ଦର୍ଶକ ବନ୍ଧୁ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ତାରା ତାରିଣୀ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ଲିପି ମହପାତ୍ର ଆଉ ଏକ ନୂଆ ଧାରାବାହିକ ରେ ନଜର ଆସିଛନ୍ତି । ତେବେ ଏହି ନୂଆ ଧାରାବାହିକ ଟି ପ୍ରସାରିତ ହେଉଛି ମଞ୍ଜରି ଟିଭି ରେ ଓ ଧାରାବାହିକ ଟି ର ନାମ ରଖା ଯାଇଛି ରକ୍ତ ସମ୍ପର୍କ , ତାହେଲେ ଆପଣ ମାନେ ନିଶ୍ଚୟ ଏହି ନୂଆ ମେଘା ଧାରାବାହିକ ଟି ଦେଖୁଥିବେ । ତାହେଲେ ଆଜି ଆମର ଏହି ପେଜ ରେ ଜାଣିବା ଏହି ଧାରାବାହିକ ରେ ଅଭିନୟ କରୁଥିବା ନୂଆ କଳାକାର ଓ ପୁରୁଣା କଳାକାର ମାନ ଙ୍କ ରିଅଲ ନାମ କଣ ରହିଛି ।
ମିଳି – ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଏହି ଧାରାବାହିକ ରେ ଦେଖୁଥିବେ ତାହେଲେ ତାଙ୍କ ରିଅଲ ନାମ ହାଉଛି ସୋନାଲୀ ଷଡଙ୍ଗୀ ।
ସମରେଶ – ବନ୍ଧୁଗଣ ଏହି ଅଭିନେତା ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ବେସ ଲୋକ ପ୍ରିୟ ଅଭିନେତା ଭାବେ ବେସ ପରିଚିତ , ତାହେଲେ ସେ ଏହି ଧାରାବାହିକ ରେ ଅଭିନୟ କରୁଛନ୍ତି । ତେବେ ଆପଣ ମାନେ ନିଶ୍ଚୟ ତାଙ୍କ ରିଅଲ ନାମ ଜାଣିଥିବେ ଯେ ତାଙ୍କ ପ୍ରକୃତ ନାମ ହଉଛି ସମରେଶ ରାଉତରାୟ ।
ବନ୍ଧୁଗଣ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅରୁ ଙ୍କ ବାପା ଚରିତ୍ର ରେ ନଜର ଆସୁଥିବା ଅଭିନେତା ଙ୍କୁ ଆପଣ ମାନେ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ତେବେ ତାଙ୍କ ପ୍ରକୃତ ନାମ ରହିଛି ପ୍ରଦ୍ଯୁମ୍ନ ଲେଙ୍କା ।
ସୁଲଗ୍ନା – ଏହି ଅଭିନେତ୍ରୀ ଙ୍କ ଅଭିନୟ ଆପଣ ମାନେ ନିଶ୍ଚୟ ଏହି ଧାରାବାହିକ ରେ ଦେଖୁଥିବେ , ତେବେ ତାଙ୍କର ପ୍ରକୃତ ନାମ ହଉଛି ସ୍ମରଣିକା ପ୍ରିୟଦର୍ଶିନୀ ।
ଅନିମା – ଏହି ଅଭିନେତ୍ରୀ ଙ୍କ ଅଭିନୟ ଆପଣ ମାନେ ଏହି ଧାରାବାହିକ ପୂର୍ବ ରୁ ବହୁ ଗୁଡିଏ ଧାରାବାହିକ ରେ ନିଶ୍ଚୟ ଦେଖିଥିବେ । ତାହେଲେ ତାଙ୍କ ପ୍ରକୃତ ନାମ ହଉଛି ପ୍ରତିଭା ପଣ୍ଡା ।
ଚାରୁବାଲା – ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖୁଥିବେ , ସେ ଚାରୁବାଲା ଚରିତ୍ର ରେ ଜବରଦସ୍ତ ଅଭିନୟ କରୁଥିବା ର ଦେଖୁଥିବେ ତାଙ୍କ ପ୍ରକୃତ ନାମ ହଉଛି ମନିଶାମଞ୍ଜରୀ ମିଶ୍ର ।
ସଂଗ୍ରାମ – ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ସଂଗ୍ରାମ ଙ୍କ ପ୍ରକୃତ ନାମ ହଉଛି ଅମିତ କୁମାର ।
ସଞ୍ଜୟ – ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସୁଥିବା ସଞ୍ଜୟ ଙ୍କ ପ୍ରକୃତ ନାମ ହଉଛି ପାର୍ଥ ସାରଥି ।
ଅରୁ – ଏହି ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ତେବେ ତାଙ୍କ ପ୍ରକୃତ ନାମ ରହିଛି ଲିପି ମହାପାତ୍ର ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ