ଦର୍ଶକ ବନ୍ଧୁ ଆମେ ଆପଣ ଙ୍କୁ ଆଜି ଏମିତି କୁନି କଳାକାର ବିଷୟ ରେ ଖାଇବାକୁ ଯାଉଛୁ ଯିଏ ଦିନେ ଟିକ ଟକ ରେ ନିଜ ଜବରଦସ୍ତ ଅଭିନୟ ଓ ପ୍ରତି ଅଭିନୟ ବୋବାଳ ଆକ୍ସନ କରି ଲୋକ ପ୍ରିୟ ହୋଇଥିବା ତିତିଲ ବର୍ତ୍ତମାନ ସମୟ ରେ ସୋସିଆଲ ରେ ସର୍ଟ ଭିଡିଓ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବର୍ତମାନ ତିତିଲ ଙ୍କୁ ନେଇ ଏକ ବଡ ଖବର ଆସିଛି ଯେ ତିତିଲ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବାକୁ ଯାଉଛନ୍ତି ।
ତେବେ ବନ୍ଧୁଗଣ ଏହି କୁନି ଅଭିନେତ୍ରୀ ନିଜର ଅଭିନୟ ବର୍ତ୍ତମାନ ସମୟ ରେ ସୋସିଆଲ ରେ ସର୍ଟ ଭିଡିଓ କରି ଲୋକ ଙ୍କପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଲୋକ ମାନେ ମଧ୍ୟ ତାଙ୍କର ଏହି ଫେସବୁକ ସର୍ଟ ଭିଡିଓ ଦେଖିବାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି ଓ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ତିତିଲ ଘରେ ଘରେ ପରିଚିତ ହୋଇପାରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ତିତିଲ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବାକୁ ଯାଉଛନ୍ତି ଓ ଏହା ହେଉଛି ବର୍ତ୍ତମାନ ସମୟ ର ବଡ ଖବର ।
ହଁ ବନ୍ଧୁ ତିତିଲ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି ଓ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ସହ ନଜର ଆସିବାକୁ ଯାଉଛନ୍ତି । ତେବେ ଚଳଚିତ୍ର ର ନାମ ବର୍ତ୍ତମାନ ସମୟ ରେ ଘୋଷଣା କରା ଯାଇନହିଁ କିନ୍ତୁ ଆଗାମୀ ଦିନ ମାନ ଙ୍କ ଭିତରେ ଆପଣ ମାନେ ନିଶ୍ଚୟ ତିତିଲ ଙ୍କ ଅଭିନୟ ଚଳଚିତ୍ର ରେ ଦେଖିବାକୁ ଯାଉଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ