Breaking News

ବର୍ଷା ଅନୁଭବ ବିବାଦରେ ନୂଆ ଟୁଇଷ୍ଟ – ବର୍ଷା (Varsha) ଙ୍କ ଆବେଦନକୁ ଖାରଜ କରିଲେ କୋର୍ଟ, ଜାଣନ୍ତୁ ଆଗକୁ କଣ ହେବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଅନୁଭବ ଓ ବର୍ଷା ଙ୍କୁ ନେଇ , ହଁ ବନ୍ଧୁ କଟକ ଫାମିଲି କୋର୍ଟ ରେ ଅଭିନେତା ବା ସାଂସଦ ଅନୁଭବ ମହାନ୍ତି ଦିଆ ଯାଇଥିବା ଦାୟର ମାମଲା ଗ୍ରହଣୀୟ ନୁହେଁ ଓ ଏହା କୁ ଖାରଜ କରିବା ପାଇଁ ବର୍ଷା ଯେଉଁ ପିଟିସନ ଦାଖଲ କରିଥିଲେ ତାହା ଖାରଜ ହୋଇଛି ।


ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ରେ ଦିଲ୍ଲୀ ପଟିଆଳ ହାଉସ ରୁ ଏହି ଦୁଇ ଏନକେ ମାମଲା ସ୍ଥାନାନ୍ତରିତ ହୋଇ କଟକ ଫାମିଲି କୋର୍ଟ କୁ ଏହି ମାମଲା ଆସିଥିଲା ଓ କଟକ ର ଫାମିଲି କୋର୍ଟ ରେ ଦୁଇ ଜଣ ଏନକେ ମାମଲା ର ଶୁଣାଣୀ ହବ । ତେବେ ଅନୁଭବ ଏନକେ ଛାଡପତ୍ର ର ଆବେଦନ କୁ ବର୍ଷା ବିରୋଧ କରି ଏକ ପିଟିସନ ଦାଖଲ କରିଥିଲେ ଓ ଏହି ପିଟିସନ ଟି ସେ ଅଗଷ୍ଟ 27 ତାରିଖ ରେ ଦାଖଲ କରିଥିଲେ ।

ତେବେ ବନ୍ଧୁଗଣ ଏହି ପିଟିସନ ରେ ବର୍ଷା ଅଭିଯୋଗ କରିଥିଲେ ଯେ ଅନୁଭବ ଛାଡପତ୍ର ଆବେଦନ ସହିତ ଏକ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ହଁ ବନ୍ଧୁ ଏହି ମିଥ୍ୟା ସତ୍ୟପାଠ ଟି ହେଲା ଯେ ଅନୁଭବ ଛାଡପତ୍ର ରେ ବିବାହ ସ୍ଥାନ ଦିଲ୍ଲୀ ଦେଇଛନ୍ତି ଯାହାକି ମିଛ ଅଟେ । ତେବେ ଏହି ପିଟିସନ ର କୁ ବିରୋଧ କରି ଅନୁଭବ କହିଛନ୍ତି ଯେ ମୁ କୌଣସି ମିଥ୍ୟାପଠ ଦାଖଲ କରିନାହିଁ , ମୋର ଛାଡପତ୍ର ଆବେଦନ ସମୟ ରେ କିଛି ଭୁଲ ରହି ଯାଇଥିଲା ଓ ଏହି କଥା ଟି ମୁ ପୂର୍ବ ରୁ କହିସାରିଛି ।


ତେବେ ସମସ୍ତ କଥା ଆଧାରିତ କରି କଟକ ଫାମିଲି କୋର୍ଟ ବର୍ଷା ଙ୍କ ପିଟିସନ ଙ୍କୁ ଖାରଜ କରିଛି ଓ ଆଗାମୀ ସେପ୍ଟେମ୍ବର 14 ରେ ଆଗାମୀ ଶୁଣାଣୀ ହବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଶାର ଦୁଇ ଲୋକପ୍ରିୟ ସିଙ୍ଗର ଇପ୍ସିତା (Ipseeta) ଓ କୂଳଦୀପ (Kuldeep) ଙ୍କ ମଧ୍ୟରେ ପ୍ରେମ କେମିତି ହୋଇଥିଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟକ ଓ ଗାୟିକା …

Leave a Reply

Your email address will not be published. Required fields are marked *