Breaking News

ବଡ ଖବର – ରାଜ୍ୟରେ ଏହି ଖୁବଶୀଘ୍ର ଖୋଲି ପାରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ!

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଶିକ୍ଷାନୁଷ୍ଠାନ ଖୋଲିବା କୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ଏହି ନିଷ୍ପତ୍ତି ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କାରୋନା କାରଣ ରୁ ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ ପ୍ରାୟ ଦେଢ ବର୍ଷ ବନ୍ଦ ହୋଇଥିଲା ,।

ତେବେ ବର୍ତ୍ତମାନ ସମୟ ରେ ଆମ ରାଜ୍ୟ ରେ କାରୋନା ଦିନ କୁ ଦିନ କମିବା ରେ ଲାଗିଛି ସେଥିପାଇଁ ଆମ ରାଜ୍ୟ ସରକାର ସମସ୍ତ ଖୋଲିବାକୁ ନେଇ ନିଷ୍ପତ୍ତି ନେଇଛନ୍ତି ଓ ଏହି ନିଷ୍ପତ୍ତି କୁ ଆମ ଗଣ ଶିକ୍ଷା ମନ୍ତ୍ରୀ ପ୍ରକାଶ କରିଛନ୍ତି । ହଁ ବନ୍ଧୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଖୋଲାଯିବ କି ନହିଁ ତାହା ଗଣ ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନେବେ । ତେବେ ସେପ୍ଟେମ୍ବର ମାସ ର ଗାଇଡ ଲାଇନ ଅନୁଯାୟୀ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ପ୍ରଥମେ ଦ୍ଵାଦଶ ଓ ଦଶମ ପିଲା ଙ୍କ ଅଫ୍ ଲାଇନ ପାଠ ପଢା ଚାଲିଛି ଓ ପରବର୍ତ୍ତୀ ସମୟ ଅଗଷ୍ଟ 16 ରୁ ନବମ ଶ୍ରେଣୀ ପିଲା ମଧ୍ୟ ଅଫ ଲାଇନ ପାଠ ପଢୁଛନ୍ତି । ତେବେ ଆଗାମୀ ଦିନ ମାନ ଙ୍କ ଭିତରେ କାରୋନା ର ଗାଇଡ ଲାଇନ ଅନୁଯାୟୀ ସମସ୍ତ ସ୍କୁଲ ଖୋଲାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ତେବେ ପିଲା ଙ୍କ ର ନାମ ଉପସ୍ଥାପନ ପାଇଁ ପୁଣି ଠାରେ ଇ ଉପସ୍ଥାପନ ଆରମ୍ଭ ହୋଇଯାଇଛି । ଏହି ଆପ ଦ୍ଵାରା ପିଲା ତାଙ୍କ ନାମ ଉପସ୍ଥାପନ ଇଣ୍ଟର୍ନେଟ ମାଧ୍ୟମ ରେ କରି ପାରିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *