Breaking News

ଭିଡିଓ ଦେଖନ୍ତୁ – ଶୁଟିଙ୍ଗ ସେଟରେ ସ୍ପଟବୟର ଜନ୍ମ ଦିନ ପାଳନ କରିଲେ ସିଦ୍ଧାନ୍ତ ମହାପାତ୍ର (Sidhant Mohapatra)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ କଳାକାର ମାନେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥାନ୍ତି , ତେବେ ଏହି କଳାକାର ମାନେ ନିଜ ଅଭିନୟ ଜଗତ ଅପେକ୍ଷା ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଆଲ ମିଡିଆ ରେ ବେସ ଭାଇରାଲ ହୋଇଥାନ୍ତି , ହଁ ବନ୍ଧୁ ସେ ନିଜ ଜନ୍ମ ଦିନ ହଉ ବା ଆଉ କାହା ଜନ୍ମ ଦିନ ପାଳନ କରି ବେସ ଚର୍ଚ୍ଚା ରେ ରହିଥାନ୍ତି ।

ହଁ ବନ୍ଧୁ ଯେମିତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ସୁପର ଷ୍ଟାର ଅଭିନେତା ବା ମୁନା ଭାଇ ନାମ ରେ ବେଶ ପରିଚିତ ଥିବା ସିଦ୍ଧାନ୍ତ ମହାପାତ୍ର ବେସ ଚର୍ଚ୍ଚା ରେ ଅଛନ୍ତି ଶୁଟିଙ୍ଗ ସେଟ ର ସ୍ପଟବୟ ର ଜନ୍ମ ଦିନ ପାଳନ କରି ସେ ବେସ ଚର୍ଚ୍ଚା ରେ ଅଛନ୍ତି । ତେବେ ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ୧୯୬୬ ମସିହା ମେ ମାସ ୪ ତାରିsଖ ରେ ବ୍ରହ୍ମପୁର ସ୍ଥାନ ବ୍ରାହ୍ମଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ।

ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହଉଛି ୫୫ ବର୍ଷ , ତାଙ୍କ ଡାକ ନାମ ହଉଛି ସିଧୁ ବା ମୁନା ଭାଇ । ସିଦ୍ଧାନ୍ତ ଜଣେ ଭଲ ଅଭିନେତା ହବା ସହିତ ଜଣେ ଭଲ ଡିରେକ୍ଟର ଓ ପ୍ରୋଡ୍ୟୁସର ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଏଥିସହ ସେ ଜଣେ ବିଜନେସ ମ୍ୟାନ । ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ତାଙ୍କ ଅଭିନୟ ଜୀବନ ଆରମ୍ଭ ରୁ ବର୍ତ୍ତମାନୁଯାୟୀ ସେ ୧୫୦ ଚଳଚିତ୍ର ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି ।

ତାହେଲେ ବର୍ତ୍ତମାନ ସମୟ ରେ ଲୋକ ପ୍ରିୟ ଧାରାବାହିକ କେମିତି କହିବି କହ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସୁଛନ୍ତି , ତେବେ ଶୁଟିଙ୍ଗ ସେଟ ରେ ସାହାର୍ଯ୍ୟ କରୁଥିବା ସ୍ପଟ ବୟେ ର ଜନ୍ମ ଦିନ ବେସ ଧୁମଧାମ ରେ ପାଳନ କରୁଥିବା ର ନଜର ଆସିଛନ୍ତି ଓ ଏହି ଦୃଶ୍ୟ ଟି ଦେଖିବାକୁ ମିଳିଛି ସୋସିଆଲ ମିଡିଆ ରୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *