Breaking News

ଦେଖନ୍ତୁ ଭିଡିଓ – ବିବାହର ୫ ବର୍ଷ ପରେ ବି କାହିଁକି ମା ହେବାକୁ ଚାହୁଁନାହାନ୍ତି ଅଭିନେତ୍ରୀ ଜିନା (Zeena Samal) ନିଜେ Live ରେ ଆସି କହିଲେ

ଦର୍ଶକ ବନ୍ଧୁ ଆଜି ଏମିତି ଏକ ଅଭିନେତ୍ରୀ ଙ୍କ ଭାଇରାଲ ଭିଡିଓ ବିଷୟ ରେ ଜାଣିବା ଯାହା ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ହୋଇଛି , ତେବେ ବନ୍ଧୁଗଣ ଆମେ ଯେଉଁ ଅଭିନେତ୍ରୀ ଙ୍କ ଭାଇରାଲ ଭିଡିଓ ବିଷୟ ରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଛନ୍ତି , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ନିଜ କ୍ଯାରିୟର ଆଲବମ ରୁ କରିଥିଲେ ଓ ପରବର୍ତ୍ତୀ ସମୟ ରେ ଧାରାବାହିକ ଓ ଚଳଚିତ୍ର ରେ ଅଭିନୟ କରିଛନ୍ତି ।

ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ , ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତ୍ରୀ ଙ୍କ ବିବାହ ପାଇଁ ମଧ୍ୟ ଏକ ରିଆଲିଟି ସୋ ହୋଇଥିଲା ଓ ରିଆଲିଟି ର ନାମ ଥିଲା ଜିନା ର ଜୀବନ ସାଥି । ତେବେ ଆପଣ ମାନେ ନିଶ୍ଚୟ ଜାଣି ସାରିବେନି ଆମେ କେଉଁ ଅଭିନେତ୍ରୀ ଏନକେ ବିଷୟ ରେ କହୁଛୁ । ହଁ ବନ୍ଧୁ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ଜିନା । ତେବେ ଆପଣ ମାନେ ଜାଣିଥିବେ ଏହି ସୋ ରେ ରୁଦ୍ର ବିଜେତା ହୋଇ ଜିନା ଙ୍କୁ ବିବାହ କରିଥିଲେ ।

ତାହେଲେ ଜିନା ବିବାହ ପରେ ସୋସିଆଲ ମିଡିଆ ରେ ନିଜ ପ୍ରଶଂସକ ପାଇଁ ବେସ ନଜର ଆସିଥାନ୍ତି , ହଁ ବନ୍ଧୁ କେତେବେଳେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିକି ତ ଆଉ କେତେବେଳେ ନିଜେ ଲାଇଭ ଆସି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ର ରେ ଭାଇରାଲ ହୋଇଥିବା ଭିଡିଓ ରେ ଜିନା ଲାଇଭ ଆସିଥିବା ସମୟ ରେ ତାଙ୍କ ର ପ୍ରଶଂସକ ମାନେ ଜିନା କେବେ ମା ହେବେ ବୋଲି ପଚାରିଥିଲେ । ତେବେ ପ୍ରଶଂସକ ଙ୍କ ପ୍ରଶ୍ନ ର ପ୍ରତିକ୍ରିୟା ରଖିଥିଲେ ଯେ ବର୍ତ୍ତମାନ ସମୟ ରେ ନୁହେଁ କାରଣ ବର୍ତ୍ତମାନ ସମୟ ଟା ହିଁ ଖରାପ ଚାଲିଛି ଓ ଆମେ ଯେବେ ବାପା ମା ହବୁ ତାହେଲେ ଆପଣ ଙ୍କୁ ନିଶ୍ଚୟ ଜଣେଇବୁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *