Breaking News

ଲୋକପ୍ରିୟ ସୋ KBC କୁ ଯାଇ ଗାଙ୍ଗୁଲି ଓ ସେହୱ୍ୱାଗ୍ (Ganguly & Sehwag) ପାକିସ୍ତାନ ବିଷୟରେ ଏମିତି କହିଲେ… ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ସୋନି ଟିଭି ରେ ପ୍ରସାରିତ ହେଉଥିବା କେବିସି ଆଜି ବେସ ଲୋକ ପ୍ରିୟତା ହାସଲ କରି ପାରିଛି , ହଁ ବନ୍ଧୁ ଏହା ବେସୀ ଲୋକ ପ୍ରିୟ ହବା ର ବଡ କାରଣ ହଉଛନ୍ତି ଏଥିରେ ବିଗ ବି ଅମିତା ବଚ୍ଚନ ନଜର ଆସିବା ସହିତ ବହୁ ଲୋକ ପ୍ରିୟ ବ୍ୟକ୍ତି ମାନେ ମଧ୍ୟ ନଜର ଆସିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ କେବିସି ସିଜିନ 13 ହଟ ସିଟ ରେ ଆମ ଭାରତୀୟ କ୍ରିକେଟ ଦଳ ର ପୂର୍ବତନ ଲୋକ ପ୍ରିୟ ଖେଲାଳୀ ଗାଙ୍ଗୁଲୀ ଓ ସେହୱାଗ ।

ହଁ ବନ୍ଧୁ ଏହି ଶୁକ୍ରବାର ଦିନ ଏହି ଦୁଇ ଖେଲାଳୀ ଯୋଗ ଦବା କୁ ଯାଉଛନ୍ତି ଓ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ଏକ ପ୍ରୋମୋ ବେସ ଭାଇରାଲ ହବା ରେ ଲାଗିଛି । ହଁ ବନ୍ଧୁ ଏହି ସୋ ରେ ପ୍ରତ୍ଯେକ ପ୍ରଶ୍ନ ଉତ୍ତର ବଦଳ ରେ ସେହୱାଗ ଦର୍ଶକ ମାନ ଙ୍କୁ ବେସ ହ ହସାଇ ଛନ୍ତି ସେହୱାଗ । ତେବେ ଏହି ଏପିଶୋଡ ର କିଛି ପ୍ରୋମୋ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି , ହଁ ବନ୍ଧୁ ଅମିତା ବଚ୍ଚନ ଙ୍କ ପ୍ରଶ୍ନ ରେ ବୀରୁ ଉତ୍ତର ରେ ବଲିଉଡ ଚଳଚିତ୍ର ର କିଛି ଡାଇଲକ ଓ ଗୀତ ଗଉଥିବାର ନଜର ଆସିଛନ୍ତି ।

ତେବେ ପାକିସ୍ଥାନ ରୁ ଭାରତ ଜିତିବା ପରେ ବୀରୁ ନିଜ ଅନୁଭୂତି କୁ ବଖାଣି କହିଛନ୍ତି ଯେ ରିସ୍ତେ ମେ ତୋ ହମ ଉନକେ ବାପ ଲାଗତେ ହେ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଆପଣ ମାନେ ଏହାକୁ ସୋନି ଟିଭି ରେ ଦେଖିପାରିବେ ଓ ଏହା କେବଳ ହଉଛି ପ୍ରୋମୋ ଓ ସମ୍ପୂର୍ଣ କମିଡି ତ ଆପଣ ଏହି ରିଆଲିଟି ସୋ ଟି କୁ ଦେଖିଲେ ଜାଣି ପାରିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *