ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପାରଳାଖେମୁଣ୍ଡି ମୃତ ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ହବା ର ବହୁ ଦିନ ହୋଇଯାଇଥିଲେ ମଧ୍ୟ ମୃ-ତ ପଛ ରହସ୍ୟ ଏ ପର୍ଯ୍ୟନ୍ତ ଜଣା ପଡିନାହି । ତାହେଲେ ବନ୍ଧୁଗଣ ପ୍ରଥମେ ଏହି କେସ ଟି ର ତଦନ୍ତ ପୋଲିସ କରୁଥିଲା କିନ୍ତୁ ପୋଲିସ ଯେଉଁଭଳି ତାର ତଦନ୍ତ କଳା ତାହା କାହାକୁ ସନ୍ତୋଷ ଜଣକ କରିନଥିଲା ତେବେ ପୋଲିସ ଛାଡି ଯାଇଥିବା ତଦନ୍ତ କୁ ଆରମ୍ଭ କରିବା ପାଇଁ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାର ନିଜ ହାତ କୁ ନେଇଛନ୍ତି ,
ତେବେ କ୍ରାଇମବ୍ରାଞ୍ଚ ତାର ବହୁ କମ ଦିନ ରେ ଅନେକ ବ୍ୟକ୍ତି ଙ୍କୁ ଜେରା କରି ସାରିଛନ୍ତି । ତେବେ ପରିବାର ଙ୍କ କହିବ ଅନୁଯାୟୀ ଏହି ଘଟଣା ଟି ଘଟିବା ପଛ ରେ ବିଦ୍ୟାଭାରତି ଙ୍କ ର ହାତ ଅଛି ବୋଲି ଅଭିଯୋଗ କରିଛନ୍ତି , ଖାଲି ବିଦ୍ୟାଭାରତି ନୁହଁନ୍ତି ତାଙ୍କ ସହିତ ଡ଼ିଏଫଓ ,ଆଇଆଇସି ମମତା ପଣ୍ଡା ଭଳି ଅନେକ ବ୍ୟକ୍ତି ଅଛନ୍ତି ।
ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଯଦି ସ୍ଵାମୀ ସ୍ତ୍ରୀ ଏକାଠି ରହୁଥିଲେ ତ ଯଦି ସ୍ଵାମୀ ୯୫ ପ୍ରତିଶତ ଶରୀର ପୋ-ଡ଼ି-ଗ-ଲା ସ୍ତ୍ରୀ କେମିତି ଜାଣିପାରିଲା ନହିଁ । ପୁଣି ସେହି ଘରେ ମଧ୍ୟ ରୋଷେୟା ଥିଲା ତାହେଲେ ସେ କେଉଁଆଡେ ଯାଇଥିଲା । ତେବେ ବିଦ୍ୟାଭାରତି ଙ୍କ ସହ ଡ଼ିଏଫଓ ଙ୍କ ଅ-ନୈ-ତି-କ ସମ୍ପର୍କ ଥିଲା । ତେବେ ପରିବାର ଲୋକ କହିଛନ୍ତି ଯେ ତାଙ୍କ ପୁଅ ହ-ତ୍ୟା ଉଦ୍ୟମ କରିନାହିଁ ତାଙ୍କୁ ଏମାନେ ପ୍ଳାନ କରି ମା-ରି-ଛ-ନ୍ତି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସୌମ୍ୟ ଙ୍କ ଜି-ଭ ଓ ଅ-ଣ୍ଡ-କୋ-ଷ କୁ କ-ଟା ହୋଇଛି , ତେବେ ସୌମ୍ୟ ଙ୍କ ବାପା କହିଛନ୍ତି ଯେ କଣପାଇଁ ତାର ଚି-କି-ତ୍ସା ନକରି ମୃତ୍ୟୁ କାଳୀନ ଜମାନ ବନ୍ଦୀ ଘର କୁ ନିଆଗଲା ଓ ଆମ କୁ ବି ମଧ୍ୟ ଜଣାଇଲେ ନହିଁ , ତେବେ ପାଖ ମେଡିକାଲ କୁ ନ ନେଇ କାହିଁକି କଟକ ନିଆଗଲା ।
ତେବେ ପରିବାର ଲୋକ କହିବାନୁଯାୟୀ ଡ଼ିଏଫଓ ସଦା ସର୍ବଦା ସୌମ୍ୟ ଙ୍କୁ ହ-ଇ-ରା-ଣ କରୁଥିଲା ଓ ଡ଼ିଏଫଓ ଙ୍କ ସହ ବିଦ୍ୟାଙ୍କର ଅ-ନୈ-ତି-କ ସମ୍ପର୍କ ଥିଲା ବୋଲି ସେ ପରିବାର ଲୋକ କହିଥିଲେ । ତେବେ ପରିବାର ଲୋକେ କହିଛନ୍ତି ତାଙ୍କୁ ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ସୌମ୍ୟ ଙ୍କ ଆତ୍ମା କୁ ଶାନ୍ତି ମିଳି ପାରିବ ନହିଁ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ