ ନିକଟ ରେ କହିଛନ୍ତି ଯେ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ରାତି 12 ତା ରେ ରେ ସୌମ୍ଯରଞ୍ଜନ ମହାପାତ୍ର ଙ୍କ ଘରକୁ ଆସୁଥିଲେ । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ ସୌମ୍ୟ ଓ ତାଙ୍କ ପତ୍ନୀ ଙ୍କ ସହିତ ସକାଳ ଓ ସନ୍ଧ୍ୟା ରେ ଘରୁ ବାହାରକୁ ବୁଲିଗଲା ପରେ ଡ଼ିଏଫଓ ତାଙ୍କ ଛାତ ଉପରେ ଠିଆ ହୋଇ ଦେଖୁଥିଲେ । ତେବେ ଉକ୍ତି ରୁ ସ୍ପଷ୍ଟ ଭାବେ ଜଣାପଡୁଛି ମହା ମୀଛୁଆ ଡ଼ିଏଫଓ କହୁଥିଲା ଯେ ମୁଁ ତାଙ୍କୁ ମେଡିକାଲ ରେ ପ୍ରଥମ ଥର ପାଇ ଦେଖିଥିଲି ବୋଲି ।

ବନ୍ଧୁଗଣ ଏହି ଗଙ୍ଗା ପ୍ରଧାନ ହଉଛନ୍ତି ଡ଼ିଏଫଓ ଙ୍କ ଜଗୁଆଳ କିନ୍ତୁ ଡ଼ିଏଫଓ ବୀନା କୌଣସି କାରଣ ରେ ତାଙ୍କୁ ଡ଼ିଏଫଓ ଜଗୁଆଳ ଚାକିରି ରୁ ବାହାର କରି ଦେଇଥିଲେ । ତେବେ ସେ କହିଛନ୍ତି ସେ ଯାହା ବି କିଛି ଦେଖିଛନ୍ତି ସେ ପୋଲିସ ହଉ କ୍ରାଇମବ୍ରାଞ୍ଚ ଙ୍କୁ ସବୁ କଥା କହିବେ , ତେବେ ଦେଖାଯାଉ ଏହି ଗଙ୍ଗା ପ୍ରଧାନ କୁ କ୍ରାଇମବ୍ରାଞ୍ଚ କେବେ ତଦନ୍ତ କରୁଛି କାରଣ ମେଡିକାଲ ରେ ଡ଼ିଏଫଓ କହିଥିଲେ ଯେ ସେ ବିଦ୍ୟାଭାରତି ଙ୍କୁ ପ୍ରଥମ ଥର ପାଇଁ ଦେଖିଛନ୍ତି ବୋଲି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published. Required fields are marked *