Breaking News

ଓଡିଆ ଅଭିନେତ୍ରୀ ବିଦୂସ୍ମିତା (Bidusmita) ଅନୁଭବଙ୍କ (Anubhav) ନାମରେ ଏମିତି ସାଂ-ଘା-ତି-କ କଥା କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଙ୍କ ବିବାଦ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଏହି ଦୁଇ ଙ୍କୁ ନେଇ ବହୁ ଅଭିନେତା ଓ ନେତା ମାନେ ନିଜ୍ ପ୍ରତିକ୍ରିୟା ରଖିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ବିଦୂସ୍ମିତା ଯିଏ କି ଆମ ଓଡିଆ ଇଣ୍ଡଷ୍ଟ୍ରି ହ-ଟ ଗାର୍ଲ ଭାବେ ବେସ ପରିଚିତ । ତେବେ ବିଦୂସ୍ମିତା ଅନୁଭବ ଙ୍କ ବିଷୟ ରେ କଣ କହିଛନ୍ତି ଆସନ୍ତୁ ଜାଣିବା ।

ତେବେ ଅନୁଭବ ଙ୍କୁ କ-ଟା-କ୍ଷ କଥା କହି କହିଛନ୍ତି ଯେ ଅନୁଭବ କେବେ ବି ନା-ରୀ ମାନଙ୍କୁ ସମ୍ମାନ ଦେଇ ନାହାଁନ୍ତି କାରଣ ନିଜ ପ-ତ୍ନୀ ବର୍ଷା ଙ୍କ ସହ ଅ-ମା-ନୁ-ଷି-କ ବ୍ୟବହାର କରିବା ରୁ ସେ ବାଧ୍ୟ ହୋଇ ଥାନା କୁ ନଯାଇ ସିଧା କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । ବନ୍ଧୁଗଣ ବିଦୂସ୍ମିତା କହିଛନ୍ତି ଯେ ତାଙ୍କୁ ମଧ୍ୟ ଅନୁଭବ ତାଙ୍କୁ ବହୁତ ଖ-ରା-ପ ବ୍ୟବହାର କରିବା ସହିତ ତାଙ୍କ ବହୁ ଟ-ର୍ଚ-ର ମଧ୍ୟ ସହିଛନ୍ତି ।

ତେବେ ସେ କୌଣସି ନା-ରୀ ମାନ ଙ୍କୁ ଭଲ ବ୍ୟବହାର କରନ୍ତି ନହିଁ କି ଭଲ ଭା-ଷା ମଧ୍ୟ କହି ନଥାନ୍ତି । ସବୁଠୁ ବଡ କଥା ହେଲା ଯେ ଅନୁଭବ ମ-ଦ ପିଇକି ବିଦୂସ୍ମିତା ଙ୍କୁ ଖ-ରା-ପ ବ୍ୟବହାର କରିଛନ୍ତି ବୋଲି ବିଦୂସ୍ମିତା ନିଜେ କହିଛନ୍ତି । ତେବେ ସେଥିପାଇଁ ବର୍ଷା ଅନୁଭବ ଙ୍କ ନାମ ରେ କରିଥିବା ଅଭିଯୋଗ ସଂପୂର୍ଣ୍ଣ ସତ୍ୟ ହୋଇଥିବ ବୋଲି ବିଦୂସ୍ମିତା ଦାବି କରିଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଙ୍କୁ ଭଲ ପାଇ ବିବାହ କରିଥିଲେ , ତେବେ ବର୍ଷା ଯଦି ଅନୁଭବ ଙ୍କୁ ଭଲ ପାଇ ବିବାହ କରିଥିଲେ ଓ ବିବାହ ପରେ ସେ ଅନୁଭବ ଙ୍କ ବହୁ କୁ ବ୍ୟ-ବ-ହା-ର କୁ ଆଉ ସ-ହ୍ୟ ନକରି ପଡ଼ିବାରୁ ବାଧ୍ୟ ହୋଇ ତାଙ୍କ ନାମ ରେ ଅଭିଯୋଗ କରିଛନ୍ତି ବୋଲି ବିଦୂସ୍ମିତା ଗଣମାଧ୍ୟମ ନିକଟ ରେ ପ୍ରକାଶ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *