Breaking News

ନବମ ଓ ଦଶମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ମାନଙ୍କ ସରକାର କରିଲେ ବଡ ଘୋଷଣା, ଏବେ ସେମାନ ସ୍କୁଲରେ ଏହି ସୁବିଧାର ଲାଭ ପାଇ ପାରିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ନବମ ଓ ଦଶମ ଶ୍ରେଣୀ ପିଲା ଙ୍କୁ ନେଇ ଆସି ଯାଇଛି ବଡ ଖବର । ତେବେ ବନ୍ଧୁଗଣ ଏହି ବଡ ଖବର ଟି ହେଲା ଯେ ଏଣିକି ନବମ ଓ ଦଶମ ଶ୍ରେଣୀ ପିଲା ଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପୂର୍ବ ରୁ ପ୍ରଥମ ରୁ ଅଷ୍ଟମ ଯାଏ ମଧ୍ୟାହ୍ନ ଭୋଜନ ଦିଆ ଯାଉଥିଲା କିନ୍ତୁ ଆଗାମୀ କିଛି ଦିନ ମଧ୍ୟ ରେ ପ୍ରଥମ ରୁ ଦଶମ ଶ୍ରେଣୀ ପିଲା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ମିଳିବ ।


2021-22 ଶିକ୍ଷା ବର୍ଷ ରେ ଡ଼ିଏମଏଫ ଶିକ୍ଷା କନିଜ ପାଣ୍ଠି ଏହି କାର୍ଯ୍ୟ ଟି କେନ୍ଧୁଝର ଜିଲ୍ଲା ରେ ଆରମ୍ଭ କରିବା କୁ ଯାଉଛି ଓ ଏହା ପରେ ସମସ୍ତ ଜିଲ୍ଲା ରେ ଥିବା ସରକାରୀ ହାଇ ସ୍କୁଲ ରେ ଏହି ମଧ୍ୟାହ୍ନ ଭୋଜନ ଦିଆଯିବ ନେଇ ଆଲୋଚନା ହୋଇଛି । ଯଦି ସବୁ କିଛି ଭଲ ରେ ଚାଲିବ ତାହେଲେ 2022-23 ଶିକ୍ଷା ବର୍ଷ ରେ ରାଜ୍ୟ ସମସ୍ତ ଜିଲ୍ଲା ରେ ଥିବା ସରକାରୀ ହାଇସ୍କୁଲ ରେ ଏହି ବ୍ୟବସ୍ଥା ଉପଲବ୍ଧ ହୋଇ ଯାଇଥିବ ।


ତେବେ ସେଥିପାଇଁ କେନ୍ଧୁଝର ଜିଲ୍ଲା ରେ କେତେ ପିଲା ହାଇସ୍କୁଲ ରେ ଅଧ୍ୟୟନ କରୁଛନ୍ତି ତାହା ର ସଂପୂର୍ଣ୍ଣ ତଥ୍ୟ BDO କୁ ସମସ୍ତ ବ୍ଲକ୍ ଶିକ୍ଷାଅଧିକାରୀ ଙ୍କୁ ସେପ୍ଟେମ୍ବର 3 ସୁଧା ସଂମ୍ପର୍ଣ୍ଣ ତଥ୍ୟ ଦାଖଲ କରିବାକୁ କୁହ ଯାଇଛି , ତେବେ ତଥ୍ୟ ଆସିଲା ପରେ ପରବର୍ତ୍ତୀ ସମୟ ରେ ପଦକ୍ଷେପ ନିଆଯିବ ବୋଲି ଏକ ଚିଠି ରେ ଉଲ୍ଲେଖ ହୋଇଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *