ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଦୁଇ ସାଙ୍ଗ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ମୃ-ତ୍ୟୁ ପରେ ଭଗବାନ ପାଲଟି ଯାଇଛନ୍ତି ଓ 12 ଜଣ ଙ୍କ ଜିବନ ବଞ୍ଚାଇ ଦେଇଛନ୍ତି । ବନ୍ଧୁଗଣ ସବୁଠୁ ବଡ କଥା ହେଲା 12 ଜଣ ମା ଙ୍କ କୋଳ କୁ ନିଜ ସନ୍ତାନ ମାନ ଙ୍କୁ ଫେରାଇ ଦେଇ ଏହି ଦୁଇ ସାଙ୍ଗ ନିଜ ଦୁଇ ମା ଙ୍କ କୋଳ ଶୂନ୍ୟ କରି ଆର ପରି କୁ ସଦା ସର୍ବଦା ଚାଲି ଯାଇଛନ୍ତି ।
ତେବେ ବନ୍ଧୁଗଣ ଗୁଜୁରାଟ ଦୁଇ ବାଲ୍ୟ ବନ୍ଧୁ କ୍ରିସ ଗାନ୍ଧୀ ଓ ମିତ ପାଣ୍ଡିଆ , ଉଭୟ +2 ରେ ଅଧ୍ୟୟନ କରୁଥିଲେ । ତେବେ କ୍ରିସ ନିଜ ଜନ୍ମ ଦିନ ପାଳନ କରିବା ପାଇଁ ଘର କୁ ଫେରୁଥିବା ସମୟ ରେ ରାସ୍ତା ରେ ହେଲା ଦୁର୍ଘଟଣା ଓ ସେସ ଦୁଇ ସାଙ୍ଗ ଗୁ-ରୁ-ତ-ର ଅବସ୍ଥା ରେ ମେଡିକାଲ ଚିକିତ୍ସିତ ହେଉଥିଲେ କିନ୍ତୁ ଏହି ଦୁଇ ସାଙ୍ଗ ମୃତ୍ୟୁ ସହ ଲଢି ହାରି ଗଲେ । ତେବେ ଦୁଃଖ ରେ ଭାଙ୍ଗି ପଡିଥିବା ପରିବାର ଲୋକ ନେଇଗଲେ ଏକ ବଡ ନିଷ୍ପତ୍ତି ।
ହଁ ବନ୍ଧୁ ଦୁଇ ପରିବାର ଲୋକ ମାନେ ଏହି ଦୁଇ ସାଙ୍ଗ ଙ୍କ ର କିଡିନୀ ,ଲିଭର ଓ ଆଖି ,ହାର୍ଟ ଭଳି ଅଙ୍ଗ ଦାନ କରି 12 ଜଣକ ଙ୍କୁ ଦେଇଦେଲେ ନୂଆ ଜୀବନ । ତେବେ ବନ୍ଧୁଗଣ ଜଣେ ସାଙ୍ଗ ର ଅଙ୍ଗ ଗଲା ସୁରାଟ ରୁ ହାଇଦ୍ରାବାଦ କୁ ଯାହାର ଦୂରତା 929 କିଲୋ ମିଟର ଓ ଅନ୍ୟ ଜଣକ ସାଙ୍ଗ ର ଅଙ୍ଗ ଗଲା ସୁରାଟ ରୁ ଅହମ୍ମଦ ବାଦ 288 କିଲୋ ମିଟର ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ