Breaking News

ଭିଡିଓ ଦେଖନ୍ତୁ – ଶାଶୁଘରେ କିପରି ହିରୋଇନ ଅର୍ଚ୍ଚିତା (Archita) ତାଙ୍କର ପ୍ରଥମ ଜନ୍ମାଷ୍ଟମୀ ପାଳନ କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସରିଯାଇଛି ଜନ୍ମାଷ୍ଟମୀ , ତେବେ ଏହି ପବିତ୍ର ଜନ୍ମାଷ୍ଟମୀ ଦିନ ରେ ଭଗବାନ ଶ୍ରୀ କ୍ରୀଷ୍ଣା ଜନ୍ମ ଗ୍ରହଣ କରିଥିଲେ । ହଁ ବନ୍ଧୁ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମ ତିଥି ରେ ଦେବକୀ ଓ ବାସୁଦେବ ଙ୍କ ପୁତ୍ର ଭାବେ ମଥୁରା ରେ ଜନ୍ମ କରିଥିଲେ ଶ୍ରୀକୃଷ୍ଣ । ତେବେ ସେଥିପାଇଁ ସାରା ଭାରତ ର ଲୋକ ଏହି ପବିତ୍ର ଜନ୍ମାଷ୍ଟମୀ ରେ ଉପବାସ କରି ଥାଆନ୍ତି ।

ତେବେ ବନ୍ଧୁଗଣ ଭକ୍ତ ମାନେ ଏହି ଉପବାସ ମଧ୍ୟରାତ୍ରି ପର୍ଯ୍ୟନ୍ତ କରିଥାନ୍ତି ଓ ପରବର୍ତ୍ତୀ ସମୟ ରେ ଭଗବାନ ଙ୍କ ପୂଜାର୍ଚ୍ଚନା କରି ଉପବାସ ବ୍ରତ ଖଣ୍ଡନ କରି ଠାକୁର ଭୋଗ ପାଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଭଗବାନ ଶ୍ରୀକୃଷ୍ଣ ମଥୁରା ରେ ଜନ୍ମ କରିଥିଲେ ମଧ୍ୟ ବଡ ହୋଇଛନ୍ତି ସେ ବୃନ୍ଦାବନ ରେ ତେବେ ସେଥିପାଇଁ ଏହି ସ୍ଥାନ ରେ ବେସ ଧୁମଧାମ ରେ ପାଳନ ହୋଇଥାଏ । ସେହିପରି ଆମ ଓଡିଶା ରେ ପୁରପଲ୍ଲୀ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଦିନ ଟି ବେସ ଧୁମଧାମ ରେ ପାଳନ କରାଯାଇଥାଏ ।

ତାହେଲେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ସବ୍ୟଶଚି ଓ ଅର୍ଚ୍ଚିତା ମଧ୍ୟ ଏହି ଉପବାସ କରିଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ଉଭୟ ମିଶି କାରୋନା ସମୟ ରେ ବହୁ ଲୋକ ଙ୍କୁ ସାହାର୍ଯ୍ୟ କରୁଥିଲେ । ତାହେଲେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖାବକୁ ମିଳିଛି ଏହି ଦୃଶ୍ୟ ରେ ଅର୍ଚ୍ଚିତା ଭଗବାନ ଶ୍ରୀ କ୍ରୀଷ୍ଣା ଙ୍କୁ ଝୁଲଣ ରେ ଦୋଳି ଖେଲାଉ ଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *