Breaking News

ମଞ୍ଜରୀ ଟିଭିର ରକ୍ତସମ୍ପର୍କ ସିରିଏଲରେ ଅଭିନୟ କରୁଥିବା ଆକ୍ଟର ମାନଙ୍କ ପକୃତ ନାମ କଣ ଜାଣନ୍ତୁ

ଦର୍ଶକ ବନ୍ଧୁ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ତାରା ତାରିଣୀ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ଲିପି ମହପାତ୍ର ଆଉ ଏକ ନୂଆ ଧାରାବାହିକ ରେ ନଜର ଆସିଛନ୍ତି । ତେବେ ଏହି ନୂଆ ଧାରାବାହିକ ଟି ପ୍ରସାରିତ ହେଉଛି ମଞ୍ଜରି ଟିଭି ରେ ଓ ଧାରାବାହିକ ଟି ର ନାମ ରଖା ଯାଇଛି ରକ୍ତ ସମ୍ପର୍କ , ତାହେଲେ ଆପଣ ମାନେ ନିଶ୍ଚୟ ଏହି ନୂଆ ମେଘା ଧାରାବାହିକ ଟି ଦେଖୁଥିବେ । ତାହେଲେ ଆଜି ଆମର ଏହି ପେଜ ରେ ଜାଣିବା ଏହି ଧାରାବାହିକ ରେ ଅଭିନୟ କରୁଥିବା ନୂଆ କଳାକାର ଓ ପୁରୁଣା କଳାକାର ମାନ ଙ୍କ ରିଅଲ ନାମ କଣ ରହିଛି ।

ମିଳି – ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଏହି ଧାରାବାହିକ ରେ ଦେଖୁଥିବେ ତାହେଲେ ତାଙ୍କ ରିଅଲ ନାମ ହାଉଛି ସୋନାଲୀ ଷଡଙ୍ଗୀ ।

ସମରେଶ – ବନ୍ଧୁଗଣ ଏହି ଅଭିନେତା ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ବେସ ଲୋକ ପ୍ରିୟ ଅଭିନେତା ଭାବେ ବେସ ପରିଚିତ , ତାହେଲେ ସେ ଏହି ଧାରାବାହିକ ରେ ଅଭିନୟ କରୁଛନ୍ତି । ତେବେ ଆପଣ ମାନେ ନିଶ୍ଚୟ ତାଙ୍କ ରିଅଲ ନାମ ଜାଣିଥିବେ ଯେ ତାଙ୍କ ପ୍ରକୃତ ନାମ ହଉଛି ସମରେଶ ରାଉତରାୟ ।

ବନ୍ଧୁଗଣ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅରୁ ଙ୍କ ବାପା ଚରିତ୍ର ରେ ନଜର ଆସୁଥିବା ଅଭିନେତା ଙ୍କୁ ଆପଣ ମାନେ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ତେବେ ତାଙ୍କ ପ୍ରକୃତ ନାମ ରହିଛି ପ୍ରଦ୍ଯୁମ୍ନ ଲେଙ୍କା ।

ସୁଲଗ୍ନା – ଏହି ଅଭିନେତ୍ରୀ ଙ୍କ ଅଭିନୟ ଆପଣ ମାନେ ନିଶ୍ଚୟ ଏହି ଧାରାବାହିକ ରେ ଦେଖୁଥିବେ , ତେବେ ତାଙ୍କର ପ୍ରକୃତ ନାମ ହଉଛି ସ୍ମରଣିକା ପ୍ରିୟଦର୍ଶିନୀ ।

ଅନିମା – ଏହି ଅଭିନେତ୍ରୀ ଙ୍କ ଅଭିନୟ ଆପଣ ମାନେ ଏହି ଧାରାବାହିକ ପୂର୍ବ ରୁ ବହୁ ଗୁଡିଏ ଧାରାବାହିକ ରେ ନିଶ୍ଚୟ ଦେଖିଥିବେ । ତାହେଲେ ତାଙ୍କ ପ୍ରକୃତ ନାମ ହଉଛି ପ୍ରତିଭା ପଣ୍ଡା ।

ଚାରୁବାଲା – ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖୁଥିବେ , ସେ ଚାରୁବାଲା ଚରିତ୍ର ରେ ଜବରଦସ୍ତ ଅଭିନୟ କରୁଥିବା ର ଦେଖୁଥିବେ ତାଙ୍କ ପ୍ରକୃତ ନାମ ହଉଛି ମନିଶାମଞ୍ଜରୀ ମିଶ୍ର ।

ସଂଗ୍ରାମ – ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ସଂଗ୍ରାମ ଙ୍କ ପ୍ରକୃତ ନାମ ହଉଛି ଅମିତ କୁମାର ।

ସଞ୍ଜୟ – ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସୁଥିବା ସଞ୍ଜୟ ଙ୍କ ପ୍ରକୃତ ନାମ ହଉଛି ପାର୍ଥ ସାରଥି ।


ଅରୁ – ଏହି ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ତେବେ ତାଙ୍କ ପ୍ରକୃତ ନାମ ରହିଛି ଲିପି ମହାପାତ୍ର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *