Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତା ଅଶ୍ଵିନୀ ତ୍ରିପାଠୀ (Aswin Tripathy) ଙ୍କୁ ନେଇ ଆସିଲା ବହୁତ ବଡ ଦୁଃଖ ଖବର ? ଜଣାନ୍ତୁ ଏହାର ସତ୍ୟାସତ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆପଣ ଙ୍କ ପ୍ରିୟ ଅଭିନେତା ବା ଲୋକ ପ୍ରିୟ ଆଙ୍କର ଭାବେ ବେସ ପରିଚିତ ଥିବା ଅଶ୍ଵିନୀ ତ୍ରିପାଠୀ ଙ୍କୁ ନେଇ ବର୍ତ୍ତମାନ ସମୟ ରେ ଏକ ବଡ ଖବର ଆସିଯାଇଛି ଯେ ହସ୍ପିଟାଲ ବେଡ ରେ ଅଶ୍ଵିନୀ ଓ ତାଙ୍କର ଚିକିତ୍ସା ବର୍ତ୍ତମାନ ସମୟ ରେ ଜାରି ରହିଛି ।


ହଁ ବନ୍ଧୁ ଅଶ୍ଵିନୀ ଙ୍କ ଛାତି ରେ ଏକ ସର୍ଜରୀ ହୋଇଥିବା ସୂଚନା ସୋସିଆଲ ମିଡିଆ ରୁ ମିଳିଛି ଓ ଏହି ସୂଚନା ଟି ମିଳିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ବା ଭଲ ଆଙ୍କରିଙ୍ଗ କରୁଥିବା ଅଶ୍ଵିନୀ ,ଯିଏ କି ଲଭ ଗୁରୁ ଭାବେ ବେଶ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଆଲବମ ହିରୋ ଅଶ୍ଵିନୀ ଙ୍କୁ ବେଶ ଭଲ ଭାବ ରେ ଜାଣିଥିବେ ଯିଏ କି ବହୁତ ସାରା ଆଲବମ ରେ ଜବରଦସ୍ତ ନାଚ ଓ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଅଶ୍ଵିନୀ ଙ୍କୁ ନେଇ ଏହି ଖବର ଟି ଅଶ୍ଵିନୀ ଙ୍କ ବାନ୍ଧବୀ ପ୍ରେରଣା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅଶ୍ଵିନୀ ମେଡିକାଲ ବେଡ ରେ ଥିବା ର ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଟି ଦେଇଛନ୍ତି ଓ ସେ ବର୍ତ୍ତମାନ ସମୟ ରେ ସୁସ୍ଥ ଅଛନ୍ତି ବୋଲି ମଧ୍ୟ କହିଛନ୍ତି । ତାହେଲେ ଆମେ ଭଗବାନ ଙ୍କ ନିକଟ ରେ ପାର୍ଥନା କରୁଛୁ ଯେ ଅଶ୍ଵିନୀ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାନ୍ତୁ ॥

ଏମିତି କିଛି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏହାର ସତ୍ୟାସତ ଜଣା ପଡି ନାହିଁ । ତେବେ ଏହାର ସତ୍ୟାସତ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *