Breaking News

ବଡ ଦୁଃଖ ଖବର – Aswin Tripathy (ଅଶ୍ଵିନୀ ତ୍ରିପାଠୀ) ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଅଶ୍ଵିନୀ, ତାଙ୍କ ଆଶୁ ଆରୋଗ୍ୟ କାମନା କରିଲେ ଅନ୍ୟ କଳକାର ମାନେ

ଦର୍ଶକ ବନ୍ଧୁ ଆପଣ ଙ୍କ ପ୍ରିୟ ଅଭିନେତା ବା ଲୋକ ପ୍ରିୟ ଆଙ୍କର ଭାବେ ବେସ ପରିଚିତ ଥିବା ଅଶ୍ଵିନୀ ତ୍ରିପାଠୀ ହସ୍ପିଟାଲ ବେଡ ରେ ଓ ତାଙ୍କର ଚିକିତ୍ସା ବର୍ତ୍ତମାନ ସମୟ ରେ ଜାରି ରହିଛି । ହଁ ବନ୍ଧୁ ସୂଚନା ମିଳିଛି ଯେ ଅଶ୍ଵିନୀ ଙ୍କ ଛାତି ରେ ଏକ ସର୍ଜରୀ ହୋଇଥିବା ସେ ବର୍ତ୍ତମାନ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅଶ୍ଵିନୀ ଲୋକପ୍ରିୟ ଅଭିନେତା ହବା ସହିତ ଭଲ ଆଙ୍କରିଙ୍ଗ ବି ମଧ୍ୟ କରୁଥିଲେ , ତେବେ କହିବାକୁ ଗଲେ ସେ ନିଜ ଆଙ୍କାରିଙ୍ଗ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଥିଲେ ।


ତେବେ ବର୍ତ୍ତମାନ ସମୟ ରେ ଅଶ୍ଵିନୀ ଙ୍କୁ ନେଇ ଏହି ଖବର ଟି ଅଶ୍ଵିନୀ ଙ୍କ ବାନ୍ଧବୀ ପ୍ରେରଣା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅଶ୍ଵିନୀ ମେଡିକାଲ ବେଡ ରେ ଥିବା ର ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଟି ଦେଇଛନ୍ତି ଯେ ଅଶ୍ଵିନୀ ଙ୍କ ଛାତି ରେ ଅପରେସନ ହୋଇଛି ଓ ବର୍ତ୍ତମାନ ସମୟ ରେ ସେ ସୁସ୍ଥ ଅଛନ୍ତି .

ତେବେ ବନ୍ଧୁଗଣ ଆପଣ ମାନେ ଅଶ୍ଵିନୀ ଙ୍କ ବହୁ ଗୁଡିଏ ଆଲବମ ନିଶ୍ଚୟ ଦେଖିଥିବେ ଯେମିତି କି “ ଏ ମନ ମୋ ମନ ପାର୍ଟ 2” ବେସ ଲୋକ ପ୍ରିୟ ହୋଇପାରିଥିଲା ଓ ଏହା ପୂର୍ବରୁ ଅଶ୍ଵିନୀ ଙ୍କ ବହୁ ଗୁଡିଏ ଆଲବମ ବେସ ସୁପର ହିତ ହୋଇଥିଲା ଓ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ତେବେ ଆମେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛୁ ଯେ ଅଶ୍ଵିନୀ ଖୁବ ଶୀଘ୍ର ସୁସ୍ଥ ହୋଇ ଓଡିଆ ଇଣ୍ଡଷ୍ଟ୍ରି କୁ ଫେରି ଆସନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *