Breaking News

ଭିଡିଓ ଦେଖନ୍ତୁ – ସ୍କୁଲ ଶ୍ରେଣୀ ଗୃହରେ ଛାତ୍ରୀମାନଙ୍କ ଗହଣରେ ବସି ଦିଦିଙ୍କୁ ପ୍ରଶ୍ନ କରିଲେ ଶିକ୍ଷା ମନ୍ତ୍ରୀ ସମୀର ଦାସ

ଦର୍ଶକ ବନ୍ଧୁ ଆଜି ଆମର ଏହି ପେଜ ରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଙ୍କ ଏକ କାର୍ଯ୍ୟ ବିଷୟ ରେ କହିବାକୁ ଯାଉଛୁ , ହଁ ବନ୍ଧୁ ଏହି କାର୍ଯ୍ୟ ରେ ସମୀର ଦାସ ନିଜ ମନ୍ତ୍ରୀ ହୋଇ ଆସିଲେ , ଶିକ୍ଷକ ଙ୍କ ଠାରୁ ଛାତ୍ର ହୋଇ ପାଠ ପଢିଲେ ଓ ପରବର୍ତ୍ତୀ ସମୟ ରେ ନିଜେ ଶିକ୍ଷକ ହୋଇ ଛାତ୍ର ଙ୍କୁ ପାଠ ପଢାଇଲେ । ହଁ ବନ୍ଧୁ ସମୀର ଦାସ ମନ୍ତ୍ରୀ ହବା ସହ ସେ ଶିକ୍ଷକ ମାନ ଙ୍କ ପାଇଁ ଛାତ୍ର ଓ ଛାତ୍ର ମାନ ଙ୍କ ପାଇଁ ଶିକ୍ଷକ ବି ମଧ୍ୟ ହୋଇପାରନ୍ତି ।

ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ସମୀର ଦାସ କୋରାପୁର ଗସ୍ତ ରେ ଅଚାନକ ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଯାଇଥିଲେ ଓ ସେହି ବିଦ୍ୟାଳୟ ରେ ନବମ ଶ୍ରେଣୀ ରେ ଶିକ୍ଷୟତ୍ରୀ ପଢାଉଥିବା ସମୟ ରେ ସେଠାରେ ପହଞ୍ଚି ଛାତ୍ର ମାନ ଙ୍କ ପାଖ ରେ ବସି ଶିକ୍ଷୟତ୍ରୀ ଙ୍କ ପାଠ ପଢା ଶୁଣିବ ସହିତ ଛାତ୍ର ମାନ ଙ୍କୁ କିଛି ପ୍ରଶ୍ନ ପଚାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡିଆ ରେ ଏହି ଭିଡିଓ ରେ ସମୀର ଛତ୍ର ମାନ ଙ୍କ ପାଖ ରେ ବସିଥିବା ସମୟ ରେ ଇଂଗ୍ଲିଶ ଶିକ୍ଷକ “ଦ ପ୍ରାଇସ ଲେସ ଗିଫ୍ଟ “ ପାଠ ପଢାଉଥିଲେ ।

ତେବେ ପାଠ ପଢା ପରେ ସମୀର ଦାସ ପିଲା ଙ୍କୁ କିଛି ପ୍ରଶ୍ନ ପଚାରିବା ସହିତ ପାଠ ପଢା ରେ ପ୍ରତିଯୋଗୀତା ରଖିବା ପାଇଁ ଛାତ୍ର ମାନ ଙ୍କୁ କହିଥିଲେ ଓ ଶେଷ ରେ କହିଥିଲେ ଯେ ଯେଉଁମାନେ ବହି କିଣିବା ପାଇଁ ସେମାନ ଙ୍କ ପାଖ ରେ ଅର୍ଥ ନହିଁ ତେବେ ସେମାନ ଙ୍କୁ ସରକାର ଙ୍କ ତରଫ ରୁ ବହି ଯୋଗାଇ ଦିଆଯିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published. Required fields are marked *