Breaking News

ଦେଖନ୍ତୁ ଭିଡିଓ – ଓଡିଆ ହିରୋଇନ ଏଲିନା ସାମନ୍ତରାୟ (Elina Samantray) କିପରି ଗାଁରେ ଛୋଟ ପିଲା ସହ କେମିତି ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ସେମାନ ଏନକେ ଜବରଦସ୍ତ ଅଭିନୟ ଦେଖାଇ ନିଜ ଲୋକ ପ୍ରିୟ ହବା ସହିତ ଅଭିନୟ କରୁଥିବା ଚଳଚିତ୍ର ମଧ୍ୟ ସୁପର ହିଟ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନ ଜାଣିଥିବେ ଏହି ଅଭିନେତ୍ରୀ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ କୌଣସି ରିଆଲିଟି ସୋ ରେ ବିଜେତା ହବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାହେଲେ ବନ୍ଧୁଗଣ ଆଜି ଆମେ ସେହି ଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ରିଆଲିଟି ସୋ ରେ ବିଜେତା ହୋଇ ଓଡିଆ ଇଣ୍ଡଷ୍ଟ୍ରି ପାଦ ଦେଇଛନ୍ତି ଓ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଏଲିନା ସାମନ୍ତରାୟ , ତେବେ ଏଲିନା ବର୍ତ୍ତମାନ ସମୟ ରେ ନିଜ ଗାଁ ରେ ରହି କିପରି ଛୋଟପିଲା ଙ୍କ ସହ ମଜାମସ୍ତି କରୁଛନ୍ତି ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏଲିନ ସାମନ୍ତରାୟ , ଯିଏ କି “କିଏ ହବ ମୋ ହିରୋଇନ “ ର ଏକ ରିଆଲିଟି ଶୋ ରେ ବିଜେତା ହବା ପରେ ଚଳଚିତ୍ର ରେ ଅଭିନୟ କରିଛନ୍ତି । ସେ ଓଡିଆ ଫିଲ୍ମ ରେ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବେଶ ପସନ୍ଦ କରି ଥାଆନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏଲିନା ତାଙ୍କର ଗାଁ ରେ ରହିଛନ୍ତି ଓ ଗାଁ ରେ ରହି ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖୁବାକୁ ମିଳିଛି । ତାହେଲେ ଏହି ଭିଡିଓ ମଧ୍ୟ ରେ ବର୍ତ୍ତମାନ ସମୟ ରେ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି ଯେ ଏଲିନା ଛୋଟ ପିଲା ଙ୍କ ସହିତ ମଜା କରୁଥିବାର ଭିଡିଓ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *