Breaking News

ACF ସୌମ୍ୟ ରହସ୍ୟ ଉପରୁ ହଟିବ ପରଦା! ବିଦ୍ୟାଭାରତୀ ଙ୍କୁ ଆଜି ଜେରା, କଣ ବୟାନରୁ କିଛି ନୂଆ ତଥ୍ୟ ମିଳିବ କି ?

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ସୂଚନା ଯେ ପାରଳାଖେମୁଣ୍ଡି ମୃତ ଏସିଏଫ ଙ୍କ ତଦନ୍ତ କୁ ନେଇ । ହଁ ବନ୍ଧୁ କ୍ରାଇମବ୍ରାଞ୍ଚ ଟିମ ଆଜି ବିଦ୍ୟାଭାରତି ଙ୍କୁ ଜେରା କରିବାକୁ ଯାଉଛି , ଓ କ୍ରାଇମବ୍ରାଞ୍ଚ ପୂର୍ବ ରୁ ସବୁ ତଥ୍ୟ କୁ ଆଧାର କରି ବିଦ୍ୟାଭାରତି ଙ୍କ ପାଇଁ ପ୍ରଶ୍ନ ତିଆରି କରି ରଖିଛି । ତେବେ ଆଜି ଏହି ପ୍ରଶ୍ନ ର କେଉଁଭଳି ଉତ୍ତର ରଖୁଛନ୍ତି ତାହା ଆଜି ଜଣା ପଡିଯିବ ।

ତେବେ ଆପଣ ମାନେ ନିଶ୍ଚୟ ଏହି ସମୟ ଟି କୁ ଅପେକ୍ଷା କରିଥିବା ଯେ କେଉଁ ଦିନ ବିଦ୍ୟାଭାରତି ଜେରା କରିବ ବୋଲି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମୃତ ସୌମ୍ୟ ଙ୍କ ମୃତ୍ୟୁ ପରେ ସନ୍ଦେହ ଘେର କୁ ଆସିଥିଲେ ବିଦ୍ୟାଭାରତି । ତେବେ ସୌମ୍ୟ ଙ୍କ ପରିବାର ଙ୍କ ଅଭିଯୋଗ କୁ ନେଇ ଏହି ଷଡଯନ୍ତ୍ର ରେ ବିଦ୍ୟାଭାରତି ରହିଛନ୍ତି । ଆପଣ ମାନେ ଦେଖିଥିବେ ଯେ ପୂର୍ବ ରୁ ବିଦ୍ୟାଭାରତି ଗଣମାଧ୍ୟମ ସାମ୍ନା କୁ ଆସୁନଥିଲେ ଓ ଯେବେ ମେଡିକାଲ ରେ ସୌମ୍ୟ ଙ୍କୁ ମୃତ ଘୋଷଣା କରଯାଇଥିଲା ସେତେବେଳେ ବିଦ୍ୟାଭାରତି ଙ୍କ ମୁହଁ ରେ ନଥିଲା ଦୁଃଖ ନା କାନ୍ଦ ।


ତେବେ ଗଣମାଧ୍ୟମ ତାଙ୍କ ନିକଟ କୁ କିଛି ପ୍ରତିକ୍ରିୟା ନବା ପାଇଁ ଯାଇଥିଲେ କିନ୍ତୁ ବିଦ୍ୟାଭାରତି ସେଠାରୁ ଉଠି ଫୋନ ରେ କଥା ହୋଇ ଆଉ ଏକ ସ୍ଥାନ କୁ ଚାଲିଗଲେ ଓ ନିଜ ପ୍ରତିକ୍ରିୟା ଦେଇ ନଥିଲେ ଓ ଯେତେବେଳେ ଗଣମାଧ୍ୟମ ବିଦ୍ୟାଭାରତି ଙ୍କ ବାପ ଘର କୁ ଯାଇଥିଲେ ବିଦ୍ୟାଭାରତି ଙ୍କ ପ୍ରତିକ୍ରିୟା ରଖିବା ପାଇଁ ତ ସେତେବେଳେ ଦେହ ଖରାପ ହୋଇଛି ବୋଲି କହି କିଛି କହି ନଥିଲେ । ତେବେ ପ୍ରଥମେ ପ୍ରଥମେ ଯେଉଁଭଳି ଭାବେ ବିଦ୍ୟାଭାରତି ନିଜ ପ୍ରତିକ୍ରିୟା ନ ଦେଇ ସନ୍ଦେହ ଘେର କୁ ଆସିଥିଲେ । ତାହେଲେ ପରବର୍ତ୍ତୀ ସମୟ ରେ ଯେତେବେଳେ ଆସିଥିଲେ ସତ ମିଛ କହିଥିଲେ ।


ତେବେ ବର୍ତ୍ତମାନ ସମୟ ରେ କ୍ରାଇମବ୍ରାଞ୍ଚ ଜେରା କରିବାକୁ ଯାଉଛି ବିଦ୍ୟାଭାରତି ଙ୍କୁ ତେବେ ଦେଖାଯାଉ କ୍ରାଇମବ୍ରାଞ୍ଚ ପ୍ରସ୍ତୁତ କରିଥିବା ରାମବାଣ ବିଦ୍ୟାଭାରତି ଙ୍କୁ କେତେ ଘାଇଲା କରୁଛି ତାହା ଜଣା ପଡିଯିବ ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published. Required fields are marked *