Breaking News

ଭିଡିଓ ଦେଖନ୍ତୁ – ରାତି ଅଧରେ ପୋଲିସ କିନ୍ନର ମଧ୍ୟରେ ଏମିତି ହାଇ ଡ୍ରାମ ରାଜରାସ୍ତା ଉପରେ ଚାଲିଛି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପୁରୀ ରେ କିନ୍ନର ଓ ପୋଲିସ ମା-ଡ ମ-ରା-ମ-ରି ହେଉଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି , ହଁ ବନ୍ଧୁ ଏହି ଘଟଣା ଟି ଘଟିଛି ପୁରୀ ସମୁଦ୍ର କୁଳ ଥାନା ସୁବାସ ବୋଷ ଛକ ନିକଟ ରେ । ତେବେ ଏହି ଭିଡିଓ ରେ ପୋଲିସ ଓ ଦୁଇ କିନ୍ନର ମା-ଡ ଖାଉଥିବ ର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ବନ୍ଧୁଗଣ ଏହି ଘଟଣା ଋ ବୁଧବାର ଦିନରାତି ରେ 10 ଟା ରୁ 11 ଟା ସମୟ ର ହବ , ତେବେ ଦୁଇ କିନ୍ନର ନିଜ ଘର କୁ ଯାଉଥିବା ସମୟ ରେ ପୋଲିସ ସେମାନ ଙ୍କୁ ଅଟକାଇ ପାଟି କରିଥିଲେ ଓ ଏହି ଦୁଇ କିନ୍ନର ପୋଲିସ ମାନ ଙ୍କ ପାଟି ଶୁଣି ଯୁକ୍ତି କରିଥିଲେ ଓ ପରବର୍ତ୍ତୀ ସମୟ ରେ ହାତ ରେ ମ-ରା-ମ-ରି ହୋଇଥିଲେ ଓ ଉଭୟ ପୋଲିସ କିନ୍ନର ଆହତ ହୋଇଥିଲେ । ତେବେ ସେହି ସମୟ ରେ ପୋଲିସ ର ଆଉ ଏକ ଭ୍ୟାନ ଆସିଥିଲା ଓ ସେଥିରେ ଥାନା ଅଧିକାରୀ ଆସିଥିଲେ ଓ କିନ୍ନର କୁ ବୁଝାଇ ଥିଲେ ।

କିନ୍ତୁ କିନ୍ନର ଜଣକ କହିଲେ ସେ ପୋଲିସ ଅଫିସର ମୋତେ କାହିଁକି ମା-ରି-ଲେ , ତେବେ ସେହି ପୋଲିସ ଅଫିସର ଜଣକ କହିଛନ୍ତି ଯେ ରାତି ଅଧ ହେଲାଣି ସଟ ଡାଉନ ବି ଲାଗିଛି, ସେଥିପାଇଁ ଏତେ ରାତି ରେ ପୋଲିସ ସେହି ଦୁଇ କିନ୍ନର ଦେଖି ଅଟକାଇଥିଲେ ଓ ପରବର୍ତ୍ତୀ ସମୟ ରେ କିନ୍ନର ମଧ୍ୟ ପୋଲିସ ସାମ୍ନା ରେ ହାତ ରେ ତାଳି ବାଡେଇ କହିଲେ ମୋତେ ଟଙ୍କା ଦିଅ ମୁଁ ବୁଲିବିନି । ତେବେ ଏହି ଭଳି କହୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *