ଦର୍ଶକ ବନ୍ଧୁ ସୋସିଆଲ ମିଡିଆ ରେ ବହୁ ୟୁଜର୍ସ ବାହାରିଲେଣି ଯେଉଁମାନେ କି ଜିଅନ୍ତା ମଣିଷ କୁ ନିଜ ଲେଖା ପୋଷ୍ଟ ମାଧ୍ୟମ ରେ ମାରି ଦେଉଛନ୍ତି , ତେବେ ବନ୍ଧୁଗଣ ଏହିଭଳି ଲେଖା ରେ ଅଧିକାଂଶ ଟ୍ରୋଲ ହୋଇଥାନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ । ହଁ ବନ୍ଧୁ ଏହି ୟୁଜର୍ସ ମାନେ କେତେବେଳେ ଏହି ଲୋକ ପ୍ରିୟ କଳାକାର ଙ୍କୁ ନେଇ ମିଛ କହି ନିଜ ଚ୍ଯାନେଲ ର ଲୋକ ପ୍ରିୟତା ବଢାଇଥାନ୍ତି କିନ୍ତୁ ଏହି ମିଥ୍ୟା ମିଛ ବୋଲି ଖୁବ ଶୀଘ୍ର ପ୍ରମାଣ ହୋଇଯାଇଥାଏ । ସେଥିପାଇଁ ଏହି ଭଳି ୟୁଜର୍ସ ମାନ ଙ୍କୁ ଅନୁରୋଧ କରୁଛୁ ଯେ ଏହି ଭଳି ମିଛ ଖବର ପ୍ରଚାର ନ କରିବା ପାଇଁ ।
ତାହେଲେ ବନ୍ଧୁଗଣ ଏହି ଉକ୍ତି ଟି କହିବାର କାରଣ ହଉଛି ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଶୁଣା ଲୋକ ପ୍ରିୟ ଅଭିନେତା ଏନକେ ମୃତ୍ୟୁ ହୋଇଯାଇଛି ଭଳି ଖବର ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଓ ତାଙ୍କର ପ୍ରଶଂସକ ମାନେ ମଧ୍ୟ ଏହି କଥା ଟି ଶୁଣିବ ପରେ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ତରଙ୍ଗ ଟିଭି ର ତୁଷାର ତୁଷାର ଙ୍କୁ ନେଇ ଭାଇରାଲ ହୋଇଥିବା ଖବର ଟି ସଂପୂର୍ଣ୍ଣ ଭାବେ ମିଥ୍ୟା ଅଟେ ଓ ସେ ବର୍ତ୍ତମାନ ସମୟ ରେ ତାଙ୍କ ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି । ଆପଣ ମାନେ ଜାଣିଥିବେ
ଯେ ତାରିଣୀ ଆଖିରେ ତାରା ଧାରାବାହିକ ରେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ ଜାରି ରଖିଛନ୍ତି ଓ ଏହି ଶୁଟିଙ୍ଗ ସେଟ ରେ ମଧ୍ୟ ସେହିଭଳି କିଛି ରିଲ ଲାଇଫ ରେ ଘଟିନାହିଁ । ତେବେ ନିଜ ଚ୍ଯାନେଲ ର ଲୋକ ପ୍ରିୟତା ବଢାଇବା ପାଇଁ ଏହି ଭଳି ମିଛ ଖବର ଟି ପ୍ରଚାର କରିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ