Breaking News

ବିବାହର ୪ ମାସ ପରେ ଜାଙ୍କଲିନ (Janklin) ସ୍ଵାମୀଙ୍କ ସହ ଓଡିଶା ଛାଡି ହାଇଦ୍ରାବାଦ ଯିବେ, ଜାଣନ୍ତୁ ଏହା କାରଣ କଣ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ଅରବିନ୍ଦ ଓ ଜାଙ୍କଲିନ ଓଡିଶା ଛାଡି ହାଇଦ୍ରାବାଦ ଯାଉଛନ୍ତି ,ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଗତ କିଛି ମାସ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ଏହି ଦୁଇ ଯୋଡି ପରସ୍ପର କୁ ଭଲପାଇ ବିବାହ କରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଦୁଇ ଯୋଡି ଙ୍କୁ ପ୍ରଥମେ ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ମୋ ଜେଜେମା ରେ ଏହି ଦୁଇ ଯୋଡି ଏକାଠି ହୋଇ ପ୍ରଥମେ ଅଭିନୟ କରୁଥିବାର ନଜର ଆସିଥିଲେ ଓ ଏହି ଧାରାବାହିକ ରେ ଉଭୟ ଅଭିନୟ କରୁ କରୁ ପରସ୍ପର କୁ ଭଲପାଇ ବସିଥିଲେ । ତାହେଲେ ଏହି ଧାରାବାହିକ ଟି ବନ୍ଦ ହବା ପରେ ଏହି ଦୁଇ ଯୋଡି ଅଲଗା ଅଲଗା ଧାରାବାହିକ ନଜର ଆସିଥିଲେ ମଧ୍ୟ ତାଙ୍କ ଭଲପାଇବା ସେହି ଭଳି ଥିଲା ।

ତାହେଲେ ବନ୍ଧୁଗଣ ଭଲ ପାଇବା ର 3 ବର୍ଷ ପରେ ମାନେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ସାତ ଜନମ ର ସାଥି ହୋଇଛନ୍ତି । ଏହି ଦୁଇ ଯୋଡି ବିବାହ ପରେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି ଓ ପ୍ରାୟତ ନିଜ ପ୍ରଶଂସକ ପାଇଁ ଲାଇଭ ଆସିଥାନ୍ତି । ତେବେ ବର୍ତ୍ତମାନ ସମୟ ର କିଛି ଲାଇଭ ଭିଡିଓ କିଛି ଦୃଶ୍ୟ ବେସ ଚର୍ଚ୍ଚା ରେ ରହିଛି , ହଁ ବନ୍ଧୁ ଏହି ଦୁଇ ଯୋଡି ଲାଇଭ ଆସିଥିବା ସମୟ ରେ ତାଙ୍କର ଜଣେ ପ୍ରଶଂସକ କହିଲେ ହାଇଦ୍ରାବାଦ ଗଲେ ସୋମାଲିନ ଙ୍କୁ ମିସ କରିବେ କି ଜାଙ୍କଲିନ , ତେବେ ଏହାର ପ୍ରତିକ୍ରିୟା ରଖି ଜାଙ୍କଲିନ କହିଥିଲେ ମୁଁ ସମସ୍ତ ଙ୍କୁ ମିସ କରିବି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.