ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସ୍ଵରାଜ ବାରିକ କୁ ଜାଣିଥିବେ ଓ ସେ ବର୍ତ୍ତମାନ ସମୟ ରେ ସ୍ଵରାଜ ବାରିକ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତା ଭାବେ ବେସ ପରିଚିତ , ସ୍ଵରାଜ ତାଙ୍କ ଛୋଟ ବେଳୁ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ସେ ତାଙ୍କ ଛୋଟ ବେଳେ ବହୁ ଗୁଡିଏ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିଲେ । ସେ ବଡ ହବା ପରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ହିରୋ ଭାବେ ଅଭିନୟ କରିଥିଲେ ତୁ ମୋ ଲଭ ଷ୍ଟୋରି । ଏହି ଚଳଚିତ୍ର ଆପଣ ମାନେ ନିଶ୍ଚୟ ସ୍ଵରାଜ ଓ ଭୂମିକା ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ଏହି ଫିଲ୍ମ ଟି ସୁପର ହିଟ ହୋଇଥିଲା ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସ୍ଵରାଜ ଭୂମିକା ଙ୍କ ସହ ଅଭିନୟ କରିବା ସହିତ ଆହୁରି ଅନେକ ହିରୋଇନ ଙ୍କ ସହ ଅଭିନୟ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସ୍ଵରାଜ ବାରିକ ଗତ କିଛି ମାସ ତଳେ କଳିଙ୍ଗ ଟିଭି ର ଏକ ସାକ୍ଷାତକାର କୁ ଆସିଥିଲେ ଓ ସେଠାରେ ସେ ଭୂମିକା ଓ ଶିବାନୀ ଙ୍କୁ ଭଉଣୀ ବୋଲି ସମ୍ବୋନ୍ଧନ କରିଥିଲେ । ତେବେ ପରବର୍ତ୍ତୀ ସମୟ ରେ ସେ ସାକ୍ଷାତକାର କୁ କୁ ଭୂମିକା ଓ ଶିବାନୀ ଆସିଥିଲେ । ସ୍ଵରାଜ ଙ୍କ ଏହି ଭଉଣୀ କଥା ଏହି ଦୁଇ ଅଭିନେତ୍ରୀ ଙ୍କୁ କୁହାଯାଇଥିଲା ,ତେବେ ଏହି କଥା ଟି କୁ ଭୂମିକା ସ୍ଵୀକାର କରିଥିବା ସମୟ ରେ ଶିବାନୀ ସ୍ଵୀକାର କରି ନଥିଲେ ଓ ସେ କହିଥିଲେ ସ୍ଵରାଜ ମୋ ଭଲ ସାଙ୍ଗ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେହି କଳିଙ୍ଗ ଟିଭି ର ସାକ୍ଷାତକାର କୁ ଆସିଛନ୍ତି ସ୍ଵରାଜ ବାରିକ ଓ ତାଙ୍କୁ ସେହିପ୍ରଶ୍ନ ଟି ପଚରାଯାଇଥିଲା ଯେ ଆପଣ ପୂର୍ବ ରୁ ଭୂମିକା ଓ ଶିବାନୀ ଙ୍କୁ ଭଉଣୀ ବୋଲି କହିଥିଲେ ଓ ବର୍ତ୍ତମାନ ସମୟ ରେ ସେହି ଭଉଣୀ ସମ୍ପର୍କ କୁ ନେଇ କଣ କହିବେ , ତେବେ ଏହାର ଉତ୍ତର ରେ ସ୍ବରାଜ୍ ବାରିକ କହିଥିଲେ ଯେ ସେମାନେ ମୋ ଭଲ ସାଙ୍ଗ , ଭଉଣୀ ନୁହଁନ୍ତି ଓ ସେ ଦିନ ମୋ ପାଟି ରୁ ଭଉଣୀ ବୋଲି ବାହାରି ଯାଇଥିଲା । ତେବେ ଏହି କଥା ଟି କହିବା ପରେ ସେ ଆଉ ଏକ ସୂଚନା ଦେଇଛନ୍ତି ଆଗାମୀ ଦିନ ମାନ ଙ୍କ ଭିତରେ ଶିବାନୀ ଙ୍କ ସହ ତାଙ୍କର ଏକ ନୂଆ ଚଳଚିତ୍ର ଆସିବାକୁ ଯାଉଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ