ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଙ୍କ ବିବାଦ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଏହି ଦୁଇ ଙ୍କୁ ନେଇ ବହୁ ଅଭିନେତା ଓ ନେତା ମାନେ ନିଜ୍ ପ୍ରତିକ୍ରିୟା ରଖିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ବିଦୂସ୍ମିତା ଯିଏ କି ଆମ ଓଡିଆ ଇଣ୍ଡଷ୍ଟ୍ରି ହ-ଟ ଗାର୍ଲ ଭାବେ ବେସ ପରିଚିତ । ତେବେ ବିଦୂସ୍ମିତା ଅନୁଭବ ଙ୍କ ବିଷୟ ରେ କଣ କହିଛନ୍ତି ଆସନ୍ତୁ ଜାଣିବା ।
ତେବେ ଅନୁଭବ ଙ୍କୁ କ-ଟା-କ୍ଷ କଥା କହି କହିଛନ୍ତି ଯେ ଅନୁଭବ କେବେ ବି ନା-ରୀ ମାନଙ୍କୁ ସମ୍ମାନ ଦେଇ ନାହାଁନ୍ତି କାରଣ ନିଜ ପ-ତ୍ନୀ ବର୍ଷା ଙ୍କ ସହ ଅ-ମା-ନୁ-ଷି-କ ବ୍ୟବହାର କରିବା ରୁ ସେ ବାଧ୍ୟ ହୋଇ ଥାନା କୁ ନଯାଇ ସିଧା କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । ବନ୍ଧୁଗଣ ବିଦୂସ୍ମିତା କହିଛନ୍ତି ଯେ ତାଙ୍କୁ ମଧ୍ୟ ଅନୁଭବ ତାଙ୍କୁ ବହୁତ ଖ-ରା-ପ ବ୍ୟବହାର କରିବା ସହିତ ତାଙ୍କ ବହୁ ଟ-ର୍ଚ-ର ମଧ୍ୟ ସହିଛନ୍ତି ।
ତେବେ ସେ କୌଣସି ନା-ରୀ ମାନ ଙ୍କୁ ଭଲ ବ୍ୟବହାର କରନ୍ତି ନହିଁ କି ଭଲ ଭା-ଷା ମଧ୍ୟ କହି ନଥାନ୍ତି । ସବୁଠୁ ବଡ କଥା ହେଲା ଯେ ଅନୁଭବ ମ-ଦ ପିଇକି ବିଦୂସ୍ମିତା ଙ୍କୁ ଖ-ରା-ପ ବ୍ୟବହାର କରିଛନ୍ତି ବୋଲି ବିଦୂସ୍ମିତା ନିଜେ କହିଛନ୍ତି । ତେବେ ସେଥିପାଇଁ ବର୍ଷା ଅନୁଭବ ଙ୍କ ନାମ ରେ କରିଥିବା ଅଭିଯୋଗ ସଂପୂର୍ଣ୍ଣ ସତ୍ୟ ହୋଇଥିବ ବୋଲି ବିଦୂସ୍ମିତା ଦାବି କରିଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଙ୍କୁ ଭଲ ପାଇ ବିବାହ କରିଥିଲେ , ତେବେ ବର୍ଷା ଯଦି ଅନୁଭବ ଙ୍କୁ ଭଲ ପାଇ ବିବାହ କରିଥିଲେ ଓ ବିବାହ ପରେ ସେ ଅନୁଭବ ଙ୍କ ବହୁ କୁ ବ୍ୟ-ବ-ହା-ର କୁ ଆଉ ସ-ହ୍ୟ ନକରି ପଡ଼ିବାରୁ ବାଧ୍ୟ ହୋଇ ତାଙ୍କ ନାମ ରେ ଅଭିଯୋଗ କରିଛନ୍ତି ବୋଲି ବିଦୂସ୍ମିତା ଗଣମାଧ୍ୟମ ନିକଟ ରେ ପ୍ରକାଶ କରିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ