Breaking News

ଓଡିଆ ସିରିଏଲ ହିରୋ ତୁଷାରଙ୍କୁ (Spalin Mishra) ନେଇ ଆସିଲା ବଡ ଦୁଃଖ ଖବର ? କଣ ସତରେ ନାହାନ୍ତି ତୁଷାର, କାହିଁକି ଏମିତି ଖବର ଭାଇରାଲ ହେଉଛି ସତ୍ୟତା ଜାଣି ରଖନ୍ତୁ

ଦର୍ଶକ ବନ୍ଧୁ ସୋସିଆଲ ମିଡିଆ ରେ ବହୁ ୟୁଜର୍ସ ବାହାରିଲେଣି ଯେଉଁମାନେ କି ଜିଅନ୍ତା ମଣିଷ କୁ ନିଜ ଲେଖା ପୋଷ୍ଟ ମାଧ୍ୟମ ରେ ମାରି ଦେଉଛନ୍ତି , ତେବେ ବନ୍ଧୁଗଣ ଏହିଭଳି ଲେଖା ରେ ଅଧିକାଂଶ ଟ୍ରୋଲ ହୋଇଥାନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ । ହଁ ବନ୍ଧୁ ଏହି ୟୁଜର୍ସ ମାନେ କେତେବେଳେ ଏହି ଲୋକ ପ୍ରିୟ କଳାକାର ଙ୍କୁ ନେଇ ମିଛ କହି ନିଜ ଚ୍ଯାନେଲ ର ଲୋକ ପ୍ରିୟତା ବଢାଇଥାନ୍ତି କିନ୍ତୁ ଏହି ମିଥ୍ୟା ମିଛ ବୋଲି ଖୁବ ଶୀଘ୍ର ପ୍ରମାଣ ହୋଇଯାଇଥାଏ । ସେଥିପାଇଁ ଏହି ଭଳି ୟୁଜର୍ସ ମାନ ଙ୍କୁ ଅନୁରୋଧ କରୁଛୁ ଯେ ଏହି ଭଳି ମିଛ ଖବର ପ୍ରଚାର ନ କରିବା ପାଇଁ ।


ତାହେଲେ ବନ୍ଧୁଗଣ ଏହି ଉକ୍ତି ଟି କହିବାର କାରଣ ହଉଛି ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଶୁଣା ଲୋକ ପ୍ରିୟ ଅଭିନେତା ଏନକେ ମୃତ୍ୟୁ ହୋଇଯାଇଛି ଭଳି ଖବର ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଓ ତାଙ୍କର ପ୍ରଶଂସକ ମାନେ ମଧ୍ୟ ଏହି କଥା ଟି ଶୁଣିବ ପରେ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ତରଙ୍ଗ ଟିଭି ର ତୁଷାର ତୁଷାର ଙ୍କୁ ନେଇ ଭାଇରାଲ ହୋଇଥିବା ଖବର ଟି ସଂପୂର୍ଣ୍ଣ ଭାବେ ମିଥ୍ୟା ଅଟେ ଓ ସେ ବର୍ତ୍ତମାନ ସମୟ ରେ ତାଙ୍କ ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି । ଆପଣ ମାନେ ଜାଣିଥିବେ


ଯେ ତାରିଣୀ ଆଖିରେ ତାରା ଧାରାବାହିକ ରେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ ଜାରି ରଖିଛନ୍ତି ଓ ଏହି ଶୁଟିଙ୍ଗ ସେଟ ରେ ମଧ୍ୟ ସେହିଭଳି କିଛି ରିଲ ଲାଇଫ ରେ ଘଟିନାହିଁ । ତେବେ ନିଜ ଚ୍ଯାନେଲ ର ଲୋକ ପ୍ରିୟତା ବଢାଇବା ପାଇଁ ଏହି ଭଳି ମିଛ ଖବର ଟି ପ୍ରଚାର କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *