Breaking News

ଓଡିଶା ର TikTok ରାଣୀ ତିତିଲି (TITILI) ଏହି ବଡ ହିରୋଙ୍କ ସହ ଓଡିଆ ସିନେମାରେ ଏଣ୍ଟ୍ରି କରିବେ

ଦର୍ଶକ ବନ୍ଧୁ ଆମେ ଆପଣ ଙ୍କୁ ଆଜି ଏମିତି କୁନି କଳାକାର ବିଷୟ ରେ ଖାଇବାକୁ ଯାଉଛୁ ଯିଏ ଦିନେ ଟିକ ଟକ ରେ ନିଜ ଜବରଦସ୍ତ ଅଭିନୟ ଓ ପ୍ରତି ଅଭିନୟ ବୋବାଳ ଆକ୍ସନ କରି ଲୋକ ପ୍ରିୟ ହୋଇଥିବା ତିତିଲ ବର୍ତ୍ତମାନ ସମୟ ରେ ସୋସିଆଲ ରେ ସର୍ଟ ଭିଡିଓ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବର୍ତମାନ ତିତିଲ ଙ୍କୁ ନେଇ ଏକ ବଡ ଖବର ଆସିଛି ଯେ ତିତିଲ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବାକୁ ଯାଉଛନ୍ତି ।


ତେବେ ବନ୍ଧୁଗଣ ଏହି କୁନି ଅଭିନେତ୍ରୀ ନିଜର ଅଭିନୟ ବର୍ତ୍ତମାନ ସମୟ ରେ ସୋସିଆଲ ରେ ସର୍ଟ ଭିଡିଓ କରି ଲୋକ ଙ୍କପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଲୋକ ମାନେ ମଧ୍ୟ ତାଙ୍କର ଏହି ଫେସବୁକ ସର୍ଟ ଭିଡିଓ ଦେଖିବାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି ଓ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ତିତିଲ ଘରେ ଘରେ ପରିଚିତ ହୋଇପାରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ତିତିଲ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବାକୁ ଯାଉଛନ୍ତି ଓ ଏହା ହେଉଛି ବର୍ତ୍ତମାନ ସମୟ ର ବଡ ଖବର ।


ହଁ ବନ୍ଧୁ ତିତିଲ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି ଓ ଅଭିନେତ୍ରୀ ଅର୍ଚ୍ଚିତା  ଙ୍କ ସହ ନଜର ଆସିବାକୁ ଯାଉଛନ୍ତି । ତେବେ ଚଳଚିତ୍ର ର ନାମ ବର୍ତ୍ତମାନ ସମୟ ରେ ଘୋଷଣା କରା ଯାଇନହିଁ କିନ୍ତୁ ଆଗାମୀ ଦିନ ମାନ ଙ୍କ ଭିତରେ ଆପଣ ମାନେ ନିଶ୍ଚୟ ତିତିଲ ଙ୍କ ଅଭିନୟ ଚଳଚିତ୍ର ରେ ଦେଖିବାକୁ ଯାଉଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.