Breaking News

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ମଣିଷ ଛୁଆ ଜନ୍ମ କରିଲା ଛେଳି! ନିଜେ ନଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲୋକ ପ୍ରିୟ ହୋଇଥିବା ସୋସିଆଲ ମିଡିଆ ରେ ସବୁ ଦିନ କିଛି ନା କିଛି ଭାଇରାଲ ଭିଡିଓ ଦେଖିବାକୁ ମିଳିଥାଏ , ତେବେ ବନ୍ଧୁଗଣ ଏହି ଭାଇରାଲ ଭିଡିଓ ରେ ଦେଖିଲା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟ କଳା ଭଳି ଖବର ଏମିତି ଶୁଣିବାକୁ ମିଳିଥାଏ ଯେ ଯାହା ନ ଦେଖିଲେ କେବେ ବି ବିଶ୍ବାସ ହବ ନହିଁ । ତେବେ ବନ୍ଧୁଗଣ ଆପଣ ମାନେ କେବେ ଶୁଣିଛନ୍ତି କି ଛେଳି ମନିଷ ଛୁଆ ଜନ୍ମ କରିବାର , କିନ୍ତୁ ଆଜି ଆମର ଏହି ପେଜ ରେ ଜାଣିବା ଛେଳି ମଣିଷ ଛୁଆ ଜନ୍ମ କରି ଥିବାର ।

ବନ୍ଧୁଗଣ ଏହି ଆଶ୍ଚଯ୍ଯ କଲାଭଳି ଖବର ତ ଶୁଣିବା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଟି ପୁରା ସତ୍ୟ ଅଟେ । ତେବେ ଏହି ଆଶ୍ଚର୍ଯ୍ୟ କଲାଭଳି କହବର ଟି ଦେଖିବାକୁ ମିଳିଛି କର୍ଣ୍ଣାଟକ ର ମହିଶୂର ସ୍ଥାନ ରେ , ହଁ ବନ୍ଧୁ ଏହି ସ୍ଥାନ ରେ ଗୋଟିଏ ଛେଳି ଏକ ମନୀଷ ଭଳି ଦିଶୁଥିବା ଏକ ଛୁଆ କୁ ଜନ୍ମ କରିଛି । ତେବେ ଛେଳି ଜନ୍ମ କରିଥିବା ଏହି ମଣିଷ ଛୁଆ ଟି ର ଫଟୋ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବ ରେ ଲାଗିଛି ।


ତେବେ ବନ୍ଧୁଗଣ ଏହି ଫଟୋ ରେ ଛେଳି ପିଲାଟିର ମଣିଷ ଛୁଆ ଭଳି ଶରୀର,ମୁହଁ ଦୁଇଟି ହାତ ,ଗୋଡ ଓ ଆଖି ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଲା ଯେ ମନିଷ ପେଟ ରେ ଯେମିତି ନାଭି ଥାଏ ଠିକ ସେହିଭଳି ତା ପେଟ ରେ ମଧ୍ୟ ନାଭି ଅଛି । ଏହି ଫଟୋ ଟି ଆମ ଦେଶ ରେ ଚର୍ଚ୍ଚା ରେ ରହିବା ସହିତ ବିଦେଶ ରେ ମଧ୍ୟ ଚର୍ଚ୍ଚା ଧରିଛି । ତେବେ ଏହି ଫଟୋ ଟି କୁ ଦେଖିବା ପରେ ବହୁ ଲୋକ ଏହାକୁ ଅବିଶ୍ଵାସ କରୁଥିବା ସମୟ ରେ ବହୁ ଲୋକ ଏହାକୁ ବିଶ୍ବାସ କରୁଛନ୍ତି ।


ତେବେ ମିଳିଥିବା ସୂଚନା ଅନୁସାରେ ଜନ୍ମ ଦେଇଥିବା ଛେଳି ଟି ହଉଛି ସେହି କର୍ଣ୍ଣାଟକ ମହିଶୂର ସୋଲାପୁର ର ବାସିନ୍ଦା ଭାସ୍କର ନାମ୍ମି । ତେବେ ସେ ଯେତେବେଳେ ଏହି ଆଶ୍ଚର୍ଯ୍ଯ କଲାଭଳି ଖବର ଟି ଦେଖିଲେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତେବେ ବିଚିତ୍ର ଛୁଆ କୁ ଦେଖିବା ପାଇଁ ବହୁ ଲୋକ ସେଠାରେ ଭିଡ ହୋଇଥିଲା । କିନ୍ତୁ ସବୁଠୁ ଦୁଃଖ ଖବର ହେଲା ଯେ ଏହି ମନିଷ ଛୁଆ ପରି ଦେଖାଯାଉଥିବା ଛୁଆ ଟି କିଛି ସମୟ ଜୀବିତ ଥିଲା ଓ ପରବର୍ତ୍ତୀ ସମୟ ରେ ମୃ-ତ୍ୟୁ-ବ-ର-ଣ କରିଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ହେ ପ୍ରଭୁ! ମଶାଣି ଜୁଇ ଉପରୁ ହଠାତ ଜିଇ ଉଠିଲା ଶବ, ନଦେଖିଲେ ବିଶ୍ଵାସ ହେବେ ନାହିଁ, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ମଣିଷ ଜନ୍ମ ହବା ଯେତିକି ସତ ସେତିକି ମରଣ ବି ମଧ୍ୟ କାରଣ …

Leave a Reply

Your email address will not be published. Required fields are marked *