ଦର୍ଶକ ବନ୍ଧୁ ଆଜି ଏମିତି ଏକ ଅଭିନେତ୍ରୀ ଙ୍କ ଭାଇରାଲ ଭିଡିଓ ବିଷୟ ରେ ଜାଣିବା ଯାହା ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ହୋଇଛି , ତେବେ ବନ୍ଧୁଗଣ ଆମେ ଯେଉଁ ଅଭିନେତ୍ରୀ ଙ୍କ ଭାଇରାଲ ଭିଡିଓ ବିଷୟ ରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଛନ୍ତି , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ନିଜ କ୍ଯାରିୟର ଆଲବମ ରୁ କରିଥିଲେ ଓ ପରବର୍ତ୍ତୀ ସମୟ ରେ ଧାରାବାହିକ ଓ ଚଳଚିତ୍ର ରେ ଅଭିନୟ କରିଛନ୍ତି ।
ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ , ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତ୍ରୀ ଙ୍କ ବିବାହ ପାଇଁ ମଧ୍ୟ ଏକ ରିଆଲିଟି ସୋ ହୋଇଥିଲା ଓ ରିଆଲିଟି ର ନାମ ଥିଲା ଜିନା ର ଜୀବନ ସାଥି । ତେବେ ଆପଣ ମାନେ ନିଶ୍ଚୟ ଜାଣି ସାରିବେନି ଆମେ କେଉଁ ଅଭିନେତ୍ରୀ ଏନକେ ବିଷୟ ରେ କହୁଛୁ । ହଁ ବନ୍ଧୁ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ଜିନା । ତେବେ ଆପଣ ମାନେ ଜାଣିଥିବେ ଏହି ସୋ ରେ ରୁଦ୍ର ବିଜେତା ହୋଇ ଜିନା ଙ୍କୁ ବିବାହ କରିଥିଲେ ।
ତାହେଲେ ଜିନା ବିବାହ ପରେ ସୋସିଆଲ ମିଡିଆ ରେ ନିଜ ପ୍ରଶଂସକ ପାଇଁ ବେସ ନଜର ଆସିଥାନ୍ତି , ହଁ ବନ୍ଧୁ କେତେବେଳେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିକି ତ ଆଉ କେତେବେଳେ ନିଜେ ଲାଇଭ ଆସି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ର ରେ ଭାଇରାଲ ହୋଇଥିବା ଭିଡିଓ ରେ ଜିନା ଲାଇଭ ଆସିଥିବା ସମୟ ରେ ତାଙ୍କ ର ପ୍ରଶଂସକ ମାନେ ଜିନା କେବେ ମା ହେବେ ବୋଲି ପଚାରିଥିଲେ । ତେବେ ପ୍ରଶଂସକ ଙ୍କ ପ୍ରଶ୍ନ ର ପ୍ରତିକ୍ରିୟା ରଖିଥିଲେ ଯେ ବର୍ତ୍ତମାନ ସମୟ ରେ ନୁହେଁ କାରଣ ବର୍ତ୍ତମାନ ସମୟ ଟା ହିଁ ଖରାପ ଚାଲିଛି ଓ ଆମେ ଯେବେ ବାପା ମା ହବୁ ତାହେଲେ ଆପଣ ଙ୍କୁ ନିଶ୍ଚୟ ଜଣେଇବୁ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ