Breaking News

ପିରିଅଡର ଏତିକି ଦିନ ମଧ୍ୟରେ ସମ୍ପର୍କ ସ୍ଥାପନା କରିଲେ ନିଶ୍ଚୟ Pregnant ହୋଇ ପାରିବେ – Pregnancy Tips

ବନ୍ଧୁଗଣ ଆଜି ଆମେ ମହିଳା ଙ୍କ ପାଇଁ ନେଇ ଆସିଛୁ ଏକ ବଡ ଖବର , ହଁ ବନ୍ଧୁ ଯଦି କୌଣସି ମହିଳା ପ୍ରେ-ଗେ-ନେ-ଟ ହବା ପାଇଁ ଚେଷ୍ଟା କରୁଛନ୍ତି ତାହେଲେ ପି-ରି-ଅ-ଡ-ସ ର କେତେଦିନ ଭିତରେ ସମ୍ପର୍କ ରଖିଲେ ଆପଣ ମା ହୋଇପାରିବେ ଓ ଆହୁରି ଜାଣିବା ଯେ ପ୍ରେ-ଗେ-ନେ-ଟ ହବା ପୂର୍ବ ରୁ ଆପଣ ମାନେ ନିଜ ଶରୀର କୁ କେମିତି ପ୍ରସ୍ତୁତ ରଖିବେ ତାହେଲେ ଆସନ୍ତୁ ଜାଣିବା ,

ତେବେ ବନ୍ଧୁଗଣ ମହିଳା ମାନ ଙ୍କ ମାସିକ ଋତୁଚକ୍ର ଭିତରେ ଗୋଟିଏ ଫର୍ଟାଇଲ ପି-ରି-ଅ-ଡ-ସ ସମୟ ଆସିଥାଏ ଓ ଏହି ସମୟ ରେ ଯଦି ମହିଳା ମାନେ ସ-ମ୍ବ-ନ୍ଧ ରଖିବେ ତାହେଲେ ମା ହବା ର ସୁଯୋଗ ବହୁତ ଅଧିକ ଥାଏ , ତେବେ ଏହି ଫର୍ଟାଇଲ ସମୟ ରେ ସରି ଯିବା ପରେ ସ-ମ୍ବ-ନ୍ଧ ରଖିଲେ ମହିଳା ମାନେ ପ୍ରେ-ଗେ-ନେ-ଟ ହୋଇ ପରି ନଥାନ୍ତି । ତେବେ ମହିଳା ମାନ ଙ୍କ ପି-ରି-ଅ-ଡ-ସ ସମୟ ରେ ତାଙ୍କ ଅଣ୍ଡାଶୟ ରୁ ଗୋଟିଏ ଅଣ୍ଡା ବାହାରିଥାଏ ,ଓ ଏହି ଅଣ୍ଡା ବାହାରିବ ର ଦୁଇ ଦିନ ପୂର୍ବ ରୁ ବା ଅଣ୍ଡା ବାହାରିବା ସମୟ ରେ ସ-ମ୍ବ-ନ୍ଧ ରଖିଲେ ନିଶ୍ଚୟ ପ୍ରେ-ଗେ-ନେ-ଟ ହୋଇ ପାରିବେ ।

ତାହେଲେ ଆସନ୍ତୁ ଏହି ଫର୍ଟାଇଲ ପି-ରି-ଅ-ଡ ବିଷୟ ରେ କେମିତି ଜାଣିବେ ଆମେ ଆପଣ ଙ୍କୁ କହିବୁ , ତେବେ ଯଦି ଆପଣ ଙ୍କ ର ରେଗୁରାଳ ପିରିଅଡ ହୋଇଥାଏ ତାହେଲେ ତାହାର ଅଧାଦିନ ପରେ ଅଣ୍ଡାଶୟ ରୁ ଅଣ୍ଡା ବାହାରିଥାଏ । ତାହେଲେ ଯଦି ଆପଣ ଙ୍କ ର ପିରିଅଡ 28 ଦିନ ବ୍ଯବଧାନ ରେ ହୋଇଥାଏ ତାହେଲେ ଆପଣ ପିରିଅଡ ର ହବା ର 11 ଦିନ ଠାରୁ 18 ଦିନ ଭିତରେ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ଓ ଏହି ସମୟ ରେ ସମ୍ପର୍କ ରଖିଲେ ଯଥେଷ୍ଟ ଅଧିକ ପ୍ରେଗେନେଟ ହବା ର ସମ୍ଭାବନା ରହିଛି । ତେବେ ଦିନେ ଛଡା ଦିନେ ସମ୍ପର୍କ ରଖିବେ ଓ ଏହା ଦ୍ଵାରା ପ୍ରେ-ଗେ-ନେ-ଟ ହବା ର ସମ୍ଭାବନା ଅଧିକ ରହିଛି ।

ତେବେ ଯେଉଁମାନ ଙ୍କ ଅଲଗା ଅଲଗା ଦିନ ରେ ପି-ରି-ଅ-ଡ ହୋଇଥାଏ ତାହେଲେ ସେମାନେ କେମିତି ଫର୍ଟାଇଲ ପିରିଅଡ ଜାଣିବା ଆସନ୍ତୁ ଜାଣିବା , ତେବେ ଆପଣ ମାନେ ଏକ କ୍ଯାଲେଣ୍ଡର ରେ ନିଜ ପ୍ରଥମ ମାସ ପି-ରି-ଅ-ଡ ଟି ଚିହ୍ନଟ କରନ୍ତୁ ଓ ଦ୍ଵିତୀୟ ମାସ ପ୍ରଥମ ପିରିଅଡ କୁ ଚିହ୍ନଟ କରନ୍ତୁ ଓ ତୃତୀୟ ମାସ ର ପ୍ରଥମ ପି-ରି-ଅ-ଡ ଚିହ୍ନଟ କରି ଏହି 3 ମାସ ରେ ଯେତିକି ଦିନ ହେଲା ତାକୁ ମିଶାଇ 3 ରେ ଭାଗ କରନ୍ତୁ ଓ ଯାହା ଫଳ ମିଳିବ ତହ ହେଉଛି ଆପଣ ଙ୍କ ଏକ ପି-ରି-ଆ–ଡସ ର ହାରାହାରି ବ୍ଯବଧାନ ପାଇପାରିବେ । ତେବେ ଇରେଗୁଲାର ପି-ରି-ଅ-ଡ ମହିଳା ମାନେ ନିଜ ପି-ରି-ଅ-ଡ ହବା ର 10 ଦିନ ପରେ ଓ 18 ଦିନ ଭିତରେ ସମ୍ପର୍କ ରଖିଲେ ଗ-ର୍ଭ-ବ-ତୀ ହୋଇ ପାରିବେ ॥

About admin

Check Also

ଦୁଃଖ କଣ ? ଦୁଃଖ କାହିଁକି ଆସିଥାଏ… କଣ କଲେ ଦୁଃଖ ( Dukha ) ଆସିବ ନାହିଁ, ଏହାକୁ ଦେଖିଲା ପରେ ଜାଣି ପାରିବେ !

ଗୌତମ ବୁଦ୍ଧ ଓ ତାଙ୍କ ଶିଷ୍ୟ ଗୋଟେ ଜଙ୍ଗଲ ଦେଇ ଯାଉଥିଲେ ବହୁତ ସମୟ ଧରି ଜଙ୍ଗଲ ଚାଳିବ ପରେ …

Leave a Reply

Your email address will not be published.