ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ କଳାକାର ମାନେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥାନ୍ତି , ତେବେ ଏହି କଳାକାର ମାନେ ନିଜ ଅଭିନୟ ଜଗତ ଅପେକ୍ଷା ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଆଲ ମିଡିଆ ରେ ବେସ ଭାଇରାଲ ହୋଇଥାନ୍ତି , ହଁ ବନ୍ଧୁ ସେ ନିଜ ଜନ୍ମ ଦିନ ହଉ ବା ଆଉ କାହା ଜନ୍ମ ଦିନ ପାଳନ କରି ବେସ ଚର୍ଚ୍ଚା ରେ ରହିଥାନ୍ତି ।
ହଁ ବନ୍ଧୁ ଯେମିତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ସୁପର ଷ୍ଟାର ଅଭିନେତା ବା ମୁନା ଭାଇ ନାମ ରେ ବେଶ ପରିଚିତ ଥିବା ସିଦ୍ଧାନ୍ତ ମହାପାତ୍ର ବେସ ଚର୍ଚ୍ଚା ରେ ଅଛନ୍ତି ଶୁଟିଙ୍ଗ ସେଟ ର ସ୍ପଟବୟ ର ଜନ୍ମ ଦିନ ପାଳନ କରି ସେ ବେସ ଚର୍ଚ୍ଚା ରେ ଅଛନ୍ତି । ତେବେ ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ୧୯୬୬ ମସିହା ମେ ମାସ ୪ ତାରିsଖ ରେ ବ୍ରହ୍ମପୁର ସ୍ଥାନ ବ୍ରାହ୍ମଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ।
ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହଉଛି ୫୫ ବର୍ଷ , ତାଙ୍କ ଡାକ ନାମ ହଉଛି ସିଧୁ ବା ମୁନା ଭାଇ । ସିଦ୍ଧାନ୍ତ ଜଣେ ଭଲ ଅଭିନେତା ହବା ସହିତ ଜଣେ ଭଲ ଡିରେକ୍ଟର ଓ ପ୍ରୋଡ୍ୟୁସର ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଏଥିସହ ସେ ଜଣେ ବିଜନେସ ମ୍ୟାନ । ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ତାଙ୍କ ଅଭିନୟ ଜୀବନ ଆରମ୍ଭ ରୁ ବର୍ତ୍ତମାନୁଯାୟୀ ସେ ୧୫୦ ଚଳଚିତ୍ର ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି ।
ତାହେଲେ ବର୍ତ୍ତମାନ ସମୟ ରେ ଲୋକ ପ୍ରିୟ ଧାରାବାହିକ କେମିତି କହିବି କହ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସୁଛନ୍ତି , ତେବେ ଶୁଟିଙ୍ଗ ସେଟ ରେ ସାହାର୍ଯ୍ୟ କରୁଥିବା ସ୍ପଟ ବୟେ ର ଜନ୍ମ ଦିନ ବେସ ଧୁମଧାମ ରେ ପାଳନ କରୁଥିବା ର ନଜର ଆସିଛନ୍ତି ଓ ଏହି ଦୃଶ୍ୟ ଟି ଦେଖିବାକୁ ମିଳିଛି ସୋସିଆଲ ମିଡିଆ ରୁ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ